ଆସୁଛି ନିର୍ବାଚନ ରେଜଲ୍ଟର ତାଜା ଅପଡେଟ୍ । ବିହାରରେ କିଏ ଗଢ଼ିବ ସରକାର? ନୂଆପଡ଼ାରେ କିଏ ମାରିବ ବାଜି? ନିର୍ବାଚନ ରେଜଲ୍ଟର ପ୍ରତିଟି ଟିକିନିକି ଖବର ଦେଖନ୍ତୁ ଆମ ସହିତ...
- Nov 14, 2025 16:32 IST
ବିଜୟଙ୍କ ବିସ୍ଫୋରକ ବୟାନ, କହିଲେ ନବୀନ ବାବୁ ଯାଇନଥିଲେ ବିଜେଡି ଅଧିକ ଭୋଟ ପାଇଥାଆନ୍ତା
- Nov 14, 2025 16:27 IST
ନୂଆପଡ଼ା ଉପ ନିର୍ବାଚନରେ ବାଜି ମାରିଲା ବିଜେପି: ୮୩ ହଜାରରୁ ଅଧିକ ଭୋଟରେ ଜିତିଲେ ଜୟ ଢୋଲକିଆ
- Nov 14, 2025 15:59 IST
ଜୟଙ୍କ ବିଜୟ ସୁନିଶ୍ଚିତ
#ଆସିଲା_୨୫ତମ_ରାଉଣ୍ଡର_ଫଳାଫଳ#ଜୟଙ୍କ_ବିଜୟ_ସୁନିଶ୍ଚିତ
— Kanak News (@kanak_news) November 14, 2025
- ବିଜେପି ପ୍ରାର୍ଥୀ ଜୟ ଢୋଲକିଆ -୧ ଲକ୍ଷ ୨୦ ହଜାର ୪୬୬
- କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ - ୩୯ ହଜାର ୮୫
- ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ -୩୭ ହଜାର ୪୬୪#NuapadaElection2025#NuapadaResultWithKanakNews#NuapadaByElection#Odisha#KanakNews#Nuapadapic.twitter.com/zpbZuoHJGu - Nov 14, 2025 15:35 IST
Nuapada ByeElection: ଲକ୍ଷେ ଟପିଲା ବିଜେପିର ଭୋଟ, ବିଜୟ ମୁହାଁ ଜୟ
- Nov 14, 2025 15:05 IST
ବଡ଼ ବିଜୟ ମୁହାଁ ଜୟ ଢୋଲକିଆ
#ଆସିଲା_୨୧ତମ_ରାଉଣ୍ଡର_ଫଳାଫଳ#ବଡ଼_ବିଜୟ_ମୁହାଁ_ଜୟ_ଢୋଲକିଆ
— Kanak News (@kanak_news) November 14, 2025
- ବିଜେପି ପ୍ରାର୍ଥୀ ଜୟ ଢୋଲକିଆ - ୧ ଲକ୍ଷ ୩ ହଜାର ୮୩
- କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ - ୩୩ ହଜାର ୮୫୮
- ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ - ୩୨ ହଜାର ୫୨#NuapadaElection2025#NuapadaResultWithKanakNews#NuapadaByElection#Odisha#KanakNews… pic.twitter.com/VVVU1oulmZ - Nov 14, 2025 14:55 IST
୬୫ ହଜାର ୫୯୮ ଭୋଟରେ ଆଗୁଆ ଜୟ
#୨୦ତମ_ରାଉଣ୍ଡ#୬୫_ହଜାର_୫୯୮_ଭୋଟରେ_ଆଗୁଆ_ଜୟ
— Kanak News (@kanak_news) November 14, 2025
ଆସିଲା ନୂଆପଡ଼ା ୨୦ତମ ରାଉଣ୍ଡ ଗଣତିର ଫଳାଫଳ , ୯୭ ହଜାର ୭୮୯ ଖଣ୍ଡ ଭୋଟ୍ ପାଇ ଆଗରେ ଅଛନ୍ତି ଜୟ ଢୋଲକିଆ । କଂଗ୍ରେସ ୩୨ ହଜାର ୧୯୧ ଏବଂ ବିଜେଡି ୩୦ ହଜାର ୪୨୩ ଖଣ୍ଡ ଭୋଟ୍ ପାଇଛି ।#NuapadaElection2025#NuapadaResultWithKanakNews#NuapadaByElection#Odisha#KanakNews… pic.twitter.com/QT1nSanmgQ - Nov 14, 2025 14:25 IST
