Daily Archives

March 1, 2018

ହୋଲିରେ ମୋଦି ଦହନ ! ବାଣିଜ୍ୟ ସହରରେ ହୁତୁହୁତୁ ହୋଇ ଜଳିବେ ୫୮ ଫୁଟର ନିରଭ ମୋଦି

ହୋଲି ପୂର୍ବରୁ ଆଜି ହୋଲିକା ଦହନ ଉତ୍ସବ ପାଳନ ହେବାକୁ ଯାଉଛି । ପୂରା ଦେଶରେ ପାଳନ ହେବ ହୋଲିକା ଦହନ ଉତ୍ସବ । କିନ୍ତୁ ଏହି ଉତ୍ସବକୁ ଏକ ନିଆରା ଢଙ୍ଗରେ ପାଳନ କରିବାକୁ ଯାଉଛନ୍ତି ମୁମ୍ବାଇବାସୀ । ଆଉ ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇ ସାରିଛି । ପିଏନବି ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ…

ହାଡକୁ ଶକ୍ତ ରଖେ ଗୋଲାପ ଫୁଲ ! ଏହି ଫୁଲରେ ଅଛି ଆଉ ଅନେକ ଫାଇଦା

ଗୋଲାପ ଫୁଲକୁ ପ୍ରେମର ପ୍ରତୀକ ବୋଲି କୁହାଯାଏ । ସବୁ ପ୍ରେମୀଯୁଗଳ ପ୍ରେମ ନିବେଦନ ପାଇଁ ଗୋଲାପ ଫୁଲକୁ ବ୍ୟବହାର କରିଥାନ୍ତି । ତେବେ ଏହା ଛଡ଼ା ଗୋଲାପ ଫୁଲର ଆହୁରି ଅନେକ ଉପକାରିତା ଥିବା ବିଷୟରେ ଆପଣ ଜାଣନ୍ତି କି? ଏହା ପ୍ରେମର ପ୍ରତୀକ ହେବା ସହ ଶରୀରକୁ ମଧ୍ୟ ବିଭିନ୍ନ ରୋଗରୁ ରକ୍ଷା…

କମିଲା ଗ୍ୟାସ ଦର ! ମାର୍ଚ୍ଚ ୧ରୁ ଲାଗୁ ହେଲା ନୂଆ ଦର, ଜାଣନ୍ତୁ ଏବେ ପ୍ରତି ସିଲିଣ୍ଡର ପିଛା କେତେ ଟଙ୍କା ଆପଣଙ୍କୁ…

ଗ୍ୟାସ ଉପଭୋକ୍ତାଙ୍କୁ ସରକାରଙ୍କ ହୋଲି ଉପହାର । ହୋଲି ପୂର୍ବରୁ ଏଲପିଜି ଗ୍ୟାସ ସିଲିଣ୍ଡରର ଦର କମାଇଛନ୍ତି କେନ୍ଦ୍ର ସରକାର । ଉଭୟ ସବସିଡି ଓ ଅଣ ସବସିଡି ଗ୍ୟାସ ସିଲିଣ୍ଡରର ଦର ହ୍ରାସ କରିଛନ୍ତି ସରକାର । ନୂଆ ଦର ମାର୍ଚ୍ଚ ୧ ଅଥାର୍ତ ଆଜି ଠାରୁ ହିଁ ଲାଗୁ କରାଯିବ । ନଭେମ୍ବର ୨୦୧୭ ପରେ…

ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ ! ଭଗବାନଙ୍କୁ ସ୍ମରଣ କରି ଫଗୁ ଖେଳିଲେ ବିଦେଶୀ ଭକ୍ତ

କନକ ବ୍ୟୁରୋ : ଆଜି ଦୋଳପୂର୍ଣ୍ଣିମା । ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ କରାଯାଇଛି । ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଦୋଳପୂର୍ଣ୍ଣମୀରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଛି । ଯାହାକୁ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ…

ରାଜ୍ୟସଭା ନିର୍ବାଚନ ପାଇଁ ଖୁବଶୀଘ୍ର ହେବ ପ୍ରାର୍ଥୀଙ୍କ ନାମ ଘୋଷଣା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କନକ ବ୍ୟୁରୋ : ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ହୋଇଥିବା ବେଳେ ବିଜେଡିର ପ୍ରାର୍ଥୀ ନେଇ ବିଭିନ୍ନ କଳ୍ପନାଜଳ୍ପନା ଜୋର ଧରିଛି । ତେବେ ଏନେଇ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି, ଏନେଇ ଖୁବ୍ ଶୀଘ୍ର ନିଷ୍ପତି ନିଆଯିବ । ଏହି ଅବସରରେ ସେ…

କର୍ମଚାରୀଙ୍କ ମୃତ୍ୟୁ ପରେ ପିଏଫ ବିଭାଗ ଦେବ ଟଙ୍କା : ଲାଗୁ ହେଲା ନୂଆ ନିୟମ

ଚାକିରୀ ସମୟରେ କୌଣସି ଦୁର୍ଘଟଣାର ଶିକାର ହେଉଥିବା କର୍ମଚାରୀଙ୍କ ପରିଜନଙ୍କୁ ପିଏଫ ବିଭାଗରୁ ନ୍ୟୁନତମ ୨.୫ ଲକ୍ଷ ଟଙ୍କା ମିଳିବ ବୋଲି କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି । ଏହା ବ୍ୟତୀତ, କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ପକ୍ଷରୁ ନୋଟିଫିକେସନ ମଧ୍ୟ ଜାରି କରାଯାଇଛି ।…