Election Result With Kanak News : ବିହାରରେ କାହାର ସରକାର ? ନୂଆପଡ଼ାରେ କିଏ ମାରୁଛି ବାଜି ?

ଆସୁଛି ନିର୍ବାଚନର ଖବର । ବିହାରରେ କାହାର ସରକାର ଦେଖିବେ ଭୋଟର? ନୂଆପଡ଼ାରେ କିଏ ମାରିବ ବାଜି? ନିର୍ବାଚନ ରେଜଲ୍ଟର ପ୍ରତିଟି ଟିକିନିକି ଖବର ଦେଖନ୍ତୁ ଆମ ସହିତ...

ଅଦ୍ୟତନ ହୋଇଛି
ELECTION RESULT LIVE UPDATE

ELECTION RESULT LIVE UPDATE Photograph: (KANAK NEWS)

ଆସୁଛି ନିର୍ବାଚନ ରେଜଲ୍ଟର ତାଜା ଅପଡେଟ୍ । ବିହାରରେ କିଏ ଗଢ଼ିବ ସରକାର? ନୂଆପଡ଼ାରେ କିଏ ମାରିବ ବାଜି? ନିର୍ବାଚନ ରେଜଲ୍ଟର ପ୍ରତିଟି ଟିକିନିକି ଖବର ଦେଖନ୍ତୁ ଆମ ସହିତ...  

  • Nov 14, 2025 16:32 IST

    ବିଜୟଙ୍କ ବିସ୍ଫୋରକ ବୟାନ, କହିଲେ ନବୀନ ବାବୁ ଯାଇନଥିଲେ ବିଜେଡି ଅଧିକ ଭୋଟ ପାଇଥାଆନ୍ତା

    Bijoy Mohapatra

  • Nov 14, 2025 16:27 IST

    ନୂଆପଡ଼ା ଉପ ନିର୍ବାଚନରେ ବାଜି ମାରିଲା ବିଜେପି: ୮୩ ହଜାରରୁ ଅଧିକ ଭୋଟରେ ଜିତିଲେ ଜୟ ଢୋଲକିଆ

     

    BJP WON
    BJP WON Photograph: (Kanak News)

  • Nov 14, 2025 15:59 IST

    ଜୟଙ୍କ ବିଜୟ ସୁନିଶ୍ଚିତ

  • Nov 14, 2025 15:35 IST

    Nuapada ByeElection: ଲକ୍ଷେ ଟପିଲା ବିଜେପିର ଭୋଟ, ବିଜୟ ମୁହାଁ ଜୟ

     

    Nuapada
    Nuapada Photograph: (Kanak News)

     

  • Nov 14, 2025 15:05 IST

    ବଡ଼ ବିଜୟ ମୁହାଁ ଜୟ ଢୋଲକିଆ

  • Nov 14, 2025 14:55 IST

    ୬୫ ହଜାର ୫୯୮ ଭୋଟରେ ଆଗୁଆ ଜୟ

  • Nov 14, 2025 14:25 IST

    ମୁଁ ଆଜି ହୃଦୟରୁ ନାଚୁଛି ; ଲୋକଙ୍କ ବିଶ୍ବାସକୁ ନେଇ ଏପରି କହିଲେ ଜୟ

  • Nov 14, 2025 13:27 IST

    ଆଗରେ ବିଜେପି ପ୍ରାର୍ଥୀ

  • Nov 14, 2025 13:13 IST

    ’ବିହାର ମାନେ ନୀତୀଶ କୁମାର’ , ପଟନାରେ ଲାଗିଲା ପୋଷ୍ଟର

  • Nov 14, 2025 12:57 IST

    ୪୬ ହଜାର ୭୧୩ ଭୋଟରେ ଆଗୁଆ ଜୟ

  • Nov 14, 2025 12:47 IST

    ବିଜେପି ବିଜୟ ମୁହାଁ

  • Nov 14, 2025 12:46 IST

    ଲୋକଙ୍କ ପ୍ରଥମ ପସନ୍ଦ ଥିଲା କଂଗ୍ରେସ

  • Nov 14, 2025 12:37 IST

    ନୂଆପଡ଼ା ଜନାଦେଶ: ୩୫ ହଜାର ଲିଡ୍‌ ପରେ ଜୟଙ୍କ ପ୍ରତିକ୍ରିୟା, କହିଲେ ଏ ବିଜୟ ନୂଆପଡ଼ାବାସୀଙ୍କର

