ସପ୍ତଶଯ୍ୟା ବୁଲିବାକୁ ଯାଇ ନିଖୋଜ: ଜଙ୍ଗଲ ଭିତରକୁ ବୁଲିବାକୁ ଯାଇ ଫେରିନାହାନ୍ତି ୫ ଜଣ

317

କନକ ବ୍ୟୁରୋ: ଢେଙ୍କାନାଳ ସପ୍ତଶଯ୍ୟା ଜଙ୍ଗଲରେ ୫ ଜଣ ନିଖୋଜ । ସପ୍ତଶଯ୍ୟା ବୁଲିବାକୁ ଯାଇ ନିଖୋଜ । ଜଙ୍ଗଲ ଭିତରକୁ ବୁଲିବାକୁ ଯାଇ ଫେରିନାହାନ୍ତି ୫ ଜଣ । ସନ୍ଧ୍ୟା ହୋଇଯିବାରୁ ଜଙ୍ଗଲରେ ବାଟବଣା ହୋଇଥିବା ସନ୍ଦେହ । ଢେଙ୍କାନାଳ ବନବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଛି । ଛାତ୍ରମାନେ ହେଲେ ଅରକ୍ଷିତ ମହାପାତ୍ର, ଶୁଭମ ମହାପାତ୍ର, ହିଂମାଶୁ ଦାସ, ସୁଜିତ ସାହୁ ଓ ଲକି ଦାସ ।