ବ୍ରଜରାନଗରରେ ଦଳର ଅତି ଦୟନୀୟ ପ୍ରଦର୍ଶନ : ପ୍ରଦୀପ ପୁରୋହିତ କହିଲେ, ବିଜେପି ନେତା କରିଛନ୍ତି ଆତ୍ମଘାତୀ କାର୍ଯ୍ୟ
କନକ ବ୍ୟୁରୋ : ବ୍ରଜରାନଗରରେ ଦଳର ଅତି ଦୟନୀୟ ପ୍ରଦର୍ଶନକୁ ନେଇ ବିଜେପି ନେତା ସାଂଘାତିକ ଅଭିଯୋଗ ଆଣିଛନ୍ତି । ବରିଷ୍ଠ ନେତା ପ୍ରଦୀପ ପୁରୋହିତ କହିଛନ୍ତି ବିଜେପି ନେତାମାନେ ଆତ୍ମଘାତୀ କରିଛନ୍ତି । ଯେଉଁଥିପାଇଁ ଭୋଟ କମିଛି । ସରକାରୀ କଳର ବ୍ୟବହାର ହୋଇଛି ଓ କଂଗ୍ରେସକୁ ବିଜେଡି ପାଣ୍ଠି…