ଜଟିଳ ହେଉଛି ନାୟିକା ବନାମ ନିର୍ଦ୍ଦେଶକ ବିବାଦ : ନିର୍ଯାତନା ଅଭିଯୋଗରେ ଆଇନର ଆଶ୍ରୟ ନେବେ ଏଲସା

କନକ ବ୍ୟୁରୋ: ନିର୍ଦ୍ଦେଶକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନର ଆଶ୍ରୟ ନେବେ ବଙ୍ଗିୟ ଅଭିନେତ୍ରୀ ଏଲସା ଘୋଷ । ସୋସିଆଲ ମିଡିଆରେ ଏଲସା ଏହି ସୂଚନା ଦେଇଛନ୍ତି । ସେ ପୁଣି ଥରେ ଦୋହରାଇଛନ୍ତି ଯେ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା ତାଙ୍କୁ ଦୁର୍ବବ୍ୟବହାର ପ୍ରଦର୍ଶନ କରିଛନ୍ତି । ସେପଟେ ଏକ…

କେନ୍ଦ୍ର ବିରୋଧରେ ଆନ୍ଧ୍ରର ବିଦ୍ରୋହ ! ଓଡିଶା, ପଶ୍ଚିମବଙ୍ଗରେ ପଡିବ ପ୍ରଭାବ?

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ । ଆନ୍ଧ୍ରପ୍ରଦେଶରେ ସିବିଆଇକୁ ବ୍ୟାନ କରିଛନ୍ତି ଚନ୍ଦ୍ରବାବୁ । ଏଣିକି ଆନ୍ଧ୍ର ସରକାରଙ୍କ ଅନୁମତି ବିନା ରାଜ୍ୟରେ ପଶିିପାରିବ ନାହିଁ ସିବିଆଇ । ଏ ନେଇ ଥିବା ‘ଜେନେରାଲ…

ଖୁସି ଖବର: ଏଣିକି ଏସବିଆଇର ଏହି କାର୍ଡରେ ବୁକିଂ କଲେ ମାଗଣାରେ ମିଳିବ ଟ୍ରେନ୍ ଟିକେଟ

ଇଣ୍ଡିଆନ୍‌ ରେଲ୍ ଆଣ୍ଡ ଟୁରିଜମ୍‌ କର୍ପୋରେସନ୍ (ଆଇଆରସିଟିସି) ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ)ଏକ ନୂଆ କାର୍ଡର ପ୍ରଚଳନ ଆରମ୍ଭ କରିଛନ୍ତି । ଏହା ଏକରକମର କ୍ରେଡିଟ୍‌ କାର୍ଡ। ଏହି କାର୍ଡ ଜରିଆରେ ବୁକିଂ କରିବା ଦ୍ୱାରା ଯାତ୍ରୀଙ୍କୁ ମାଗଣାରେ ଟ୍ରେନ୍‌ ଟିକେଟ ମିଳିବ। କେବଳ ଏତିକି…

୭୫ ହଜାର ଟଙ୍କା ଦେବେ ମୋଦି ସରକାର । ହେଲେ ଘରେ ବସି ଆପଣଙ୍କୁ କରିବାକୁ ହେବ ଏହି ଛୋଟିଆ କାମ

ଟଙ୍କା ରୋଜଗାର କରିବାକୁ ସାଧାରଣ ଜନତାଙ୍କୁ ମୋଦି ସରକାର ଏକ ବହୁତ ବଡ ସୁଯୋଗ ଦେଉଛନ୍ତି , ଯେଉଁଠି ଆପଣ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ପାଇପାରିବେ ଆଉ ସେ ବି ପୁଣି ଘରେ ବସି । ଏଥିପାଇଁ ଆପଣଙ୍କୁ ଅନ୍ୟ କେଉଁଠିକୁ ବି ଦୌଡିବାକୁ ପଡିବ ନାହିଁ । ହେଲେ ଗୋଟିଏ କାମ କିନ୍ତୁ ଆପଣଙ୍କୁ କରିବାକୁ…

ମହିଳାଙ୍କୁ ଅସଦାଚରଣ କଲେ ହେବ ୩ ବର୍ଷ ଜେଲ୍ । ଗଣିବାକୁ ପଡିବ ମୋଟା ଅଙ୍କର ଜରିମାନା

ଏଣିକି ମହିଳାଙ୍କୁ ଅସଦାଚରଣ କଲେ ହେବ ୩ ବର୍ଷ କାଳ ଜେଲ । ଟ୍ରେନରେ ଯାତ୍ରା କରୁଥିବା ମହିଳାଙ୍କ ସହ କୌଣସି ବି ପ୍ରକାରର ଅସମ୍ମାନ ଏବେ ମହଙ୍ଗା ପଡିବ । କାରଣ ମହିଳାଙ୍କ ସୁରକ୍ଷା ପାଇଁ ଭାରତୀୟ ରେଳ ମନ୍ତ୍ରାଳୟ ତରଫରୁ କଠୋର ନିୟମ ପ୍ରଣୟନ କରାଯାଇଛି । ମିଳିଥିବା ସୂଚନା ମୁତାବକ,…

ସେତୁ କମାଇଲା ଦୂରତା । ବିଜୁ ସେତୁ ଯୋଗୁଁ ଉପକୃତ ହେଲେ ହଜାର ହଜାର ଜନତା

କନକ ବ୍ୟୁରୋ: ୨୦ କିଲୋମିଟର ଦୂରତା କମାଇଲା ରାଜ୍ୟ ସରକାରଙ୍କ ବିଜୁ ସେତୁ । ଜଗତସିଂହପୁର ଜିଲ୍ଲାର ୨ଟି ସ୍ଥାନରେ ନିର୍ମାଣ ହୋଇଥିବା ବିଜୁ ସେତୁ ହାଜର ହଜାର ଲୋକ ଦୀର୍ଘ ଦିନର ସମସ୍ୟା ଦୂର କରିପାରିଛି । ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଦେବୀ ନଦୀ ଓ ତାର ଶାଖା ନଦୀ ବିଲୁଆଖାଇର ୨ଟି ସ୍ଥାନରେ…