ଲାଞ୍ଚ ନେବାବେଳେ ଧରାପଡିଲେ ଏସଆଇ: ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ

188

କନକ ବ୍ୟୁରୋ: ଲାଞ୍ଚ ନେଇ ଧରାପଡ଼ିଲେ ଏସଆଇ। ୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବିଞ୍ଝାରପୁର ଥାନା ଏସଆଇ କେଶବ ଦାସ । ଏକ ଦୁର୍ଘଟଣାଜନିତ ମାମଲାର କେସକୁ ମଜବୁତ କରିବାକୁ ଲାଞ୍ଚ ନେଉଥିଲେ କେଶବ। ତେବେ କୌଣସି ସୂତ୍ରରୁ ଖବର ପାଇ ଏସଆଇଙ୍କୁ ଧରିବାରେ ସଫଳ ହୋଇଛି ଭିଜିଲାନ୍ସ। ମାମଲାରେ ଅଧିକ ପଚରାଉଚରା କରୁଛି ଭିଜିଲାନ୍ସ।