Daily Archives

January 30, 2018

ଦିଲ୍ଲୀରେ ପୁରସ୍କାର, ପଲ୍ଲୀରେ ଫୁଲତୋଡା ! ଗାଁକୁ ଫେରିଲେ ସାହସୀ ପଙ୍କଜ

କନକ ବ୍ୟୁରୋ : ପଙ୍କଜ ମହାନ୍ତଙ୍କ ଦିଲ୍ଲୀରୁ ଘର ବାହୁଡା ପରେ କେନ୍ଦୁଝର କାଠ କରଂଜିଆ ଅଂଚଳରେ ଦେଖିବାକୁ ମିଳିଛି ଉତ୍ସବର ମାହୋଲ । ଜାତୀୟ ସାହସିକତା ପୁରସ୍କାର ପାଇ ପଙ୍କଡ ଫେରିବା ବେଳେ ତାଙ୍କୁ ବିପୁଳ ସମ୍ବର୍ଧନା ଜ୍ଞାପନ କରାଯାଇଛି । ବିଭିନ୍ନ ବର୍ଗ ଲୋକ ଫୁଲତୋଡା ଦେଇ ପାଛୋଟି ନେଇଥିଲେ…

ଆସନ୍ତାକାଲି ପୁଣି ରାଜ ରାସ୍ତାରେ ଗର୍ଜିବେ ଚାଷୀ ! ନୟାଗଡରେ ହେବ ଜୟ କିଷାନ ସମାବେଶ, ଯୋଗ ଦେବେ ହଜାର ହଜାର ଚାଷୀ

କନକ ବ୍ୟୁରୋ : ଆସନ୍ତାକାଲି ପୁଣି ରାଜ ରାସ୍ତାରେ ଗର୍ଜିବେ ଚାଷୀ । ଯାଜପୁର, ଢେଙ୍କାନାଳ ପରେ ଏବେ ନୟାଗଡରେ ଆୟୋଜିତ ହେବ ଜୟ କିଷାନ ସମାବେଶ । ଏହି ସମାବେଶରେ ହଜାର ହଜାର ସଂଖ୍ୟାରେ ଚାଷୀ ଏକାଠି ହୋଇ ହକ୍ ପାଇଁ ଦାବି କରିବେ ବୋଲି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କୁହାଯାଇଛି ।…

ଖିଲାପ୍ କଲ, ଫାଇନ୍ ସହ ସୁଧ ଦିଅ ! ଖିଲାପୀ ଖଣି ମାଲିକଙ୍କୁ କଡ଼ା କଥା ଶୁଣାଇଲେ ସୁପ୍ରିମକୋର୍ଟ

କନକ ବ୍ୟୁରୋ : ବେଆଇନ ଭାବେ ଖଣି ଖୋଳି କୋଟି କୋଟି ଟଙ୍କାର ମୁନାଫା କମାଇଥିବା ଖଣିମାଲିକଙ୍କୁ ଝଟ୍କା ଲାଗିଛି । ଜରିମାନା ଦାଖଲ ନକରି ସୁପ୍ରିମକୋର୍ଟରେ ମାମଲା କରିଥିବା ଖଣିମାଲିକଙ୍କୁ କଡା କଥା ଶୁଣାଇଛନ୍ତି ଖଣ୍ଡପୀଠ । ୧୨ପ୍ରତିଶତ ସୁଧ ସହ ଜରିମାନା ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ…

୬୦ ଟଙ୍କାରୁ ସିକ୍ସରମ୍ୟାନ ! କେବେ ଥିଲେ ଦିନମଜୁରିଆ ଏବେ ଆଇପିଏଲରେ ସିକ୍ସରମ୍ୟାନ ଭାବେ ହେବେ ଉଭା

ଆଇପିଏଲରେ କାଶ୍ମୀରର ସିକ୍ସରମ୍ୟାନ ଭାବେ ପରିଚିତ ମଞ୍ଜୁର ଡାର । ଫଟାଫଟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଜଲୱା ଦେଖାଇବେ ମଞ୍ଜୁର । ପ୍ରଥମଥର ପାଇଁ ଆଇପିଏଲ ଭଳି ଏକ ବଡ ଟୁର୍ଣ୍ଣାମେଣ୍ଟର ଟିକେଟ ପାଇଥିବାରୁ ବେଶ ଖୁସି ଅଛନ୍ତି ମଞ୍ଜୁର । ଆଇପିଏଲ ନିଲାମୀରେ ମଞ୍ଜୁରଙ୍କୁ ୨୦ ଲକ୍ଷ ଟଙ୍କାରେ ନିଜ…

ସାଂସଦଙ୍କୁ ବିଧାୟକଙ୍କ ଆହ୍ୱାନ ! ସାହସ ଅଛି ତ ପଦ ଛାଡ,ନିର୍ବାଚନ ଲଢ । ବୈଜୟନ୍ତ ବନାମ ପ୍ରମିଳା

କନକ ବ୍ୟୁରୋ : ସାଂସଦ ବୈଜୟନ୍ତ ପଣ୍ଡା ଓ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ମୁହାଁମୁହିଁ ହୋଇଛନ୍ତି । ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରମିଳା କହିଛନ୍ତି, ଯଦି ବୈଜୟନ୍ତଙ୍କ ଲୋକପ୍ରିୟତା ଅଛି, ତାହେଲେ ସେ ଇସ୍ତଫା ଦେଇ ନିର୍ବାଚନ ଲଢନ୍ତୁ । ପ୍ରମିଳାଙ୍କ ଏଭଳି ଚ୍ୟାଲେଂଜ ପରେ ଚୁପ୍…