Daily Archives

December 13, 2017

ହୃଦୟ ଜିତିଲେ ଓଡ଼ିଆ ଡାକ୍ତର ! କେନିଆର ଏମପି ଭାବେ ହେଲେ ନିର୍ବାଚିତ

କନକ ବ୍ୟୁରୋ : ଏ ଏମିତି ଏକ ଖବର ଯାହା ଜାଣିଲେ ପ୍ରତ୍ୟେକ ଓଡ଼ିଆ ଗର୍ବ ଅନୁଭବ କରିବେ । ଜଣେ ଓଡ଼ିଆ ଡାକ୍ତର କେନିଆର ଏମପି ଭାବେ ନିର୍ବାଚିତ ହୋଇଛନ୍ତି । ଏଭଳି ସଫଳତା ପାଇଛନ୍ତି ଡାକ୍ତର ସ୍ୱରୂପ ରଂଜନ ମିଶ୍ର । ସ୍ୱରୂପ ରଂଜନଙ୍କ ଘର ଜଗତସିଂହପୁର ଜିଲ୍ଲା ଏରସମା ବ୍ଳକର ପଂଚୁପଲ୍ଲୀ ଅଂଚଳରେ ।…

ନବୀନ ଦେବେ ଅଫିସରଙ୍କୁ ନମ୍ବର : ଭଲ ପ୍ରଦର୍ଶନ କଲେ ସବୁଜ ମାର୍କ, ଖରାପ କରିଥିଲେ ମିଳିବ ନାଲି ମାର୍କ

କନକ ବ୍ୟୁରୋ :  ଅଫଲାଇନ ପରେ ଅନଲାଇନକୁ ନବୀନଙ୍କ ଗୁରୁତ୍ୱ । ଏଣିକି ସୋସିଆଲ ମିଡିଆରେ ସକ୍ରିୟ ରହିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ସୋସିଆଲ ମିଡିଆ ଅର୍ଥାତ ଫେସବୁକ୍ ଓ ଟୁଇଟର ମାଧ୍ୟମରେ ଲୋକଙ୍କ ସମସ୍ୟାର ସମାଧାନ କରିବେ । ଆଜି ସଚିବାଳୟରେ ସୋସିଆଲ ମିଡିଆ ଗ୍ରୀଭାନ୍ସ ସେଲ ଆପ୍ ର…

ନୂଆପଡାର ଉପାନ୍ତ ଗାଁକୁ ପାହାଡ ଚଢି ଚାଲିଚାଲି ଗଲେ ଜିଲ୍ଲାପାଳ ! ସମସ୍ୟା ବୁଝିବାକୁ ଗାଁ ଲୋକଙ୍କୁ ଦେଇଥିଲେ…

କନକ ବ୍ୟୁରୋ : ଦୁର୍ଗମ ଅଂଚଳ, ଅପହଂଚ ଇଲାକା । ଯେଉଁଠି କି ପହଂଚିବା ପାଇଁ ପ୍ରଶାସନକୁ ବି ଦରକାର ପଡ଼େ ଲାଠିର ସାହାରା । କାହିଁକି ନା’ ଗମନାଗମନା କହିଲେ, ଏଠି କିଛି ନାହିଁ । ନୂଆପଡ଼ା ଜିଲ୍ଲାର ଘଂଚ-ଜଙ୍ଗଲ ଭିତରେ ପାହାଡ଼, ଆଉ ତାରି ଉପରେ ରୁହନ୍ତି ପାହାଡ଼ି ମଣିଷ । ଜୀବନ ସାଧାରଣ ଯେଉଁଠି ଏକ…

ପୁରାଣର କଥା ଉପରେ ମୋହର ଲଗାଇଲା ବିଜ୍ଞାନ ! ୭ ହଜାର ବର୍ଷ ତଳେ ଶ୍ରୀଲଙ୍କାକୁ ବନ୍ଧା ଯାଇଥିଲା ସେତୁବନ୍ଧ

କନକ ବ୍ୟୁରୋ :  ରାମାୟଣରେ ବର୍ଣ୍ଣନା ରହିଛି ମାତା ସୀତାଙ୍କୁ ଲଙ୍କାର ରାକ୍ଷସ ରାଜା ରାବଣ କବଳରୁ ମୁକ୍ତ କରିବା ପାଇଁ ପ୍ରଭୁ ଶ୍ରୀରାମ ଲଙ୍କାକୁ ବନ୍ଧ ବାନ୍ଧିଥିଲେ । ପୁରାଣ ବର୍ଣ୍ଣିତ ରାମସେତୁ ସତ ନା କାହାଣୀ ଏ ନେଇ ବିତର୍କ ବର୍ଷ ବର୍ଷ ଧରି ଚାଲିଥିବା ବେଳେ ଆମେରିକାର ଭୂତତ୍ୱବିତ୍ ଓ…

ଆସନ୍ତାକାଲି ମୋଦି ଓ ରାହୁଲ ଗାନ୍ଧୀଙ୍କ ଅଗ୍ନିପରୀକ୍ଷା ! ଗୁଜୁରାଟରେ ପଡିବ ଶେଷ ପର୍ଯ୍ୟାୟ ଭୋଟ

କନକ ବ୍ୟୁରୋ :  ଗୁଜରାଟ ନିର୍ବାଚନରେ ବାଜି ଲାଗିଛି ଦେଶର ଦୁଇ ସବୁଠାରୁ ବଡ ରାଜନୈତିକ ଦଳର ସର୍ବୋଚ୍ଚ ନେତାଙ୍କ ଭବିଷ୍ୟତ । ଗୋଟିଏ ପଟେ ୨୨ ବର୍ଷ ଧରି ବିଜେପି ଅକ୍ତିଆରରେ ଥିବା ଗୁଜରାଟ ଗଡ ରକ୍ଷା କରିବା ମୋଦିଙ୍କ ପାଇଁ ସମ୍ମାନର ପ୍ରଶ୍ନ । କାରଣ ଗୁଜରାଟ ପରୀକ୍ଷାର ଫଳ ଜାତୀୟ ରାଜନୀତିକୁ…