ମୁଁ ଆଜି ହୃଦୟରୁ ନାଚୁଛି ; ଲୋକଙ୍କ ବିଶ୍ବାସକୁ ନେଇ ଏପରି କହିଲେ ଜୟ
/fit-in/580x348/filters:format(webp)/kanak/media/media_files/2025/11/14/49-2025-11-14-14-21-31.jpg)
Jay dholkia Photograph: (kanaknews) - Nov 14, 2025 13:27 IST
ଆଗରେ ବିଜେପି ପ୍ରାର୍ଥୀ
#୧୫ତମ_ରାଉଣ୍ଡ#୫୦_ହଜାର_୬୫୬_ଭୋଟରେ_ଆଗୁଆ_ଜୟ_ଢୋଲକିଆ
— Kanak News (@kanak_news) November 14, 2025
ଆସିଲା ନୂଆପଡ଼ା ୧୫ତମ ରାଉଣ୍ଡ ଗଣତିର ଫଳାଫଳ , ୭୩ ହଜାର ୭୪୫ ଖଣ୍ଡ ଭୋଟ୍ ପାଇ ଆଗରେ ଅଛନ୍ତି ଜୟ ଢୋଲକିଆ । ବିଜେଡି ୨୩ ହଜାର ୮୯ ଏବଂ କଂଗ୍ରେସ ୨୨ ହଜାର ୬୧୮ ଖଣ୍ଡ ଭୋଟ୍ ପାଇଛି ।#NuapadaElection2025#NuapadaResultWithKanakNews#NuapadaByElection#Odisha… pic.twitter.com/UFgtCwf8gE - Nov 14, 2025 13:13 IST
’ବିହାର ମାନେ ନୀତୀଶ କୁମାର’ , ପଟନାରେ ଲାଗିଲା ପୋଷ୍ଟର
https://kanaknews.com/news/nitish-kumar-poster-near-jdu-office-10693997
/fit-in/580x348/filters:format(webp)/kanak/media/media_files/2025/11/14/nn-2025-11-14-13-07-46.jpg)
Nitish kumar poster Photograph: (kanakNews) - Nov 14, 2025 12:57 IST
୪୬ ହଜାର ୭୧୩ ଭୋଟରେ ଆଗୁଆ ଜୟ
#୧୪ତମ_ରାଉଣ୍ଡ
— Kanak News (@kanak_news) November 14, 2025
ଆସିଲା ନୂଆପଡ଼ା ୧୪ତମ ରାଉଣ୍ଡ ଗଣତିର ଫଳାଫଳ,୪୬ ହଜାର ୭୧୩ ଭୋଟରେ ଆଗୁଆ ଜୟ ।
- ବିଜେପି ପ୍ରାର୍ଥୀ ଜୟ ଢୋଲକିଆ -୬୮ ହଜାର ୫୬୪
- ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ -୨୧ ହଜାର ୮୫୧
- କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ - ୨୧ ହଜାର ୪୬୦#NuapadaElection2025#NuapadaResultWithKanakNews#NuapadaByElection… pic.twitter.com/3yE9sF6IAA - Nov 14, 2025 12:47 IST
ବିଜେପି ବିଜୟ ମୁହାଁ
- Nov 14, 2025 12:46 IST
ଲୋକଙ୍କ ପ୍ରଥମ ପସନ୍ଦ ଥିଲା କଂଗ୍ରେସ
- Nov 14, 2025 12:37 IST
ନୂଆପଡ଼ା ଜନାଦେଶ: ୩୫ ହଜାର ଲିଡ୍ ପରେ ଜୟଙ୍କ ପ୍ରତିକ୍ରିୟା, କହିଲେ ଏ ବିଜୟ ନୂଆପଡ଼ାବାସୀଙ୍କର
- Nov 14, 2025 12:32 IST
ଆଗରେ ଜୟ ଢୋଲକିଆ
#୧୩ତମ_ରାଉଣ୍ଡ#୪୩_ହଜାର_୨୩୪_ଭୋଟରେ_ଆଗୁଆ_ଜୟ_ଢୋଲକିଆ
