Daily Archives

March 1, 2018

ବାପା ପାଲଟିଲା ନରରାକ୍ଷସ, ସ୍ୱାମୀ ସାଜିଲା ସୈତାନ ! ଭଦ୍ରକ ସାହାସପୁରରେ ପୁଅକୁ କାନ୍ଥରେ ପିଟି ଓ ମାକୁ ଦଉଡିରେ ବେକ…

କନକ ବ୍ୟୁରୋ : ଭଦ୍ରକ ସାହାସପୁରରେ ଚାଂଚଲ୍ୟ । ସ୍ୱାମୀ ସାଜିଲା ସଇତାନ ଆଉ ନିଜ ହାତରେ ପତ୍ନୀର ତଂଟି ଚିପି ମାରିଲା । ଏତିକିରେ ମନ ନବୁଝିବାରୁ ୮ମାସର କୁନି ପୁଅକୁ ମଧ୍ୟ ହତ୍ୟା କରିଛି ନୃଶଂସ ବାପା । ତାପରେ ମାଆ-ପୁଅକୁ ହତ୍ୟା ପରେ ମାଟି ତଳେ ପୋତି ଥିଲା ନୃଶଂସ ବାପା । ଖବର ପାଇ…

ରଙ୍ଗରେ ରଙ୍ଗେଇ ଗଲା ସାରା ଉତର ଭାରତ ! ଆସନ୍ତାକାଲି ଓଡିଶାରେ ଜମିବ ଫଗୁର ଆସର

କନକ ବ୍ୟୁରୋ : ଉତରଭାରତରେ ଆରମ୍ଭ ହୋଇଯାଇଛି ରଙ୍ଗର ପର୍ବ ହୋଲି । ଫଗୁ, ଅବିର, ପିଚକାରୀରେ ସମସ୍ତେ ହୋଇଯାଉଛନ୍ତି ମସଗୁଲ୍ । ହୋଲିର ରଙ୍ଗ, ଧୋଇଦେଉଛି ସବୁ ବିଦ୍ୱେଷ ଓ ଭରି ଦେଉଛି ଜୀବନରେ ପ୍ରେମର ରଙ୍ଗ । ଉତରଭାରତରେ ଆଜିଠାରୁ ହୋଲି ପାଳନ ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରେ ଆସନ୍ତାକାଲି…

କଂଗ୍ରେସ ରାଜନୀତିରେ ଝଡ, କିଏ ମୁଣ୍ଡାଇବ ପରାଜୟର ଦୋଷ ! ସୁର କହିଲେ, ପଛରୁ ଛୁରା ଭୁସାଯାଇ ହୋଇଥିଲା ଷଡଯନ୍ତ୍ର,…

କନକ ବ୍ୟୁରୋ : ବିଜେପୁର ଫଳାଫଳ ପରେ ବିଜେଡି ଉତ୍ସବ ମନାଉଥିବା ବେଳେ ବିଜେପି ଓ କଂଗ୍ରେସ କରୁଛି ଆତ୍ମ ସମୀକ୍ଷା । ହେଲେ ଏହି ପରାଜୟ କିନ୍ତୁ କଂଗ୍ରେସ ଶିବିରରେ ସୃଷ୍ଟି କରିଛି ଝଡ଼ । ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଦେଇଥିବା ବୟାନ୍ ୧୪0ବର୍ଷର ପାର୍ଟିକୁ ଦୋହଲାଇ ଦେଇଛି । ଗୋଟିଏ ପଟେ…

ଆସିଥିଲି ଶ୍ରୀମନ୍ଦିର, ଯାଉଛି ମୁଁ ସ୍ୱର୍ଗଦ୍ୱାର ! କାଳିଆ ପାଖକୁ ବାହୁଡିଗଲେ ଭଜନ ସମ୍ରାଟ ଅରବିନ୍ଦ ମୁଦୁଲି, ଓଡ଼ିଆ…

କନକ ବ୍ୟୁରୋ : ଓଡ଼ିଆ ଭଜନର ମୁକୁଟ ବିହୀନ ସମ୍ରାଟ ଅରବିନ୍ଦ ମୁଦୁଲିଙ୍କ ପରଲୋକ ଘଟିଛି । ଏହା ସହ ଓଡ଼ିଆ ଭଜନର ଗୋଟିଏ ଯୁଗର ଅବସାନ ଘଟିଛି । ପ୍ରାୟ ତିନି ଶହରୁ ଅଧିକ ଭଜନ ଆଲବମରେ ଗୀତ ଗାଇଥିଲେ ଏହି ବିଶିଷ୍ଟ କଣ୍ଠଶିଳ୍ପୀ । ୫୬ ବର୍ଷ ବୟସରେ ହୃଦଘାତ ଯୋଗୁଁ ତାଙ୍କର ଦେହାନ୍ତ ହୋଇଯାଇଛି ।…

ଧୋନିଙ୍କ ହେଲମେଟରେ ତ୍ରିରଙ୍ଗା ! ଆଗରୁ ଥିଲା, ଏବେ କାହିିଁକି ରହୁନାହିଁ । ମ୍ୟାଚ ଦେଖିବା ବେଳେ କେବେ ଭାବିଛନ୍ତି

ପ୍ରତ୍ୟେକ ଭାରତୀୟ ଖେଳାଳି ନିଜର ଶ୍ରେଷ୍ଠ ପ୍ରଦର୍ଶନ ବଳରେ ଦେଶକୁ ଗର୍ବିତ କରିଥାନ୍ତି । ଏହାଛଡା ଖେଳିବା ସମୟରେ ମଧ୍ୟ ଦେଶ ପ୍ରତି ଥିବା ଭଲପାଇବାକୁ ବିଭିନ୍ନ ମାଧ୍ୟମରେ ଦର୍ଶାଇ ଥାଆନ୍ତି । ଏହି କ୍ରମରେ ଦେଖିବାକୁ ଗଲେ ଭାରତୀୟ କ୍ରିକେଟର ମଧ୍ୟ ଟ୍ରେଣ୍ଡରେ ପଛରେ ନାହାନ୍ତି । ଭାରତୀୟ…

ଜ୍ୟାକଲିନ ହେଲେ ଟ୍ରୋଲ : ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାରରେ ହସିବା ପଡିଲା ମହଙ୍ଗା

ହସ ହିଁ ବିପଦର କାରଣ ହୋଇଯିବ ବୋଲି କିଏ ଜାଣିଥିଲା । ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାରରେ ହସି ବିପଦରେ ପଡିଯାଇଛନ୍ତି ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ । ସେ ଯେତେବେଳେ ଅନ୍ତିମ ସଂସ୍କାରରେ ପହଂଚିଥିଲେ, କାରରୁ ଓହ୍ଲାଇବା ପରେ ହସି ହସି ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ ।…