    Jaya Dholokia Reaction

  • Nov 14, 2025 12:32 IST

    ଆଗରେ ଜୟ ଢୋଲକିଆ

  • Nov 14, 2025 12:05 IST

    ୪୦ ହଜାର ୩୧୩ ଭୋଟରେ ଆଗୁଆ ଜୟ

  • Nov 14, 2025 11:51 IST

    ଆଗେଇ ଚାଲିଛନ୍ତି ମୈଥିଲି ଠାକୁର; ହଟ୍ ସିଟରେ ଅଲିନଗର

  • Nov 14, 2025 11:44 IST

    କମିଲା ନବୀନଙ୍କ କ୍ରେଜ୍

     

    NAVEEN
    NAVEEN Photograph: (KANAK NEWS)

     

  • Nov 14, 2025 11:42 IST

    ୩୩ ହଜାର ୨୩୨ ଭୋଟରେ ଆଗୁଆ ଜୟ

  • Nov 14, 2025 11:41 IST

    କଂଗ୍ରେସ ବିଜେଡି, ସାପ ସିଢି ଖେଳ

  • Nov 14, 2025 11:38 IST

    ନୂଆପଡ଼ାରେ ଜିତୁଛି ବିଜେପି, ଟ୍ରେଣ୍ଡରେ ଆଗୁଆ

  • Nov 14, 2025 11:37 IST

    ବିଜେପିକୁ ଏତେ ଭୋଟ୍ ଗଲା କେମିତି?

  • Nov 14, 2025 11:35 IST

    ୩୩ ହଜାର ୨୩୨ ଭୋଟରେ ଆଗୁଆ ଜୟ

  • Nov 14, 2025 11:23 IST

    ଆସିଲା ନୂଆପଡ଼ା ନବମ ରାଉଣ୍ଡ ଗଣତିର ଫଳାଫଳ

  • Nov 14, 2025 11:11 IST

    ଆଗରେ ଜୟ ଢୋଲକିଆ

  • Nov 14, 2025 11:03 IST

    ନୂଆପଡ଼ା ଜନାଦେଶ: ବିଜେପିର ଏକ ତରଫା ଲିଡ୍‌, ଷଷ୍ଠ ରାଉଣ୍ଡରେ ବି ପଛରେ ପଡ଼ିଲେ କଂଗ୍ରେସ ଓ ବିଜେଡି

    By-Election-Nuapada

  • Nov 14, 2025 10:51 IST

    ଦିଲ୍ଲୀଠୁ ଓଡ଼ିଶା , ବିଜେପି ଅଫିସରେ ମିଠା ପସରା ; ବିଜୟ ଉତ୍ସବ ପାଇଁ ଚାଲିଛି ପ୍ରସ୍ତୁତି

    sweet
    celebration preparation, bjp office Photograph: (kanaknews)

  • Nov 14, 2025 10:14 IST

    ତୃତୀୟ ରାଉଣ୍ଡ୍‌ରେ ପଛରେ ପଡ଼ିଲେ ବିଜେଡି ଓ କଂଗ୍ରେସ, ଲିଡ୍‌ କରୁଛି ବିଜେପି

     

    nuapada election
    Photograph: (kanaknews)

     