— Kanak News (@kanak_news) November 14, 2025
ଆସିଲା ନୂଆପଡ଼ା ୧୩ତମ ରାଉଣ୍ଡ ଗଣତିର ଫଳାଫଳ , ୬୩ ହଜାର ୫୨୨ ଖଣ୍ଡ ଭୋଟ୍ ପାଇ ଆଗରେ ଅଛନ୍ତି ଜୟ ଢୋଲକିଆ । ବିଜେଡି ୨୦ ହଜାର ୨୮୮ ଏବଂ କଂଗ୍ରେସ ୨୦ ହଜାର ୧୦୩ ଖଣ୍ଡ ଭୋଟ୍ ପାଇଛି ।#NuapadaElection2025#NuapadaResultWithKanakNews#NuapadaByElection#Odisha… pic.twitter.com/8PZ0HydlPa - Nov 14, 2025 12:05 IST
୪୦ ହଜାର ୩୧୩ ଭୋଟରେ ଆଗୁଆ ଜୟ
#୧୨ତମ_ରାଉଣ୍ଡ
— Kanak News (@kanak_news) November 14, 2025
ଆସିଲା ନୂଆପଡ଼ା ୧୨ତମ ରାଉଣ୍ଡ ଗଣତିର ଫଳାଫଳ,୪୦ ହଜାର ୩୧୩ ଭୋଟରେ ଆଗୁଆ ଜୟ ।
- ବିଜେପି ପ୍ରାର୍ଥୀ ଜୟ ଢୋଲକିଆ -୫୯ ହଜାର ୩୬୬
- ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ -୧୯ ହଜାର ୫୩
- କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ - ୧୭ ହଜାର ୪୩୭#NuapadaElection2025#NuapadaResultWithKanakNews#NuapadaByElection… pic.twitter.com/777j3w9G6t - Nov 14, 2025 11:51 IST
ଆଗେଇ ଚାଲିଛନ୍ତି ମୈଥିଲି ଠାକୁର; ହଟ୍ ସିଟରେ ଅଲିନଗର
https://kanaknews.com/news/singer-maithili-thakur-of-bjp-leads-in-bihars-alinagar-10681755
/fit-in/580x348/filters:format(webp)/kanak/media/media_files/2025/11/14/22-2025-11-14-11-48-44.jpg)
maithili thakur Photograph: (kanakNews) - Nov 14, 2025 11:44 IST
କମିଲା ନବୀନଙ୍କ କ୍ରେଜ୍
- Nov 14, 2025 11:42 IST
୩୩ ହଜାର ୨୩୨ ଭୋଟରେ ଆଗୁଆ ଜୟ
#ଦଶମ_ରାଉଣ୍ଡ
— Kanak News (@kanak_news) November 14, 2025
ଆସିଲା ନୂଆପଡ଼ା ଦଶମ ରାଉଣ୍ଡ ଗଣତିର ଫଳାଫଳ
ବିଜେପି ପ୍ରାର୍ଥୀ ଜୟ ଢୋଲକିଆ -୫୦ ହଜାର ୩୩୩
ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ -୧୭ ହଜାର ୧୦୧
କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ - ୧୩ ହଜାର ୭୫୧#NuapadaElection2025#NuapadaResultWithKanakNews#NuapadaByElection#Odisha#KanakNews#Nuapadapic.twitter.com/jE0m0A2lvl - Nov 14, 2025 11:41 IST
କଂଗ୍ରେସ ବିଜେଡି, ସାପ ସିଢି ଖେଳ
- Nov 14, 2025 11:38 IST
ନୂଆପଡ଼ାରେ ଜିତୁଛି ବିଜେପି, ଟ୍ରେଣ୍ଡରେ ଆଗୁଆ
- Nov 14, 2025 11:37 IST
ବିଜେପିକୁ ଏତେ ଭୋଟ୍ ଗଲା କେମିତି?
