ଦୃଢ଼ ଇଚ୍ଛାଶକ୍ତି ଦେଖାଇଲା ରାହା : ୟୁପିର ଅନୁରାଧା ଗୁପ୍ତା ଏବେ ଆମେରିକାର ବୈଜ୍ଞାନିକ
ଜଣେ ମଧ୍ୟବିତ୍ତ ପରିବାରରେ ରହୁଥିବା ଝିଅ ଆଜି ଏମିତି ସ୍ଥାନରେ ପହଂଚିଛନ୍ତି, ଯେଉଁଠି ଲୋକ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ମଧ୍ୟ ସଫଳତାର ଶୀର୍ଷକୁ ପଂହଚିବାର ସ୍ୱପ୍ନ ହି ଦେଖିପାରନ୍ତି । ଉତ୍ତରପ୍ରଦେଶ ସ୍ଥିତ ଗୋଣ୍ଡାର ଏକ ସାଧାରଣ ଝିଅ ଆମେରିକାର ପେନସିଲଭାନିଆ ବିଶ୍ୱବିଦ୍ୟାଳୟରେ…