  • Nov 14, 2025 09:58 IST

    ବିଜେଡି, କଂଗ୍ରେସ କଡା ଲଢ଼େଇ; ଆଗରେ ମାଡ଼ିଚାଲିଛନ୍ତି ଜୟ

    https://kanaknews.com/news/2nd-round-updates-of-nuapada-vote-counting-10681283

  • Nov 14, 2025 09:57 IST

    ଆଗରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ

  • Nov 14, 2025 09:46 IST

    ଆସିଲା ନୂଆପଡ଼ା ଟ୍ରେଣ୍ଡ୍: ଆଗରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ

    କନକ ବ୍ୟୁରୋ: ସାମ୍ନାକୁ ଆସିଲା ନୂଆପଡ଼ା ଉପ ନିର୍ବାଚନର ପ୍ରାରମ୍ଭିକ ଟ୍ରେଣ୍ଡ୍ । ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ପ୍ରଥମ ରାଉଣ୍ଡରେ ଜୟ ଢୋଲକିଆ ୪ ହଜାର ୯୦୪ ଭୋଟ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ୧୩୫୭ ଆଉ କଂଗ୍ରେସ ପ୍ରାର୍ଥୀ ୧୩୦୮ ଖଣ୍ଡ ଭୋଟ ପାଇଛନ୍ତି । ଜୟ ଢୋସକିଆ ବର୍ତ୍ତମାନ ୩ ହଜାର ୫୪୭ ଭୋଟରେ ଆଗୁଆ ଅଛନ୍ତି । ତେବେ ଆହୁରି ୨୫ ରାଉଣ୍ଡ ଭୋଟ ଗଣତି ବାକି ଅଛି । ଦେଖିବା ବାକି ରହିଲା ନୂଆପଡ଼ାରେ କିଏ ମାରୁଛି ବାଜି । 

    ଭୋଟ ଗଣତିକୁ ସମ୍ପୂର୍ଣ୍ଣ ସ୍ବଚ୍ଛ ଓ ପାରଦର୍ଶିତାର ସହ ଶେଷ କରିବା ପାଇଁ ସାମିଲ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ମୋଟ ୧୪ଟି ଟେବୁଲ୍‌ରେ ୨୬ ରାଉଣ୍ଡ ଗଣତି ହେବ । ପ୍ରଥମେ ପୋଷ୍ଟାଲ୍‌ ବାଲାଟ୍, ପରେ ଇଭିଏମ୍‌ ଗଣତି ଚାଲିଛି । ପ୍ରତି ରାଉଣ୍ଡରେ ରେଜଲ୍ଟ ଘୋଷଣା କରାଯିବ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଭୋଟ୍ ଗଣତି ହେଉଛି । ଗଣତି ପୂର୍ବରୁ ଆଜି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ବରିଷ୍ଠ ଅଧିକାରୀ । ଷ୍ଟ୍ରଙ୍ଗରୁମରେ ଥିବା ଇଭିଏମ ଓ ଭିଭିପାଟ୍ ମେସିନର ନିରୀକ୍ଷଣ କରାଯାଇଛି । ପ୍ରତ୍ୟେକ ଟେବୁଲରେ ଜଣେ ଗଣତି ସହକାରୀ ଅଧିକାରୀ, ଗଣତି ସୁପରଭାଇଜର ଏବଂ ମାଇକ୍ରୋ ଅବଜର୍ଭର୍ ନିୟୋଜିତ ରହିଛନ୍ତି । ନୂଆପଡା ଉପନିର୍ବାଚନ ଫଳାଫଳ ରାଜନୈତିକ ଦୃଷ୍ଟିକୋଣରୁ ସବୁ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ରାଜନୀତି ତେଜିଛି ।

    ସେହିପରି ଆଜି  ବିହାର ବିଧାନସଭା ନିର୍ବାଚନ ଫଳାଫଳ ବି ଆସିବ । କିଏ ଆସନ୍ତା ୫ ବର୍ଷ ପାଇଁ ବିହାରରେ ସରକାର କରିବ ତାହା ସ୍ପଷ୍ଟ ହୋଇଯିବ । ପ୍ରାୟ ସବୁ ଏଗଜିଟ୍ ପୋଲ ରିପୋର୍ଟ ମୁତାବକ ଏନଡିଏ ପୁଣି ଥରେ ବିହାରର ସରକାର ଗଠନ କରିବ, ନାଁ ବୁଥ୍‌ ବାହୁଡ଼ା ମତ ଭୁଲ ପ୍ରମାଣିତ ହେବ, ତାହା ଉପରେ ପୁରା ଦେଶର ନଜର ରହିଛି ।

  • Nov 14, 2025 08:46 IST

    ନୂଆପଡ଼ାରେ କିଏ ଜିତିବ: କହିଦେଲେ ଜୟଦେବ

  • Nov 14, 2025 08:45 IST

    ଖାକି ଛାଡ଼ି ଖଦି ପିନ୍ଧିଥିଲେ ; ଜମାଲପୁର ଜନତା ଭରସା ରଖିବେ ତ?

