Daily Archives

December 3, 2017

ଜଙ୍ଗଲର ବନ୍ଧୁ ସାଜିଛନ୍ତି ଦିବ୍ୟାଙ୍ଗ ଗୋସ୍ନର ! ୧୫୦ ଏକର ଘଂଚ ଜଙ୍ଗଲକୁ ସେ ଏକା ଏକା ଦେଉଛନ୍ତି ସୁରକ୍ଷା

କୁହାଯାଏ ମନରେ ଦୃଢ ଇଚ୍ଛା ଶକ୍ତି ଥିଲେ ଅସମ୍ଭବ ବି ସମ୍ଭବ ହୋଇଯାଏ । ଆଉ ଅନ୍ୟମାନଙ୍କୁ ଯାହା କଷ୍ଟକର ହୋଇଥାଏ । ତାହା ଜଣେ ଉଦ୍ୟମୀ ଓ ସଂଘର୍ଷରତ ବ୍ୟକ୍ତି ପାଇଁ ଖୁବ୍ ସରଳ ମନେହୁଏ । ଏମିତି ଏକ ଖବର ପ୍ରକାଶିତ ହୋଇଛି ନ୍ୟୁଜ କୋଡରେ । ଜଣେ ଦିବ୍ୟାଙ୍ଗ ହୋଇବି ସେ ଯାହା କରିଛନ୍ତି , ଜାଣିଲେ…

ସୁନ୍ଦରଗଡର ଲୋକପ୍ରିୟ ଖେଳ ହକି : ଛୋଟ ବୟସରୁ ହକି ଖେଳ ପ୍ରତି ନିଷ୍ଠା ତାଙ୍କୁ ପହଂଚାଇଛି ବିଶ୍ୱସ୍ତରରେ

କନକ ବ୍ୟୁରୋ :  ସୁନ୍ଦରଗଡର ଲୋକପ୍ରିୟ ଖେଳ ହେଉଛି ହକି । ସେ ପୁଅ ହେଉ କି ଝିଅ । ଛୋଟ ବୟସରୁ ହକି ଖେଳ ପ୍ରତି ନିଷ୍ଠା ତାଙ୍କୁ ପହଂଚାଇ ଦିଏ ବିଶ୍ୱସ୍ତରରେ । ଅନ୍ୟପଟେ ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟ ହକି ଖେଳାଳିଙ୍କୁ ପ୍ରୋସାହିତ କରିବାକୁ ଆଗେଇ ଆସିଛନ୍ତି । ଜିଲ୍ଲାର ସୁନ୍ଦରଗଡ ଏବଂ…

ଜୀବନ ସଂଗ୍ରାମରେ ଗଙ୍ଗା ଯମୁନା ! ରିପୋର୍ଟକୁ ଅପେକ୍ଷା କରିଛନ୍ତି ଡାକ୍ତର

କନକ ବ୍ୟୁରୋ : ଜୀବନ କଣ ଜାଣିବା ପୂର୍ବରୁ ଜୀବନ ସହ ସଂଘର୍ଷ କରୁଛନ୍ତି ନୟାଗଡର ଏହି ଯାଆଁଳା ଶିଶୁ । ଛାତି ଓ ପେଟରେ ପରସ୍ପର ସହ ଯୋଡି ହୋଇଥିବା ଗଙ୍ଗା-ଯମୁନା ଏବେ ଆଇସିୟୁରେ । ସ୍ୱାଭାବିକ୍ ଠାରୁ ଟିକିଏ ପ୍ରଖର ବେଗରେ ନିଶ୍ୱାସ ନେଉଥିବା ଏହି ଦୁଇ ଶିଶୁଙ୍କ କେଉଁ କେଉଁ ଅଙ୍ଗ ଯୋଡି ହୋଇ…

ରେକର୍ଡ ମାଷ୍ଟରଙ୍କ ବିରାଟ ଇନିଂସ ! କ୍ୟାପଟେନ୍ କୋହଲିଙ୍କ ନୂଆ କୀର୍ତିମାନର ସାକ୍ଷୀ ରହିଲା ଦିଲ୍ଲୀର ଫିରୋଜଶାହା…

କନକ ବ୍ୟୁରୋ : ରେକର୍ଡ ମାଷ୍ଟରଙ୍କ ବିରାଟ ଇନିଂସ । ଦ୍ୱିଶତକ ପରେ ପୁଣି ଦ୍ୱିଶତକ । କ୍ୟାପଟେନ୍ କୋହଲିଙ୍କ ନୂଆ କୀର୍ତିମାନର ସାକ୍ଷୀ ରହିଲା ଦିଲ୍ଲୀର ଫିରୋଜଶାହା କୋଟଲା ମୈଦାନ । ସିଂହଳୀ ବୋଲରଙ୍କୁ ଧୂଳି ଚଟାଇ ଆଉ ଏକ ଦ୍ୱିଶତକ ହାସଲ କଲେ ବିରାଟ କୋହଲି । ଆଉ ପୁଣି ଥରେ ପଛରେ ପଡିଗଲା…

ପଛୁଆ ଜିଲ୍ଲାକୁ ନେଇ ଆରମ୍ଭ ହେଲା ପଲିଟିକ୍ସ : ମୋଦିଙ୍କ ନ୍ୟୁ ଇଣ୍ଡିଆ ଭିଜନରେ ରାଜ୍ୟର ୮ଟି ଜିଲ୍ଲାର ବିକାଶ ପାଇଁ…

କନକ ବ୍ୟୁରୋ :  କଳାହାଣ୍ଡି, ଢେଙ୍କାନାଳ, କନ୍ଧମାଳ, ରାୟଗଡା , କୋରାପୁଟ, ବଲାଙ୍ଗିର, ଗଜପତି ଓ ମାଲକାନଗିରି । ଓଡିଶାର ଏହି ୮ଟି ଜିଲ୍ଲାର ବିକାଶ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ତି ମୋଦି ସରକାର । ଓଡିଶା ସରକାରଙ୍କୁ କେନ୍ଦ୍ର ସରକାରଙ୍କ ଚିଠିରେ କୁହାଯାଇଛି, ମୋଦିଙ୍କ ନ୍ୟୁ…