- Nov 14, 2025 11:35 IST
୩୩ ହଜାର ୨୩୨ ଭୋଟରେ ଆଗୁଆ ଜୟ
#ଦଶମ_ରାଉଣ୍ଡ
— Kanak News (@kanak_news) November 14, 2025
ଆସିଲା ନୂଆପଡ଼ା ଦଶମ ରାଉଣ୍ଡ ଗଣତିର ଫଳାଫଳ
ବିଜେପି ପ୍ରାର୍ଥୀ ଜୟ ଢୋଲକିଆ -୫୦ ହଜାର ୩୩୩
ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ -୧୭ ହଜାର ୧୦୧
କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ - ୧୩ ହଜାର ୭୫୧#NuapadaElection2025#NuapadaResultWithKanakNews#NuapadaByElection#Odisha#KanakNews#Nuapadapic.twitter.com/jE0m0A2lvl - Nov 14, 2025 11:23 IST
ଆସିଲା ନୂଆପଡ଼ା ନବମ ରାଉଣ୍ଡ ଗଣତିର ଫଳାଫଳ
#ନବମ_ରାଉଣ୍ଡ
— Kanak News (@kanak_news) November 14, 2025
ଆସିଲା ନୂଆପଡ଼ା ନବମ ରାଉଣ୍ଡ ଗଣତିର ଫଳାଫଳ
ବିଜେପି ପ୍ରାର୍ଥୀ ଜୟ ଢୋଲକିଆ -୪୫ ହଜାର ୨୫୧
ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ -୧୪ ହଜାର ୭୮୪
କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ - ୧୧ ହଜାର ୯୫୭#NuapadaElection2025#NuapadaResultWithKanakNews#NuapadaByElection#Odisha#KanakNews#Nuapadapic.twitter.com/ycYhRW5pd1 - Nov 14, 2025 11:11 IST
ଆଗରେ ଜୟ ଢୋଲକିଆ
#ଅଷ୍ଟମ_ରାଉଣ୍ଡ
— Kanak News (@kanak_news) November 14, 2025
ଆସିଲା ନୂଆପଡ଼ା ଅଷ୍ଟମ ରାଉଣ୍ଡ ଗଣତିର ଫଳାଫଳ , ୪୧ ହଜାର ୫୨୦ ଖଣ୍ଡ ଭୋଟ୍ ପାଇ ଆଗରେ ଅଛନ୍ତି ଜୟ ଢୋଲକିଆ । ବିଜେଡି ୧୨ ହଜାର ୬୩୨ ଏବଂ କଂଗ୍ରେସ ୧୦ ହଜାର ୬୪୯ ଖଣ୍ଡ ଭୋଟ୍ ପାଇଛି ।#NuapadaElection2025#NuapadaResultWithKanakNews#NuapadaByElection#Odisha#KanakNews#Nuapadapic.twitter.com/f30DO5994h - Nov 14, 2025 11:03 IST
ନୂଆପଡ଼ା ଜନାଦେଶ: ବିଜେପିର ଏକ ତରଫା ଲିଡ୍, ଷଷ୍ଠ ରାଉଣ୍ଡରେ ବି ପଛରେ ପଡ଼ିଲେ କଂଗ୍ରେସ ଓ ବିଜେଡି
- Nov 14, 2025 10:51 IST
ଦିଲ୍ଲୀଠୁ ଓଡ଼ିଶା , ବିଜେପି ଅଫିସରେ ମିଠା ପସରା ; ବିଜୟ ଉତ୍ସବ ପାଇଁ ଚାଲିଛି ପ୍ରସ୍ତୁତି
