Daily Archives

February 25, 2018

ଭୁବନେଶ୍ୱର ଏମ୍ସରୁ କାଶ୍ମୀର ଛାତ୍ର ନିଖୋଜ୍ । ୧୫ ଦିନ ହେଲା ଟେର ପାଉନି ପୋଲିସ, ସନ୍ଦେହ ବଢାଇଲା ରୁମରୁ ମିଳିଥିବା…

କନକ ବ୍ୟୁରୋ : ଭୁବନେଶ୍ୱର ଏମ୍ସରୁ କାଶ୍ମୀର ଛାତ୍ର ନିଖୋଜ୍ । ୧୫ ଦିନ ହେଲା ମିଳୁନି ଡାକ୍ତରୀ ଛାତ୍ରଙ୍କ ଟେର । ଚଣ୍ଡିଗଡ଼ ଯାଉଥିବା କହି ଆଉ ଫେରି ନାହାଁନ୍ତି ଏମ୍ସ ଛାତ୍ର ସୋହେଲ । ଏନେଇ ଖଣ୍ଡଗିରି ଥାନାରେ ରିପୋର୍ଟ ହୋଇଥିବା ବେଳେ ତନାଘନା ଆରମ୍ଭ କରିଛି ପୁଲିସ । ପୁଲିସ ସୂଚନା ଅନୁସାରେ…

ବିଜେପୁର ବିଜୟ ନେଇ ରାଜନୈତିକ ଦଳଙ୍କ ଭବିଷ୍ୟବାଣୀ ! ବିଜେଡି ଓ ବିଜେପି ଜିତିବା ନେଇ ଆଶାବାଦୀ, କଂଗ୍ରେସର ବିଜୟକୁ ନେଇ…

କନକ ବ୍ୟୁରୋ : ବିଜେପୁର କାହାର ? କିଏ ବନିବ ବିଜେପୁର ବାଜିଗର ? ଭୋଟ୍ ସରିବା ପରେ ଏବେ ଚାଲିଛି ଅଙ୍କକଷା । ଉଭୟ ବିଜେଡି ଓ ବିଜେପିର ଏକା ଦାବି । ଉପ-ନିର୍ବାଚନର ତାଙ୍କ ଦଳର ବିଜୟ ହେବ । ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି-ବିଜେପୁରରେ ବଡ ବ୍ୟବଧାନରେ ଦଳ ବିଜୟୀ ହେବ ।…

କିଏ ପଠାଇଥିଲା ମୃତ୍ୟୁର ଉପହାର ! ସାମ୍ନାକୁ ଆସିଲା ପାସର୍ଲ ପଠାଇଥିବା ବ୍ୟକ୍ତିର ନାଁ, କିନ୍ତୁ ଖଳନାୟକର ପତ୍ତା…

କନକ ବ୍ୟୁରୋ : ମୃତ୍ୟୁର ଉପହାର ଉପରୁ ଉଠି ପାରୁନି ପରଦା । ପାର୍ସଲରେ ବୋମା ଏବଂ ବିସ୍ଫୋରଣରୁ ୨ଜଣଙ୍କ ମୃତ୍ୟୁ । ଘଟଣାକୁ ୩ଦିନ ବିତିଯାଇଥିଲେ ବି ମିଳିପାରୁନି ଟେର । କିଏ ପଠାଇଥିଲା ପାର୍ସଲ ? ବୋମା ପଠାଇବା ପଛର ଉଦ୍ଦେଶ୍ୟ କ’ଣ ? ଏସବୁ ଭିତରେ କେବଳ ଏତିକି ସ୍ପଷ୍ଟ ହୋଇଛି ଯେ, ଆର.କେ…

ନେତାଙ୍କୁ ଆଶା ଦେଖାଇଲେ ନବୀନ ! କହିଲେ, ରାଜ୍ୟସଭା ଯିବେ ରାଜନୈତିକ ନେତା, ଆସନ ୩, ଆଶାୟୀ ଅନେକ

କନକ ବ୍ୟୁରୋ : କିଏ ଯିବେ ରାଜ୍ୟସଭା ? ଖାଲି ପଡୁଥିବା ତିନୋଟି ଆସନ ବିଜେଡି ଦଖଲକୁ ଯିବା ସ୍ପଷ୍ଟ ଥିବା ବେଳେ ପ୍ରାର୍ଥୀ କିଏ ହେବେ ତାକୁ ନେଇ ଉଷ୍ମତା ଧୀରେ ଧୀରେ ବଢୁଛି । ଆଉ ଦିଲ୍ଲୀରୁ ମୁଖ୍ୟମନ୍ତ୍ରୀ କହିଛନ୍ତି-ଖୁବ କମ ଦିନ ଭିତରେ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରାଯିବ । ଆହୁରି…

ସ୍ମାର୍ଟସିଟି ଭୁବନେଶ୍ୱର ପାଇଁ ବିଏମସିର ନୂଆ ନିୟମ ! ବାହାରେ ମଳତ୍ୟାଗ କଲେ ୫୦ ଟଙ୍କା ଜରିମାନା

କନକ ବ୍ୟୁରୋ : ସ୍ମାର୍ଟସିଟି ଭୁବନେଶ୍ୱର ପାଇଁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । ଏହି କ୍ରମରେ ସହରକୁ କିପରି ଅଧିକ ସଫାସୁତରା ରଖା ଯାଇପାରିବେ ସେଥିପ୍ରତି ବେଶ ଯତ୍ନବାନ ହୋଇଛି ବିଏମସି । ରାଜଧାନୀକୁ ୨୦୧୯ ସୁଦ୍ଧା ବାହାରେ ମଳତ୍ୟାଗ ମୁକ୍ତ (ଓଡିଏଫ୍) ସହର କରିବାକୁ…

ଉଚ୍ଚ ରକ୍ତ ଚାପ ସମସ୍ୟା ଭୋଗୁଛନ୍ତି କି ? ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଆଜିକାଲିର ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ଲୋକଙ୍କ ଉଚ୍ଚ ରକ୍ତ ଚାପ ବୃଦ୍ଧିର ମୁଖ୍ୟ କାରଣ । ଏହା ଶରୀରରେ ନକାରାତ୍ମକ ପ୍ରଭାବ ପକାଏ । ଯୋଗ-ପ୍ରାଣାୟମ ମାଧ୍ୟମରେ ରକ୍ତ ଚାପକୁ ନିୟନ୍ତ୍ରଣରେ ରଖାଯାଇପାରେ। ତେବେ, ବ୍ୟସ୍ତ ବହୁଳ ଜୀବନରେ ଯୋଗ-ପ୍ରାଣାୟାମ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ।…