କନକ ବ୍ୟୁରୋ: ନୂଆପଡ଼ା ନିର୍ବାଚନର ରେଜଲ୍ଟ ଆସୁଛି । ଆଉ ୯ମ ରାଉଣ୍ଡ ସୁଦ୍ଧା ଯେଉଁ ଟ୍ରେଣ୍ଡ ସାମ୍ନାକୁ ଆସିଛି, ସେଥିରେ ବିଜେଡି କଂଗ୍ରେସକୁ ବହୁ ପଛରେ ପକାଇଛି ବିଜେପି । ମାତ୍ର ୯ମ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୩୦ ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି । ଯାହାକି ତାଙ୍କ ବିଜୟକୁ ଧିରେ ଧିରେ ପକ୍କା କରୁଛି । ଅନ୍ୟପଟେ ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୯ମ ରାଉଣ୍ଡ ସୁଦ୍ଧା ମାତ୍ର ୧୪ ହଜାର ୭୮୪ ଖଣ୍ଡ ଭୋଟ୍ ମିଳିଛି, ଆଉ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୧୧୯୫୭ ଖଣ୍ଡ ଭୋଟ୍ ମିଳିଛି ।  

Advertisment
9th round nuapada
9th round nuapada Photograph: (kanak news)