Advertisment

ଦେଶ ବିଦେଶ

ସେନା ପୋଷାକ ପିନ୍ଧି ଆକ୍ସନ ମୋଡରେ ଧୋନୀ । କାଶ୍ମୀରରେ ଅଗଷ୍ଟ ୧୫ ପର୍ଯ୍ୟନ୍ତ କରିବେ ପାଟ୍ରୋଲିଂ, ଦେଶର ସୁରକ୍ଷା ପାଇଁ କରିବେ କାମ । post image

ସେନା ପୋଷାକ ପିନ୍ଧି ଆକ୍ସନ ମୋଡରେ ଧୋନୀ । କାଶ୍ମୀରରେ ଅଗଷ୍ଟ ୧୫ ପର୍ଯ୍ୟନ୍ତ କରିବେ ପାଟ୍ରୋଲିଂ, ଦେଶର ସୁରକ୍ଷା ପାଇଁ କରିବେ କାମ ।

ଅଧାରୁ ଅଟକିଲା ଅମରନାଥ ଯାତ୍ରା । ପର୍ଯ୍ୟଟକଙ୍କୁ ଘାଟି ଛାଡିବାକୁ ଆଡଭାଇଜରି ଜାରି, ସେପଟେ ବଢିଲା ସୁରକ୍ଷା ବ୍ୟବସ୍ଥା, ଅଧିକ ୨୮ହଜାର ଅର୍ଦ୍ଧ ସାମରିକ ବଳ ମୁତୟନ । post image

ଅଧାରୁ ଅଟକିଲା ଅମରନାଥ ଯାତ୍ରା । ପର୍ଯ୍ୟଟକଙ୍କୁ ଘାଟି ଛାଡିବାକୁ ଆଡଭାଇଜରି ଜାରି, ସେପଟେ ବଢିଲା ସୁରକ୍ଷା ବ୍ୟବସ୍ଥା, ଅଧିକ ୨୮ହଜାର ଅର୍ଦ୍ଧ ସାମରିକ ବଳ ମୁତୟନ ।

ମୋଦିଙ୍କ ୫ ଟ୍ରିଲିୟନ ଡଲାର ସ୍ୱପ୍ନକୁ ଝଟକା ! ବିଶ୍ୱ ଅର୍ଥନୀତିରେ ଖସିଲା ଭାରତର ସ୍ଥାନ, ଜିଡିପି ରିପୋର୍ଟରେ ସପ୍ତମ ସ୍ଥାନକୁ ଖସିଲା ର‌୍ୟାଙ୍କିଂ । post image

ମୋଦିଙ୍କ ୫ ଟ୍ରିଲିୟନ ଡଲାର ସ୍ୱପ୍ନକୁ ଝଟକା ! ବିଶ୍ୱ ଅର୍ଥନୀତିରେ ଖସିଲା ଭାରତର ସ୍ଥାନ, ଜିଡିପି ରିପୋର୍ଟରେ ସପ୍ତମ ସ୍ଥାନକୁ ଖସିଲା ର‌୍ୟାଙ୍କିଂ ।

କଥା ବଦଳାଇଲା ଆମେରିକା ! କାଶ୍ମୀର ମାମଲାରେ ପୁଣି ମୁଣ୍ଡ ଖେଳାଇଲେ ଟ୍ରମ୍ପ, କହିଲେ ମୋଦି ଚାହିଁଲେ ସେ ମଧ୍ୟସ୍ଥତା ପାଇଁ ପ୍ରସ୍ତୁତ । post image

କଥା ବଦଳାଇଲା ଆମେରିକା ! କାଶ୍ମୀର ମାମଲାରେ ପୁଣି ମୁଣ୍ଡ ଖେଳାଇଲେ ଟ୍ରମ୍ପ, କହିଲେ ମୋଦି ଚାହିଁଲେ ସେ ମଧ୍ୟସ୍ଥତା ପାଇଁ ପ୍ରସ୍ତୁତ ।

ଅଯୋଧ୍ୟା ଜମି ବିବାଦ ମାମଲା । ମଧ୍ୟସ୍ଥତା କମିଟିରୁ ବାହାରିଲାନି ନିଷ୍କର୍ସ, ସୁପ୍ରିମକୋର୍ଟଙ୍କ ରାୟ, ଅଗଷ୍ଟ ୬ରୁ ନିୟମିତ ହେବ ମାମଲାର ଶୁଣାଣି । post image

