Daily Archives

January 14, 2018

ସୁପ୍ରିମକୋର୍ଟ ବିଚାରପତିଙ୍କ ବିବାଦର ହେବ ସମାଧାନ! ଅଣ୍ଟା ଭିଡିଲା ବାର କାଉନସିଲ ଅଫ ଇଣ୍ଡିଆ

କନକ ବ୍ୟୁରୋ : ସୁପ୍ରିମକୋର୍ଟ ବିଚାରପତିଙ୍କ ବିବାଦର ସମାଧାନ ପାଇଁ ଅଂଟା ଭିଡିଛି ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ । ବିଚାରପତି ଜଷ୍ଟିସ ଚେଲାମେଶ୍ୱରଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ବାର କାଉନସିଲର ପ୍ରତିନିଧି ମଣ୍ଡଳୀ । ବାର କାଉନସିଲ୍ ଅଫ୍ ଇଣ୍ଡିଆର ପ୍ରତିନିଧି ଜଷ୍ଟିସ ଚେଲମେଶ୍ୱରଙ୍କ…

ବଡଘର ବୋହୂଙ୍କ ବଡ ଅଭିଯୋଗ ! ପଦାରେ ପଡିଲା ବଳିୟାର ସିଂହ ପରିବାରର ଗୁମର, ଜାଣନ୍ତୁ ପୂରା ଘଟଣା

କନକ ବ୍ୟୁରୋ : ବଡଘର ବଡ ଗୁମର କଥା । ଭୁବନେଶ୍ୱର ବ୍ଲକର ପୂର୍ବତନ ଅଧ୍ୟକ୍ଷଙ୍କ ପରିବାର ବିରୋଧରେ ଅଭିଯୋଗ ଆଣିଛନ୍ତି ତାଙ୍କ ପୁତୁରା ବୋହୂ । ଦୀର୍ଘ ୨ ବର୍ଷ ଧରି ଯୈ÷ାତୁକ ପାଇଁ ଶାରିରୀକ ଓ ମାନସିକ ଭାବେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ମହିଳା ଜଣକ । ୧୦ ଲକ୍ଷ ଟଙ୍କା ନଆଣିଲେ…

ମୟୂରଭଞ୍ଜର ‘ମୋଗଲି’ ! ସାପ ସହ ଖେଳୁଛନ୍ତି, ଜଙ୍ଗଲି ହାତୀ ସହ ବୁଲୁଛନ୍ତି ।

କନକ ବ୍ୟୁରୋ : ମୟୁରଭଂଜର ମୋଗଲି । ଯିଏ ପାଲଟିଯାଇଛି ଜଙ୍ଗଲର ପଶୁ ପକ୍ଷୀଙ୍କ ବନ୍ଧୁ । ଆଉ ହିଂସ୍ର ଜୀବମାନେ ମଧ୍ୟ ତାର ଗୋଟିଏ ଗୋଟିଏ ସାଙ୍ଗ । ଜଙ୍ଗଲୀ ପଶୁଙ୍କ ସହ ଏହି ମୋଗଲି ଖେଳୁଛି, ବୁଲୁଛି ଆଉ ତାଙ୍କ ସହ ସମୟ ବିତାଉଛି । ନା ବିଶାଳକାୟ ହାତୀକୁ ଡର ନା ବିଷଧର ସାପକୁ । ମଣିଷଖିଆ ବାଘକୁ…

ପ୍ରାଚୀ ନଦୀ କୂଳରେ ପ୍ରାଚୀନ ସଭ୍ୟତାର ସନ୍ଧାନ! ନିଆଳିରେ ମିଳିଲା ୪ହଜାର ବର୍ଷ ତଳର ହାତହତିଆର, ମାଟି ପାତ୍ର ଓ…

କନକ ବ୍ୟୁରୋ : ପ୍ରାଚୀ ନଦୀ କୂଳରେ ଥିବା ପୂରାତନ ସଭ୍ୟତାର ସୁରାଗ ପାଇଛନ୍ତି ବିଜ୍ଞାନୀ । କଟକ ଜିଲ୍ଲା ନିଆଳି ଅଂଚଳର ଭାରତୀ ହୁଡା ନିକଟରେ ଚାଳିଛି ଖନନ । ଏଠାରୁ ହଜାର ହଜାର ବର୍ଷ ତଳର ମାଟି ପାତ୍ର, ପଥରର କୁରାଢୀ, ମଣିଷଙ୍କ ବ୍ୟବହାର କରୁଥିବା ଉପକରଣ, ଜୀବଜନ୍ତୁ, ମଣିଷଙ୍କ ହାଡ଼ର ସଂଧାନ…

ବିଜେଡି କହିଲା ଲକ୍ଷ୍ମଣରେଖା ଟପିଗଲେଣି ସାଂସଦ ବୈଜୟନ୍ତ । ଇସ୍ତଫା ଦେବେ ନା ବହିଷ୍କୃତ ହେବେ ତାକୁ ନେଇ ଆରମ୍ଭ ହେଲା…

କନକ ବ୍ୟୁରୋ : ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ଦଳର ସବୁ ଲକ୍ଷ୍ମଣରେଖା ଟପିଯାଇଛନ୍ତି । ସେ ବିରୋଧୀଦଳକୁ ଗଲେ ବିଜେଡିର କିଛି ଚିନ୍ତା ନାହିଁ । ବୈଜୟନ୍ତ ବିବାଦ ଉପରେ ଆଜି ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦ । ବୈଜୟନ୍ତଙ୍କ ଉପରେ ମୁଖ୍ୟମନ୍ତ୍ରୀ ଅସନ୍ତୁଷ୍ଟ…