Daily Archives

February 16, 2018

ନାସାର ନୂଆ ଆବିଷ୍କାର ! ପୃଥିବୀ ଭଳି ୯୫ଟି ଗ୍ରହ ଆବିଷ୍କାର କଲା ନାସା

ଆମ ସୌରଜଗତ ବାହାରେ ପ୍ରାୟ ୯୫ଟି ଗ୍ରହର ଆବିଷ୍କାର କରିଛି ଆମେରିକୀୟ ମହାକାଶ ସଂସ୍ଥା ନାସା। ଏଗୁଡ଼ିକ ନିଜ ନିଜର ସୂର୍ୟ୍ୟ ଚାରିପଟେ ପରିକ୍ରମଣ କରୁଛନ୍ତି । ନାସାର କେପଲର ସ୍ପେଶ୍ ଟେଲିସ୍କୋପ ପକ୍ଷରୁ ଏହି ଆବିଷ୍କାର କରାଯାଇଛି । ୨୦୦୯ରେ ଲଞ୍ଚ୍ ହୋଇଥିବା କେପଲର୍ ମୋଟ ୫ ହଜାର ମହାଜାଗତିକ…

ବେକାର ଅଛନ୍ତି, ଚାକିରୀ ଖୋଜୁଛନ୍ତି କି ? ରେଳ ବିଭାଗ ଦେଉଛି ୮୯,୦୦୦ ନିଯୁକ୍ତି, ଜାଣନ୍ତୁ କଣ ରହିଛି ଶିକ୍ଷାଗତ…

ଭାରତୀୟ ରେଳବାଇ ପକ୍ଷରୁ ବିଶ୍ୱର ଏକ ବୃହତ୍ତମ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯିବା ସମ୍ପର୍କରେ ଘୋଷଣା କରାଯାଇଛି । ଏହି ନିଯୁକ୍ତି ପ୍ରକ୍ରିୟା ଗ୍ରୁପ ସି ଲେବୁଲ-୧ (ତତ୍କାଳୀନ ଗ୍ରୁପ-ଡି) ଏବଂ ଲେବୁଲ -୨ ଶ୍ରେଣୀରେ ୮୯,୪୦୯ ପଦବୀ ପାଇଁ ହେବ । ଗ୍ରୁପ ସି ଲେବୁଲ-୨ ପଦବୀ ପରି ସହାୟକ ଲୋକୋ…

ଆମେରିକାର ବଡ ବୟାନ ! ଏସିଆର ଛୋଟ ଦେଶ ଉପରେ ଚୀନ ଦାଦାଗିରି ଦେଖାଇଲେ ଆମେରିକା ଚୁପ ବସିବନି

ଏସିଆର ଦେଶମାନଙ୍କୁ ଚୀନ ଦେଖାଉଥିବା ଦାଦାଗିରିକୁ ଆମେରିକା ବରଦାସ୍ତ କରିବ ନାହିଁ ବୋଲି ଟ୍ରମ୍ପ ପ୍ରଶାସନ ସ୍ପଷ୍ଟ କରିଦେଇଛି । ଚୀନ ଅନ୍ତର୍ଜାତୀୟ ଆଇନ କାନୁନକୁ ସମ୍ମାନ ଜଣାଇବା ସହ ଅନ୍ୟ ଦେଶମାନଙ୍କୁ ନିଜର ସମକକ୍ଷଭାବେ ଦେଖିବା ଉଚିତ ବୋଲି ଆମେରିକା କହିଛି । ଟ୍ରମ୍ପ ପ୍ରଶାସନରେ ଉପ…

ଭାରତ ହାତରୁ ବହୁ ଦୂରରେ ସ୍କାମ ମାଷ୍ଟର ନିରଭ ମୋଦି ! ନ୍ୟୁୟର୍କ ସହରରେ ଲୁଚି ରହିଥିବା ସୂଚନା

କନକ ବ୍ୟୁରୋ : ପଂଜାବ ନାସନାଲ ବ୍ୟାଙ୍କରେ ସବୁଠାରୁ ବଡ ଘୋଟାଲା କରି ଫେରାର ହୋଇଯାଇଥିବା ନିରଭ ମୋଦିଙ୍କୁ ନେଇ ସାରା ଦେଶରେ ଚହଳ ପଡିଛି । ୧୧ ହଜାର ୪ଶହ କୋଟି ଲୁଟ୍ କରି କିପରି ନିରଭ ମୋଦି ଖସିଗଲେ , ତାକୁ ନେଇ ସରକାରଙ୍କୁ ଘେରିଛି କଂଗ୍ରେସ । ଆମେରିକାର ନ୍ୟୁୟର୍କ ସହରରେ ଏହି…

ରୂପେଲି ପରଦାର ଷ୍ଟାର ଏବେ ଗାଁ ଦାଣ୍ଡରେ ! ଷ୍ଟାରଙ୍କ ପ୍ରଚାରରେ ଦୁଲୁକୁଛି ବିଜେପୁର, କଂଗ୍ରେସର ହେଭିୱେଟଙ୍କୁ ଏକାଠି…

କନକ ବ୍ୟୁରୋ : ବିଜେପୁରରେ ଚାଲିଛି ହାଇଭୋଲଟେଜ୍ କ୍ୟାମ୍ପେନ୍ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନକୁ ଛୁଟିଛି ମାଳ ମାଳ ନେତାଙ୍କ ସୁଅ । ଆଜି ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ ଭୋଟ୍ ମାଗିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଧ୍ୱୀ ନିରଂଜନ ଜ୍ୟୋତି ।…