  • Nov 14, 2025 08:12 IST

    ବିହାରରେ ଆଜି ସେଲିବ୍ରିଟିଙ୍କ ଭାଗ୍ୟ ପରୀକ୍ଷା; କରିଥିଲେ ଜୋରଦାର ପ୍ରଚାର

  • Nov 14, 2025 08:01 IST

    ବିହାର ମତଦାନ: କେଉଁ ବର୍ଷ କେତେ ହୋଇଥିଲା ମତଦାନ?

  • Nov 14, 2025 07:38 IST

    ଭୋଟ୍ ଗଣତି ପାଇଁ ଚାଲିଛି ପ୍ରସ୍ତୁତି । କଡ଼ାକଡ଼ି ହୋଇଛି ସୁରକ୍ଷା ବ୍ୟବସ୍ଥା, ଦେଖନ୍ତୁ କେମିତି ରହିଛି ସ୍ଥିତି

  • Nov 14, 2025 07:23 IST

    ଖୋଲିବ ଇଭିଏମ୍, ଆସିବ ନିର୍ବାଚନ ଫଳାଫଳ । ନୂଆପଡ଼ା ଉପନିର୍ବାଚନ ଓ ବିହାର ନିର୍ବାଚନର ଆଜି ଭୋଟ୍ ଗଣତି

  • Nov 14, 2025 06:36 IST

    ଆଜି ଭୋଟ୍ ଗଣତି: ନୂଆ ବିଧାୟକ ପାଇବେ ନୂଆପଡ଼ାବାସୀ

    ଆଜି ନୂଆପଡା ଉପନିର୍ବାଚନ ଫଳ । ସକାଳୁ ଷ୍ଟ୍ରଙ୍ଗରୁମରେ ଖୋଲାଯିବ ଇଭିଏମ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଗଣତିକୁ ସମ୍ପୂର୍ଣ୍ଣ ସ୍ବଛ ଓ ପାରଦର୍ଶିତାର ସହ ଶେଷ କରିବା ପାଇଁ ସାମିଲ ହେବାକୁ ଥିବା ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ସକାଳ ୮ଟାରୁ ହେବ ଭୋଟ୍ ଗଣତି । ମୋଟ ୧୪ଟି ଟେବୁଲ୍‌ରେ ୨୬ ରାଉଣ୍ଡ ଗଣତି ହେବ । 

    ପ୍ରଥମେ ପୋଷ୍ଟାଲ୍‌ ବାଲାଟ୍, ପରେ ଇଭିଏମ୍‌ ଗଣତି ହେବ । ପ୍ରତି ରାଉଣ୍ଡରେ ରେଜଲ୍ଟ ଘୋଷଣା କରାଯିବ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଭୋଟ୍ ଗଣତି ହେବ । ଗଣତି ପୂର୍ବରୁ ଆଜି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ବରିଷ୍ଠ ଅଧିକାରୀ । ଷ୍ଟ୍ରଙ୍ଗରୁମରେ ଥିବା ଇଭିଏମ ଓ ଭିଭିପାଟ୍ ମେସିନର ନିରୀକ୍ଷଣ କରାଯାଇଛି । ପ୍ରତ୍ୟେକ ଟେବୁଲରେ ଜଣେ ଗଣତି ସହକାରୀ ଅଧିକାରୀ, ଗଣତି ସୂପରଭାଇଜର ଏବଂ ମାଇକ୍ରୋ ଅବଜର୍ଭର୍ ନିୟୋଜିତ ରହିବେ । ନୂଆପଡା ଉପନିର୍ବାଚନ ଫଳାଫଳ ରାଜନୈତିକ ଦୃଷ୍ଟିକୋଣରୁ ସବୁ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ତେଜିଛି ରାଜନୀତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe