Advertisment

Top 2

ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ, ମହାପ୍ରଭୁ ଓ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ସ୍ଥିର ସରକାର ଗଢିବ ବିଜେଡି ।  post image

ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ, ମହାପ୍ରଭୁ ଓ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ସ୍ଥିର ସରକାର ଗଢିବ ବିଜେଡି । 

ଲମ୍ବା ଲାଇନରେ ଛିଡା ହୋଇ ଭୋଟ ଦେଲେ ଭିକେ ପାଣ୍ଡିଆନ । କହିଲେ, ଗଣତନ୍ତ୍ରର ମହାପର୍ବରେ ସାମିଲ ହୁଅନ୍ତୁ ଏବଂ ନିଜ ମନ ପସନ୍ଦର ପ୍ରାର୍ଥୀ ବାଛନ୍ତୁ । post image

ଲମ୍ବା ଲାଇନରେ ଛିଡା ହୋଇ ଭୋଟ ଦେଲେ ଭିକେ ପାଣ୍ଡିଆନ । କହିଲେ, ଗଣତନ୍ତ୍ରର ମହାପର୍ବରେ ସାମିଲ ହୁଅନ୍ତୁ ଏବଂ ନିଜ ମନ ପସନ୍ଦର ପ୍ରାର୍ଥୀ ବାଛନ୍ତୁ ।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ । ନେତା ବାଛୁଛନ୍ତି ଜନତା, ୪୪୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟପରୀକ୍ଷା । post image

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ । ନେତା ବାଛୁଛନ୍ତି ଜନତା, ୪୪୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟପରୀକ୍ଷା ।

ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ମାସେ ହେବ ପ୍ରଚାର କରୁଛି । ମିଛ କହିବାର ସୀମା ଟପିଗଲାଣି ବିଜେପି, ନିର୍ବାଚନ ଭିତରେ ବିଜେପିକୁ କଡା ଜବାବ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । post image

ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ମାସେ ହେବ ପ୍ରଚାର କରୁଛି । ମିଛ କହିବାର ସୀମା ଟପିଗଲାଣି ବିଜେପି, ନିର୍ବାଚନ ଭିତରେ ବିଜେପିକୁ କଡା ଜବାବ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନିର୍ବାଚନ ପୂର୍ବରୁ ଖଣ୍ଡପଡାରେ ବୁଲିଲା ଖଣ୍ଡା । ବିଜେଡି କର୍ମୀ ଗୁଣ୍ଡାଗର୍ଦ୍ଦି କରୁଥିବା ଅଭିଯୋଗ, ଭାଇରାଲ ହେଲା ଭିଡ଼ିଓ ।  post image

ନିର୍ବାଚନ ପୂର୍ବରୁ ଖଣ୍ଡପଡାରେ ବୁଲିଲା ଖଣ୍ଡା । ବିଜେଡି କର୍ମୀ ଗୁଣ୍ଡାଗର୍ଦ୍ଦି କରୁଥିବା ଅଭିଯୋଗ, ଭାଇରାଲ ହେଲା ଭିଡ଼ିଓ । 

ବିପୁଳ ବିଜୟ ପାଇଁ ପାଣ୍ଡିଆନଙ୍କ ଦୃଢ଼ୋକ୍ତି । କହିଲେ ତୃତୀୟ ପର୍ଯ୍ୟାୟ ପରେ ସଂଖ୍ୟାଗରିଷ୍ଠତା ହାସଲ କରିବ ବିଜେଡି, ବିଜେପି ଟାର୍ଗେଟ ରଖିଥିବା ୩୦ ଆସନରୁ କେତେ ଜିତିବ ତାହା ଫଳାଫଳ କହିବ ।  post image

ବିପୁଳ ବିଜୟ ପାଇଁ ପାଣ୍ଡିଆନଙ୍କ ଦୃଢ଼ୋକ୍ତି । କହିଲେ ତୃତୀୟ ପର୍ଯ୍ୟାୟ ପରେ ସଂଖ୍ୟାଗରିଷ୍ଠତା ହାସଲ କରିବ ବିଜେଡି, ବିଜେପି ଟାର୍ଗେଟ ରଖିଥିବା ୩୦ ଆସନରୁ କେତେ ଜିତିବ ତାହା ଫଳାଫଳ କହିବ । 

ଏକ ନମ୍ବର ମୁଖ୍ୟମନ୍ତ୍ରୀଙ୍କ ଠାରୁ ରାଜ୍ୟକୁ କେମିତି ଏକ ନମ୍ବର କରିବେ ତାହା ଶିଖିକି ଯାଆନ୍ତୁ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ । ବାଲିକୁଦା-ଏରସମାରୁ ପାଣ୍ଡିଆନଙ୍କ ଟାର୍ଗେଟ । post image

ଏକ ନମ୍ବର ମୁଖ୍ୟମନ୍ତ୍ରୀଙ୍କ ଠାରୁ ରାଜ୍ୟକୁ କେମିତି ଏକ ନମ୍ବର କରିବେ ତାହା ଶିଖିକି ଯାଆନ୍ତୁ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ । ବାଲିକୁଦା-ଏରସମାରୁ ପାଣ୍ଡିଆନଙ୍କ ଟାର୍ଗେଟ ।

ବିଜେପି ସରକାର ଗଢିଲେ ଓଡ଼ିଆ ପୁଅ କିମ୍ବା ଝିଅ ମୁଖ୍ୟମନ୍ତ୍ରୀ ହେବେ । କରଞ୍ଜିଆ ସଭାରୁ ବିଜେଡିକୁ ଟାର୍ଗେଟ କଲେ ଜେପି ନଡ୍ଡା । post image

ବିଜେପି ସରକାର ଗଢିଲେ ଓଡ଼ିଆ ପୁଅ କିମ୍ବା ଝିଅ ମୁଖ୍ୟମନ୍ତ୍ରୀ ହେବେ । କରଞ୍ଜିଆ ସଭାରୁ ବିଜେଡିକୁ ଟାର୍ଗେଟ କଲେ ଜେପି ନଡ୍ଡା ।

ବାଣପୁରରୁ ବିଜେଡିକୁ ବାଣ ମାରିଲେ ଯୋଗୀ ଆଦିତ୍ୟନାଥ । କହିଲେ ଓଡ଼ିଶାରେ ନବୀନ ସରକାରକୁ ବାବୁ ମାନେ ଘେରି ରହିଛନ୍ତି । post image

ବାଣପୁରରୁ ବିଜେଡିକୁ ବାଣ ମାରିଲେ ଯୋଗୀ ଆଦିତ୍ୟନାଥ । କହିଲେ ଓଡ଼ିଶାରେ ନବୀନ ସରକାରକୁ ବାବୁ ମାନେ ଘେରି ରହିଛନ୍ତି ।

ଘଷିପୁରାରେ ବଦ୍ରି ସମର୍ଥକଙ୍କ ଗୁଣ୍ଡାଗର୍ଦ୍ଦି । ଆକ୍ରମଣ ସମୟର ବର୍ବର କାହାଣୀ କହିଲେ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନଙ୍କ ସମର୍ଥକ, ପୋଲିସ ସାଜିଛି ନୀରବଦ୍ରଷ୍ଟା । post image

ଘଷିପୁରାରେ ବଦ୍ରି ସମର୍ଥକଙ୍କ ଗୁଣ୍ଡାଗର୍ଦ୍ଦି । ଆକ୍ରମଣ ସମୟର ବର୍ବର କାହାଣୀ କହିଲେ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନଙ୍କ ସମର୍ଥକ, ପୋଲିସ ସାଜିଛି ନୀରବଦ୍ରଷ୍ଟା ।

ସବସ୍କ୍ରାଇବ କରନ୍ତୁ