Daily Archives

February 21, 2018

ଚପଲ ମାଡକୁ ନେଇ ଥମୁନି ରାଜନୀତି ! ଆରଏସଏସ ଲିଙ୍କ୍ ଖୋଜି ବାହାର କଲା ବିଜେଡି

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କୁ ଜୋତା ଫିଙ୍ଗିଥିବା ଯୁବକଙ୍କ ପୂରା ଇତିହାସ ଖୋଜି ବାହାର କରିଛି ବିଜେଡି । ମୁଖ୍ୟମନ୍ତ୍ରୀଙ୍କୁ ଜୋତା ଫଙ୍ଗିଥିବା ଯୁବକ ଜଣକ ହେଉଛନ୍ତି ଆରଏସଏସ କର୍ମୀ । ଏଭଳି ଅଭିଯୋଗ ଆଣିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ପ୍ରତାପ ଦେବ । ଏପରିକି ପ୍ରମାଣ ସ୍ୱରୂପ ଯୁବକ…

ଖଣି ସମୃଦ୍ଧ ଯାଜପୁର, କେନ୍ଦୁଝର ଓ ସୁନ୍ଦରଗଡରେ ପାନୀୟ ଜଳ ପ୍ରକଳ୍ପକୁ ମଂଜୁରୀ ଦେଲା କ୍ୟାବିନେଟ ! କଟକ ଓ…

କନକ ବ୍ୟୁରୋ : ଆଜି ରାଜ୍ୟ କ୍ୟାବିନେଟରେ ୪ଟି ପ୍ରସ୍ତାବକୁ ମଂଜୁରୀ ମିଳିଛି । ରାଜ୍ୟର ଖଣିଜ-ସଂପଦ ସମୃଦ୍ଧ ୩ଟି ଜିଲ୍ଲାର ୪ଟି ଗ୍ରାମ୍ୟ ପାଇପ୍ ଜଳଯୋଗାଣ ପ୍ରକଳ୍ପକୁ କ୍ୟାବିନେଟ୍ ମଂଜୁରୀ ଦେଇଛି । ୫୫୧ କୋଟି ଟଙ୍କା ବ୍ୟୟରେ ଯାଜପୁର, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ନିର୍ମିତ ହେବାକୁ…

ମୁଖ୍ୟମନ୍ତ୍ରୀଙ୍କ ସଭାରେ ଜୋତାମାଡ଼ ନେଇ ସରଗରମ ରାଜନୀତି ! ଭାଇରାଲ ହେଲା ଆକ୍ରମଣ କରିଥିବା ଯୁବକର ପୂର୍ବ ଭିଡିଓ

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କୁ ଜୋତା ଫିଙ୍ଗିଥିବା ଯୁବକର ଏକ ଭିଡିଓ ସ୍ଥାନୀୟ ଅଂଚଳରେ ଭାଇରାଲ ହୋଇଛି । ଏହି ଭିଡିଓରେ କିଛି ବର୍ଷ ପୂର୍ବରୁ ଯୁବକ ଜଣଙ୍କ ଉପ-ଜିଲ୍ଲାପାଳଙ୍କ କୋଠା ଉପରେ ଉଠିଯାଇ ଆତ୍ମହତ୍ୟା ପାଇଁ ଧମକ ଦେଇଥିଲେ । ବେଶ କିଛି ଘଂଟା ଧରି ଏହି ଡ୍ରାମା ଜାରି ରହିଥିଲା ।…

ନୀଳଚକ୍ରରେ ଲାଗିଥିବା ପତିତପାବନକୁ ବଜ୍ରପାତ ବିପଦ ! ଆସନ୍ତାକାଲି ବଡଦେଉଳର ନୀଳଚକ୍ରର ହେବ ଯାଞ୍ଚ

କନକ ବ୍ୟୁରୋ : ଯାଂଚ ହେବ ଶ୍ରୀମନ୍ଦିରର ନୀଳଚକ୍ର । ଆସନ୍ତାକାଲି ବଡ ଠାକୁରଙ୍କ ବଡଦେଉଳର ନୀଳଚକ୍ରର ଯାଂଚ କରାଯିବ । ଏଥିପାଇଁ ପୁରୀରେ ପହଂଚିଛନ୍ତି କୋର କମିଟିର ୫ ଜଣିଆ ବିଶେଷଜ୍ଞ ଟିମ୍ । କୋର କମିଟି ଟିମ୍ ଆଜି ପୁରୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ । ଏହାପରେ ଟିମର ସଦସ୍ୟମାନେ…

ସ୍ମାର୍ଟସିଟିରେ ସଂକୀର୍ତନ ସମାବେଶ! ବିଲୁପ୍ତ ଲୋକକଳାକୁ ବଞ୍ଚାଇବାକୁ ଏକାଠି ହେଲେ ୫୦ ହଜାର ଲୋକ

କନକ ବ୍ୟୁରୋ : ସ୍ମାର୍ଟ ସିଟିରେ ସଂକୀର୍ତନ ସମାବେଶ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ରାଜଧାନୀର ଚାକଚକ୍ୟ ଓ ଆଧୁନିକତା ଭିତରେ ଆଜି ଶୁଭିଛି ରାମ ନାମ । ୨୫ଟି ଜିଲ୍ଲାର ୫୦ ହଜାରରୁ ଅଧିକ ଲୋକ ଏକାଠି ହୋଇ ଆଧ୍ୟାତ୍ମିକ ଚେତନା ଜାଗ୍ରତ ପାଇଁ କୀର୍ତନ କରିଛନ୍ତି । ଗିନି, ମୃଦଙ୍ଗ ଓ ଢୋଲ…