Daily Archives

January 13, 2018

ପୁଣି ଅଡୁଆରେ ବିଧାୟକ ପ୍ରଭାତ ବିଶ୍ୱାଳ ! ସିସୋର୍ ଚାର୍ଜସିଟରେ ବିଧାୟକ ଓ ପତ୍ନୀ

କନକ ବ୍ୟୁରୋ :  ସିବିଆଇ ଦାଖଲ କରିଛି ସିସୋର ଚିଟଫଣ୍ଡ ଠକେଇ ମାମଲାର ଦ୍ୱିତୀୟ ଚାର୍ଜସିଟ୍ । ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ, ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାଶିନି ବିଶ୍ୱାଳ, ଅବସରପ୍ରାପ୍ତ ଓଏଏସ୍ ଅଫିସର ପ୍ରଦୀପ ହୋତା, ପତ୍ନୀ ପ୍ରତିମା ହୋତା ଓ ସିସୋର ଚିଟଫଣ୍ଡ ଖଳନାୟକ ପ୍ରଶାନ୍ତ ଦାଶଙ୍କ…

ନିରାଶ୍ରୟ ଶ୍ରୀୟାକୁ ମିଳିଗଲା ନୂଆ ଆଶ୍ରୟ : ୫ମାସ ତଳେ ମାଆର ମୃତଦେହ ପାଖରେ ରାହାଧରି କାନ୍ଦୁଥିଲା କୁନିଝିଅ

କନକ ବ୍ୟୁରୋ :  ନିରାଶ୍ରୟ ଶ୍ରୀୟାକୁ ମିଳିଗଲା ନୂଆ ଆଶ୍ରୟ । ୫ମାସ ତଳେ ମାଆକୁ ହରାଇ ଜଙ୍ଗଲରେ ରାହାଧରି କାନ୍ଦୁଥିବା ଶିଶୁକନ୍ୟାକୁ ମିଳିଯାଇଛନ୍ତି ନୂଆ ବାପା ମାଆ । ତାକୁ ଆପଣେଇ ନେଇଛନ୍ତି ପଶ୍ଚିମବଙ୍ଗର ଏକ ଦମ୍ପତି । ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ କରି କୋରାପୁଟ ଦଶମନ୍ତପୁରସ୍ଥିତ…

ଷ୍ଟଡି ଟୁରରେ ଦୁର୍ଘଟଣା ଏଡାଇବାକୁ ଗଣଶିକ୍ଷା ବିଭାଗର ପଦକ୍ଷେପ : ପିଲାଙ୍କ ବୁଲିଯିବା ପାଇଁ ଜାରିହେଲା ଗାଇଡ ଲାଇନ

କନକ ବ୍ୟୁରୋ : ପୁରୀ ବେଳାଭୂମି ନିକଟରେ ପଡି ରହିଥିବା ଏହି ମୃତ ଦେହ ସବୁ ଅନେକ ପରିବାରର ସ୍ୱପ୍ନକୁ ଧୋଇ ନେଇଛି । କିଏ ସାଙ୍ଗ ସାଥୀଙ୍କ ସହ ମଜା କରିବାକୁ ଆସିଥିଲେ ତ ପୁଣି କିଏ ସ୍କୁଲ କଲେଜର ଷ୍ଟଡିଟୁରରେ ବେଳାଭୂମି ବୁଲିବାକୁ ଆସିଥିଲେ । ହେଲେ ଗଭୀର ସମୁଦ୍ରରେ ଅକାତକାତ ପାଣିରେ ମଜା କଲା…

କେନ୍ଦୁଝରର ବାହୁବଳି ବିଧାୟକ ସନାତନ ମହାକୁଡଙ୍କ ଘରକୁ ଆସୁଥିଲା ବ୍ୟାଙ୍କ : ଅଧବାଟରେ ଅଟକାଇଦେଲା ପୁଲିସ

କନକ ବ୍ୟୁରୋ :  ବିଡାବିଡା ଟଙ୍କା ଧରି କେନ୍ଦୁଝର ଖଣି ଅଂଚଳର ବାହୁବଳି ବିଧାୟକଙ୍କ ଘରକୁ ଯାଉଥିଲେ ଖୋଦ ବ୍ରାଂଚ ମ୍ୟାନେଜର ଓ କର୍ମଚାରୀ । ନିଜସ୍ୱ ଗାଡିରେ ୫୦ ଲକ୍ଷ ଟଙ୍କା ଧରି ବିଧାୟକ ସନାତନ ମହାକୁଡଙ୍କ ଘରକୁ ଯାଉଥିବାବେଳେ କାବୁ କରିନେଇଥିଲା ପୁଲିସ । ଇଣ୍ଡସ ଇଣ୍ଡ ବ୍ୟାଙ୍କ ଯୋଡା…

ଅନୁଭବ ମହାନ୍ତିଙ୍କ ମୁଣ୍ଡରେ ବାଜିଲା ଗୁଳି ! ପଢନ୍ତୁ କିଭଳି ଘଟିଲା ଏଭଳି ଅଘଟଣ

କନକ ବ୍ୟୁରୋ : ଅନୁଭବ ମହାନ୍ତିଙ୍କ ମୁଣ୍ଡରେ ବାଜିଲା ଗୁଳି । କଟକ ବାଦାମବାଡି ଅଞ୍ଚଳରେ ଏଭଳି ଘଟଣା ଘଟିଛି ।ପରେ ତାଙ୍କୁ ସ୍ଥାନୀୟ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । କିନ୍ତୁ ଆଶ୍ଚଯ୍ୟ ହୁଅନ୍ତୁ ନାହିଁ ଏ ଅନୁଭବ ମହାନ୍ତି ଫିଲ୍ମଷ୍ଟାର ନୁହଁନ୍ତି । ଏ ଅନୁଭବ…