Daily Archives

February 18, 2018

ପିଏନବି ଫ୍ରଡର ଓଡ଼ିଆ ଲିଙ୍କ୍ ! ମେହୁଲ୍ ଚୋକସିଙ୍କ ଗୀତାଞ୍ଜଳି ଜୁଏଲର୍ସ ସହ ହୋଇଥିବା ଚୁକ୍ତିର କଣ ହେବ ଭାଗ୍ୟ ?

କନକ ବ୍ୟୁରୋ : ଗିରଫ ଭୟରେ ଭଣଜା ନିରବ ମୋଦିଙ୍କ ସହ ବିଦେଶ ପଳାଇଥିବା ଗୀତାଞ୍ଜଳି ଜେମସର ମାଲିକ ମେହୁଲ୍ ଚୋକସିଙ୍କ ସହ ଓଡ଼ିଶା ସରକାରଙ୍କ ବ୍ୟାବସାୟିକ ସଂପର୍କ ନେଇ ଏବେ ଉଠିଛି ପ୍ରଶ୍ନ । ଓଡ଼ିଶା ସରକାର କଟକ ବାରଙ୍ଗ ନିକଟସ୍ଥ ରାମଦାସପୁରଠାରେ ଚୋକସିଙ୍କ ଗୀତାଂଜଳି ଜେମସକୁ ୧୦୦ ଏକର ଜାଗା…

ରାଜି ହୋଇଗଲେ ଶିକ୍ଷକ ! ମନ୍ତ୍ରୀଙ୍କ ମନ୍ତ୍ରଣା ମିଳିବା ପରେ ଆନ୍ଦୋଳନ ସ୍ଥଗିତ, ପରୀକ୍ଷାରେ କରିବେ ସହଯୋଗ

କନକ ବ୍ୟୁରୋ : ଆସନ୍ତା ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖିଛି ଓଡିଶା ଶିକ୍ଷକ ଅଧ୍ୟାପକ କର୍ମଚାରୀ ମିଳିତ ମଂଚ । ସରକାରଙ୍କ ସହ ଆଲୋଚନା ପରେ ଷ୍ଟଅରିଂ କମିଟି ବୈଠକ ପରେ ଏହି ନିଷ୍ପତି ନେଇଛି ମିଳିତ ମଂଚ । ରବିବାର ସତ୍ୱେ ସଚିବାଳୟରେ ଦୁଇ ମନ୍ତ୍ରୀଙ୍କ ଉପସ୍ଥିତିରେ…

ପାର୍ଟି ପାଇଁ ପତିଆରା ! ପ୍ରଚାର ହେବ ଜୋରଦାର, ସମ୍ମାନର ଲଢେଇ ଜିତିବ କିଏ ? ବିଜେପୁର ବାଜି ଜିତିବାକୁ ଡେରା ପକାଇବେ…

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ପାଇଁ ଆଉ ହାତରେ ମାତ୍ର ୫ ଦିନ ବାକି ଥିବା ବେଳେ ଉଷ୍ମ ହୋଇଛି ରାଜନୀତି । ଜୋରଦାର ହେଉଛି ପ୍ରଚାର । ବିଜେପୁର ମାଟିରେ ଡେରା ପକାଉଛନ୍ତି ମାଳ ମାଳ ମନ୍ତ୍ରୀ ଓ ନେତା । କେବଳ ମନ୍ତ୍ରୀ, ନେତା ନୁହଁନ୍ତି ରୂପେଲି ପରଦାର ହିରୋ ହିରୋଇନ ମଧ୍ୟ ବିଜେପୁରରେ…

ପ୍ରଥମ ଟି-୨୦ରେ ଚମକିଲା ଟିମ୍ ଇଣ୍ଡିଆ ! ଦକ୍ଷିଣ-ଆଫ୍ରିକାକୁ ୨୮ ରନରେ ପରାସ୍ତ କଲା ବିରାଟ ବାହିନୀ

କନକ ବ୍ୟୁରୋ : ଜୋହନ୍ସବର୍ଗରେ ବିରାଟ ବାହିନୀର ବଡ ସୋ । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ୨୮ ରନରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ । ଜୋହନ୍ସବର୍ଗରେ ଖେଳାଯାଉଥିବା ପ୍ରଥମ ମ୍ୟାଚରେ ରୋମାଞ୍ଚକର ମୁକାବିଲାରେ ବିଜୟୀ ହୋଇଛି ଟିମ…

ଦୀପିକା ଓ କ୍ରାଟିନାଙ୍କ ସହ କାମ କରିବାକୁ ଇଚ୍ଛା କଲେ ବଲିଉଡ୍ ଶେହେନସା ଅମିତାଭ! ଜବ ପାଇଁ ଇନଷ୍ଟାଗ୍ରାମରେ ଦେଲେ…

ଇଂଷ୍ଟାଗ୍ରାମରେ ବଲିଉଡ୍ ଶେହେନସା ଅମିତାଭ ବଚ୍ଚନଙ୍କ ଜବ୍ ଆପ୍ଲିକେସନ୍ । ଇଂଷ୍ଟାଗ୍ରାମ ଆକାଉଂଟରେ ଏକ ପୋଷ୍ଟ ଜରିଆରେ ଦୀପିକା ଓ କାଟ୍ରିନାଙ୍କ ଭଳି ଡେଙ୍ଗୀ ଅଭିନେତ୍ରୀଙ୍କୁ କାମ ମାଗିଲେ ଅମିତାଭ । ସୋସିଆଲ ମିଡିଆରେ ବିଗ୍ ବି’ଙ୍କ ଏହି ମଜାଳିଆ ପୋଷ୍ଟ୍ ଭାଇରାଲ ହେବାରେ ଲାଗିଛି । ଏଥିରେ…