Daily Archives

January 2, 2018

ପାକିସ୍ତାନକୁ ଡବଲ୍ ଝଟକା ଦେଲା ଆମେରିକା ! ଟ୍ରମ୍ପଙ୍କ କଟୁ ମନ୍ତବ୍ୟ ପରେ ପ୍ରତିରକ୍ଷା ସହାୟତା ବନ୍ଦ

କନକ ବ୍ୟୁରୋ : ପ୍ରତିରକ୍ଷା ପାଇଁ ପାକିସ୍ତାନକୁ ଦେବାକୁ ଥିବା ୨୫୫ ମିଲିୟନ ଡଲାର ଅର୍ଥାତ ୧୬୫୦ କୋଟି ଟଙ୍କାର ସହାୟତାକୁ ବନ୍ଦ କରିଦେଇଛି ଆମେରିକା । ଆତଙ୍କବାଦୀଙ୍କ ଏନ୍ତୁଡିଶାଳ ପାଲଟିଥିବା ପାକିସ୍ତାନକୁ ଜବରଦସ୍ତ ଝଟକା ଦେଲା ଟ୍ରମ୍ପ ପ୍ରଶାସନ । ଆର୍ଥିକ ଅନୁଦାନ ବନ୍ଦ ପରେ ପ୍ରତିରକ୍ଷା…

ଦିବ୍ୟାଙ୍ଗ ମଡେଲ ! ଜନ୍ମରୁ ନଥିଲା ଗୋଡ, ଏବେ କରୁଛନ୍ତି କୋଟି କୋଟି ଟଙ୍କା ରୋଜଗାର, ପୂରା ଦେଶରେ ସେସରଙ୍କୁ ନେଇ…

ଭିନ୍ନକ୍ଷମ ଭାବେ ଜନ୍ମ ନେବା ବାସ୍ତବରେ ବେଶ ଯନ୍ତ୍ରଣାଦାୟକ । ଏଭଳି ପିଲା ଜନ୍ମ ସମୟରୁ ହିଁ ନିଜକୁ ଅସହାୟ ମଣିଥାନ୍ତି । ଏପରିକି ଅଧିକାଂଶ ଲୋକ ଏମାନଙ୍କୁ ବୋଝ ବୋଲି ଭାବିଥାନ୍ତି । କିନ୍ତୁ ପୋଟଲାଣ୍ଡର ୨୩ ବର୍ଷିୟା ଯୁବତୀ କାନ୍ୟା ସେସର ଦେଖିଲେ ଏଭଳି ଭାବୁଥିବା ଲୋକଙ୍କ ଚିନ୍ତାଧାରରେ…

ସାବଧାନ ! ମରୁଭୂମି ପାଲଟିଯାଇପାରେ ପୃଥିବୀର କିଛି ଅଂଶ

ଲଣ୍ଡନ : ଦିନକୁ ଦିନ ପୃଥିବୀରେ ତାପମାତ୍ରାରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଠିକ୍ ସମୟରେ ଆଉ ଋତୁ ପରିବର୍ତ୍ତନ ହେବାର ଦେଖିବାକୁ ମିଳୁନି । ୬ ଋତୁ ଯେମିତି ୩ଟି ଋତୁ ପରି ମନେହୋଇଛି । ଏହାର ପ୍ରମୁଖ କାରଣ ପୃଥିବୀର ତାପମାତ୍ରାରେ ପରିବର୍ତ୍ତନ । ବୈଜ୍ଞାନିକଙ୍କ କହିବାନୁସାରେ ଯଦି ଆମର…

ନୂଆବର୍ଷରେ ସାମି ପୋଷ୍ଟ କଲେ ଶିବଲିଙ୍ଗ ଫଟୋ ! ଆସିଲା କଡା ପ୍ରତିକ୍ରିୟା, ସୁଧିରିଯାଅ ନହେଲେ ବରବାଦ ହେଇଯିବ

ପୁଣିଥରେ ଚର୍ଚ୍ଚାରେ ଭାରତୀୟ କ୍ରିକେଟ ଟିମର ଦ୍ରୁତ ବୋଲର ମହମ୍ମଦ ସାମି । ଟ୍ୱିଟରରେ ନୂଆବର୍ଷର ଶୁଭେଚ୍ଛା ଜଣାଇବା ତାଙ୍କୁ ପୁଣିଥରେ ଟାଣି ଆଣିଛି ଚର୍ଚ୍ଚାର ପରିସରକୁ । ତାଙ୍କର ଗୋଟିଏ ଟ୍ୱିଟର ପୋଷ୍ଟକୁ ନେଇ ଆରମ୍ଭ ହୋଇଛି ତୁମ୍ବି ତୋଫାନ । ନୂଆବର୍ଷର ଶୁଭେଚ୍ଛା ଜଣାଇବା ପାଇଁ ସାମି ଏକ…

୨୦୧୮ରେ ସଡ଼କରେ ଚାଲିବ ଫୋଲଡିଂ କାର୍ ! ଗାଡି ପାର୍କିଂ କରିବାରେ ଆଉ ହେବନାହିଁ ସମସ୍ୟା

ଏବେ ଦିନକୁ ଦିନ ଜନବିସ୍ଫୋରଣ ଘଟିବାରେ ଲାଗିଛି । ଲୋକସଂଖ୍ୟା ଯେତିକି ବଢୁଛି , ସେହି ଅନୁପାତରେ ଗାଡିମଟର ସଂଖ୍ୟା ବି ବଢିଚାଲିଛି । ଫଳରେ ଅନେକ ବଡବଡ ସହର ବଜାର ଆଦିିରେ ପାର୍କିଂ ସମସ୍ୟା ଘଟୁଛି । ଲୋକେ ଖୁବ୍ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହେଲେ ଏବେ ଏହି ସମସ୍ୟାର ସମାଧାନ ହେବାକୁ…

୨୦୧୮ରେ ଭୟଙ୍କର ଭୂମିକମ୍ପ ସମ୍ଭାବନା ! ଜାଣନ୍ତୁ କେଉଁ କେଉଁ ସ୍ଥାନରେ ରହିଛି ଅଧିକ ବିପଦ ଆଶଙ୍କା ?

ବିଦାୟ ନେଇଛି ବର୍ଷ ୨୦୧୭ ଆଉ ୨୦୧୮କୁ ସ୍ୱାଗତ କରିଛନ୍ତି ଲୋକେ । ନୂଆବର୍ଷକୁ ନେଇ ଲୋକଙ୍କ ମନରେ ଭରି ରହିଛି ଅନେକ ଉତ୍ସାହ ଓ ଉଦ୍ଦୀପନା । ତେବେ ୨୦୧୭ରେ ସାରା ବିଶ୍ୱରେ ଘଟିଥିବା ଅନେକ ପ୍ରାକୃତିକ ବିପଦର ଦାଗ ଏଯାଏଁ ଲୋକଙ୍କ ମନରୁ ଲିଭିପାରିନି । ୨୦୧୮ରେ ମଧ୍ୟ ପ୍ରାକୃତିକ ବିଦପରୁ ତ୍ରାହି…