ବାଣୀବିହାରରେ ରମାଦେବୀ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଖୋଲିବା ନିଷ୍ପତ୍ତିକୁ ବିରୋଧ : ଭିସି ଅଫିସରେ ଭଙ୍ଗାରୁଜା କଲେ…
କନକ ବ୍ୟୁରୋ : ଉତ୍କଳ ବିଶ୍ୱବିଦ୍ୟାଳୟ ପରିସର ଭିତରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ନିର୍ମାଣକୁ ବିରୋଧ କରି ତେଜୁଛି ଛାତ୍ର ଅସନ୍ତୋଷ । ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ବିରୋଧ କରି ବାଣୀବିହାର ମୁଖ୍ୟ ଫାଟକ ସାମ୍ନାରେ ଜଳୁଛି ପ୍ରତିବାଦର ନିଆଁ ।…