Daily Archives

February 13, 2018

ହାତ ଛାଡିଲେ, ପଦ୍ମ ଧରିବେ ! କଂଗ୍ରେସ ଛାଡିଲେ ଓଲିଉଡ ଅଭିନେତ୍ରୀ ଅପରାଜିତା ମହାନ୍ତି ।

କନକ ବ୍ୟୁରୋ : କଂଗ୍ରେସ ଛାଡିଲେ ଅପରାଜିତା । ଓଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ଅପରାଜିତା ମହାନ୍ତି ହାତ ଦଳ ଛାଡିଛନ୍ତି । ହାତ ଦଳ ଛାଡିବା ପରେ ପଦ୍ମ ପୋଖରୀକୁ ଡେଇଁବେ ବୋଲି ସୂଚନା ମିଳିଛି । ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ଟିକଟରେ କଟକ ଲୋକସଭା ଆସନରୁ ଲଢିଥିଲେ…

ପାରଳାଖେମୁଣ୍ଡିରେ ଭୟଙ୍କର ଦୁର୍ଘଟଣା! ଘାଟି ତଳକୁ ଖସିପଡିଲା ଇଟା ବୋଝେଇ ଟ୍ରକ, ଚାଲିଗଲା ୯ ଜଣଙ୍କ ଜୀବନ, ପୂରା…

କନକ ବ୍ୟୁରୋ : ଦୁର୍ଘଟଣା ନେଇଗଲା ୯ ଜଣଙ୍କ ଜୀବନ । ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଲୁହାଝର ଘାଟିରେ । ଇଟା ବୋଝେଇ ଏକ ଟ୍ରକ୍ ଭାରସାମ୍ୟ ହରାଇ ପ୍ରାୟ ୩୦ରୁ ୪୦ ଫୁଟ୍ ଘାଟି ଦଳକୁ ଖସି ପଡ଼ିଥିଲା । ଯେଉଁଥିରେ ଘଟଣା ସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା…

ମେୟର ନୁହଁନ୍ତି ମାଧବୀ !

କନକ ବ୍ୟୁରୋ : ଦୁଇଟି ବିବାହ ଯୋଗୁଁ ଗଲା ମେୟର ପଦ । ପ୍ରଥମ ସ୍ୱାମୀଙ୍କୁ ଛାଡପତ୍ର ନଦେଇ ଦିତୀୟ ବିବାହ କରିବା ମହଙ୍ଗା ପଡିଲା ବ୍ରହ୍ମପୁର ମେୟର କେ ମାଧବୀଙ୍କୁ । ଆଜି ଜିଲ୍ଲା ଦୌରା ଜଜ୍ ଏହି ମାମଲାକୁ ବିଚାର କରି ତାଙ୍କର କର୍ପୋରେଟର ପଦକୁ ଅସିଦ୍ଧ ଘୋଷଣା କରିଛନ୍ତି । ଫଳରେ କେ…

ମରିଯାଇଥିଲେ ମା’, ପୁଅ ଜାଣିପାରିନଥିଲା । ପାଖରେ ଅଚିନ୍ତାରେ ଶୋଇଥିଲା ୫ ବର୍ଷର ପୁଅ ।

ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦ ଓସମାନିୟା ହସ୍ପିଟାଲରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏକ ପାଞ୍ଚ ବର୍ଷର ପୁଅ ତାର ମୃତ ମା’ର ପଣତ କାନିରେ ଅଚିନ୍ତାରେ ଶୋଇ ରହିଥିଲା। ସେ ମା’ର ମୃତ୍ୟୁ ଖବରକୁ ବିଶ୍ୱାସ କରି ପାରୁ ନଥିଲା। ଏହି ଦୃଶ୍ୟକୁ ଯିଏ ଦେଖୁ ଥିଲା ସେ ଭାବବିହ୍ଵଳ ହୋଇ…

ମହା-ଶିବରାତ୍ରୀରେ କେଉଁ ସମୟରେ କରିବେ ପୂଜା? ଜାଣନ୍ତୁ କିଭଳି ପାଳିବେ ଜାଗର?

ଶିବ ଓ ଶକ୍ତି ପରମ୍ପରାର ଏକ ମହାନ ପର୍ବ ହେଉଛି ମହାଶିବରାତ୍ରୀ । ଭାରତୀୟ ସଂସ୍କୃତିରେ ଏହି ପର୍ବର ଏକ ବିଶେଷ ମହତ୍ୱ ରହିଛି । ଫାଲଗୁନ କୃଷ୍ଣ ଚତୁର୍ଦଶୀ ତିଥିରେ ଏହା ପାଳନ କରାଯାଏ । ଏହିଦିନ ଦେଶର ପ୍ରାୟ ସବୁ ପ୍ରାନ୍ତରେ ଭକ୍ତମାନେ ଉପବାସ ପାଳନ କରି ମହାଦେବଙ୍କ କୃପାପ୍ରାର୍ଥୀ ହୁଅନ୍ତି…