Daily Archives

March 2, 2018

ହୋଲି ଖେଳରେ ମସଗୁଲ ବିଦେଶିନୀ : କୋଣାର୍କ-ପୁରୀ ବେଳାଭୂମି ସ୍ଥିତ ଲୋଟସ ରିସର୍ଟରେ ଧୁମଧାମରେ ହୋଲି ଖେଳିଲେ ବିଦେଶୀ…

କନକ ବ୍ୟୁରୋ : ଆଜି ରଙ୍ଗର ପର୍ବ ହୋଲି । ପ୍ରେମ ରଙ୍ଗରେ ଦେହ ମନକୁ ରଙ୍ଗୀନ କରିବାର ପର୍ବ । ଭାଇଚାରା ଓ ସଦଭାବନାର ପର୍ବ । ପରସ୍ପର ମଧ୍ୟରେ ଖୁସି ବାଂଟିବାର ପର୍ବ ଏହି ରଙ୍ଗର ପର୍ବ । ରାଗ ଦ୍ୱେଷ ଭୁଲି ପରଷ୍ପରକୁ ରଙ୍ଗ, ଅବିର ବୋଳି ଶୁଭେଛା ଜଣାଉଛନ୍ତି ସମସ୍ତେ । ସୁରକ୍ଷା ଦୃଷ୍ଟିରୁ…

ହୋଲିରେ ଅଘଟଣ : କେନ୍ଦୁଝର ଢେଙ୍କିକୋଟରେ ହୋଲି ଖେଳ ସାରି ଫେରୁଥିବା ସମୟରେ ଦୁର୍ଘଟଣାରେ ଗଲା ୨ ଜଣଙ୍କ ଜୀବନ

କନକ ବ୍ୟୁରୋ : ହୋଲି ଖେଳ ପରେ ଅଘଟଣ । କେନ୍ଦୁଝର ଡେଙ୍କିକୋଟରେ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ହୋଲି ଖେଳ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।ଅନ୍ୟପଟେ ରଙ୍ଗ ଖେଳି ସାରି ଗାଧୋଇବା ବେଳେ ବୁଡିଗଲେ ଯୁବକ । ମହାନଦୀରେ ବାଙ୍କି କାଳିପ୍ରସାଦ ଘାଟରେ…

କେବଳ ୫ ଟଙ୍କାରେ ପେଟପୁରା ଖାଦ୍ୟ ଓ ୧୦ ଟଙ୍କାରେ ପୋଷାକ ! ଉତ୍ତରପ୍ରଦେଶର ‘ଦାଦି କି ରସୋଇ’ ଦୋକାନ ଗରିବଙ୍କ ପାଇଁ…

ଦିନକୁ ଦିନ ମହଙ୍ଗା ହେଉଛି ସାମଗ୍ରୀ । ନିଜ ଆୟ ନିଜକୁ ନିଅଂଟ ହୋଇପଡ଼ୁଛି । ଭଲ କି ଗଣ୍ଡେ ଖାଇବା ଓ ପିନ୍ଧିବା ପାଇଁ ରୋଜଗାର ଯଥେଷ୍ଟ ହୋଇପାରୁ ନାହିଁ । ଆମ ଦେଶ ଭାରତରେ ହିଁ ଏପରି ଘଟଣା ଅଧିକ ଦେଖିବା ପାଇଁ ମିଳେ । ଲୋକେ ଘଂଟା ଘଂଟା ଧରି ପରିଶ୍ରମ କରି ରୋଜଗାର ତ କରନ୍ତି, କିନ୍ତୁ ଭଲରେ…

‘ବାଗୀ-୨’ର ନୂଆ ଗୀତ ହେଲା ରିଲିଜ , ‘ମୁଣ୍ଡିଆ ତୋ ବଚ କେ’ରେ ଦର୍ଶକଙ୍କୁ ଝୁମେଇବେ ଟାଇଗର ଏବଂ ଦିଶା

ବଲିଉଡ ଫିଲ୍ମରେ ପୁରୁଣା ଗୀତର ରିମେକ୍ ଟ୍ରେଣ୍ଡ ବର୍ତ୍ତମାନ ଚାଲିଛି । ଫିଲ୍ମ ‘ବାର ବାର ଦେଖୋ’ର ‘କାଲା ଚସମା’ ଠାରୁ ଆରମ୍ଭ କରି ‘ଆଶିକ ବନାୟା ଆପନେ’ ପର୍ଯ୍ୟନ୍ତ ପୁରୁଣା ଗୀତର ରିମେକ ଦେଖିବାକୁ ମିଳୁଛି । ବର୍ତ୍ତମାନ ଫିଲ୍ମ ‘ବାଗୀ-୨’ର ନୂଆ ଗୀତ ରିଲିଜ ହୋଇଛି । ଏହି ଗୀତଟି ସୁପରହିଟ…

ଆପଣଙ୍କ ଚିରାଫଟା ନୋଟ୍ ନେଉନାହାନ୍ତି କି ଦୋକାନୀ ? ଜାଣନ୍ତୁ କେଉଁଠି କରିବେ ଜମା ଓ କିପରି ପାଇବେ ନୂଆ ନୋଟ୍ ?

ଆଜିକାଲି ଫଟାନୋଟ୍ ନେବା ପାଇଁ କେହି ରାଜି ହେଉ ନାହାନ୍ତି । ମୋଦି ସରକାରଙ୍କ ବିମୁଦ୍ରାକରଣ ନିଷ୍ପତ୍ତି ପରେ ସମସ୍ତଙ୍କ ମନରେ ଛନକା ପଶିଯାଇଛି । ଆଉ ଏଥିପାଇଁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆପଣ ବି ଏପରି ଅସୁବିଧା ଭୋଗୁଛନ୍ତି କି ? ଆପଣଙ୍କ ପାଖରେ କିଛି ଫଟା ନୋଟ ରହିଛି…

ବିଜେପୁର ପରାଜୟ ପରେ ବିଜେପି ନେତାଙ୍କ ବୟାନବାଜି ! ବିଜୟ ମହାପାତ୍ର କହିଲେ, ଅତି ଗର୍ବେ ହତା ଲଙ୍କା

କନକ ବ୍ୟୁରୋ: ବିଜେପୁର ପରାଜୟ ନେଇ ବିଜେପିରେ ବୟାନବାଜି ଆରମ୍ଭ ହୋଇଛି । ଏ ନେଇ ଆଜି ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବିଜେପୁର ପରାଜୟ ଅତି ଗର୍ବେ ହତ ଲଙ୍କା । ରାଜନୀତିରେ ଗର୍ବ ଓ ଅଂହକାରର ସ୍ଥାନ ନାହିଁ । ଭଗବାନ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ । ବିପର୍ଯ୍ୟୟ…