ଅଯୋଧ୍ୟା ଜମି ବିବାଦ ମାମଲା । ମଧ୍ୟସ୍ଥତା କମିଟିରୁ ବାହାରିଲାନି ନିଷ୍କର୍ସ, ସୁପ୍ରିମକୋର୍ଟଙ୍କ ରାୟ, ଅଗଷ୍ଟ ୬ରୁ ନିୟମିତ ହେବ ମାମଲାର ଶୁଣାଣି ।

କୋହଲିଙ୍କ ସ୍କାର୍ଡରେ ନାହାନ୍ତି ହିଟମ୍ୟାନ୍ ! ଟ୍ୱିଟ୍ ବଢାଇଲା ବିରାଟ-ରୋହିତଙ୍କ ମଧ୍ୟରେ ମତଭେଦ ଥିବା ଚର୍ଚ୍ଚା । post image

କୋହଲିଙ୍କ ସ୍କାର୍ଡରେ ନାହାନ୍ତି ହିଟମ୍ୟାନ୍ ! ଟ୍ୱିଟ୍ ବଢାଇଲା ବିରାଟ-ରୋହିତଙ୍କ ମଧ୍ୟରେ ମତଭେଦ ଥିବା ଚର୍ଚ୍ଚା ।

ଆତଙ୍କବାଦୀ ଆକ୍ରମଣ ଆଶଙ୍କା : ଅମରନାଥ ଯାତ୍ରୀଙ୍କୁ କାଶ୍ମୀର ଛାଡ଼ି ଯିବାପାଇଁ ପରାମର୍ଶ ଦେଲା ସେନା  post image

ଆତଙ୍କବାଦୀ ଆକ୍ରମଣ ଆଶଙ୍କା : ଅମରନାଥ ଯାତ୍ରୀଙ୍କୁ କାଶ୍ମୀର ଛାଡ଼ି ଯିବାପାଇଁ ପରାମର୍ଶ ଦେଲା ସେନା 

କୁଳଭୂଷଣ ପ୍ରସଙ୍ଗରେ ପାକିସ୍ତାନର ସର୍ତ୍ତମୂଳକ କନସୁଲାର ଆକ୍ସେସକୁ ଭାରତର ନା । ଯାଦବଙ୍କ ସହ ସାକ୍ଷାତ ବେଳେ ପାକ୍ ଅଧିକାରୀ ଉପସ୍ଥିତ ରହିବା ନେଇ ଥିଲା ସର୍ତ୍ତ । post image

କୁଳଭୂଷଣ ପ୍ରସଙ୍ଗରେ ପାକିସ୍ତାନର ସର୍ତ୍ତମୂଳକ କନସୁଲାର ଆକ୍ସେସକୁ ଭାରତର ନା । ଯାଦବଙ୍କ ସହ ସାକ୍ଷାତ ବେଳେ ପାକ୍ ଅଧିକାରୀ ଉପସ୍ଥିତ ରହିବା ନେଇ ଥିଲା ସର୍ତ୍ତ ।

କାଲି ଫ୍ଲୋରିଡାରେ ଫଟାଫଟ୍ ମ୍ୟାଚ୍ । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ମୈଦାନକୁ ଓହ୍ଲାଇବ ଭାରତ, ରାତି ୮ଟାରେ ଖେଳାଯିବ ପ୍ରଥମ ଟି-୨୦ । post image

କାଲି ଫ୍ଲୋରିଡାରେ ଫଟାଫଟ୍ ମ୍ୟାଚ୍ । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ମୈଦାନକୁ ଓହ୍ଲାଇବ ଭାରତ, ରାତି ୮ଟାରେ ଖେଳାଯିବ ପ୍ରଥମ ଟି-୨୦ ।

ଜିଡିପିର ବିଶ୍ୱ ରାଙ୍କିଙ୍ଗରେ ସପ୍ତମ ସ୍ଥାନକୁ ଖସିଆସିଲା ଭାରତ : ପ୍ରଥମରେ ସ୍ଥାନରେ ଆମେରିକା, ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁଁ ଖସିଲା ଜିଡିପି ହାର post image

ଜିଡିପିର ବିଶ୍ୱ ରାଙ୍କିଙ୍ଗରେ ସପ୍ତମ ସ୍ଥାନକୁ ଖସିଆସିଲା ଭାରତ : ପ୍ରଥମରେ ସ୍ଥାନରେ ଆମେରିକା, ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁଁ ଖସିଲା ଜିଡିପି ହାର

ସବସ୍କ୍ରାଇବ କରନ୍ତୁ