- Nov 14, 2025 10:14 IST
ତୃତୀୟ ରାଉଣ୍ଡ୍ରେ ପଛରେ ପଡ଼ିଲେ ବିଜେଡି ଓ କଂଗ୍ରେସ, ଲିଡ୍ କରୁଛି ବିଜେପି
- Nov 14, 2025 09:58 IST
ବିଜେଡି, କଂଗ୍ରେସ କଡା ଲଢ଼େଇ; ଆଗରେ ମାଡ଼ିଚାଲିଛନ୍ତି ଜୟ
https://kanaknews.com/news/2nd-round-updates-of-nuapada-vote-counting-10681283
- Nov 14, 2025 09:57 IST
ଆଗରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
- Nov 14, 2025 09:46 IST
ଆସିଲା ନୂଆପଡ଼ା ଟ୍ରେଣ୍ଡ୍: ଆଗରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
କନକ ବ୍ୟୁରୋ: ସାମ୍ନାକୁ ଆସିଲା ନୂଆପଡ଼ା ଉପ ନିର୍ବାଚନର ପ୍ରାରମ୍ଭିକ ଟ୍ରେଣ୍ଡ୍ । ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ପ୍ରଥମ ରାଉଣ୍ଡରେ ଜୟ ଢୋଲକିଆ ୪ ହଜାର ୯୦୪ ଭୋଟ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ୧୩୫୭ ଆଉ କଂଗ୍ରେସ ପ୍ରାର୍ଥୀ ୧୩୦୮ ଖଣ୍ଡ ଭୋଟ ପାଇଛନ୍ତି । ଜୟ ଢୋସକିଆ ବର୍ତ୍ତମାନ ୩ ହଜାର ୫୪୭ ଭୋଟରେ ଆଗୁଆ ଅଛନ୍ତି । ତେବେ ଆହୁରି ୨୫ ରାଉଣ୍ଡ ଭୋଟ ଗଣତି ବାକି ଅଛି । ଦେଖିବା ବାକି ରହିଲା ନୂଆପଡ଼ାରେ କିଏ ମାରୁଛି ବାଜି ।
ଭୋଟ ଗଣତିକୁ ସମ୍ପୂର୍ଣ୍ଣ ସ୍ବଚ୍ଛ ଓ ପାରଦର୍ଶିତାର ସହ ଶେଷ କରିବା ପାଇଁ ସାମିଲ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ମୋଟ ୧୪ଟି ଟେବୁଲ୍ରେ ୨୬ ରାଉଣ୍ଡ ଗଣତି ହେବ । ପ୍ରଥମେ ପୋଷ୍ଟାଲ୍ ବାଲାଟ୍, ପରେ ଇଭିଏମ୍ ଗଣତି ଚାଲିଛି । ପ୍ରତି ରାଉଣ୍ଡରେ ରେଜଲ୍ଟ ଘୋଷଣା କରାଯିବ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଭୋଟ୍ ଗଣତି ହେଉଛି । ଗଣତି ପୂର୍ବରୁ ଆଜି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ବରିଷ୍ଠ ଅଧିକାରୀ । ଷ୍ଟ୍ରଙ୍ଗରୁମରେ ଥିବା ଇଭିଏମ ଓ ଭିଭିପାଟ୍ ମେସିନର ନିରୀକ୍ଷଣ କରାଯାଇଛି । ପ୍ରତ୍ୟେକ ଟେବୁଲରେ ଜଣେ ଗଣତି ସହକାରୀ ଅଧିକାରୀ, ଗଣତି ସୁପରଭାଇଜର ଏବଂ ମାଇକ୍ରୋ ଅବଜର୍ଭର୍ ନିୟୋଜିତ ରହିଛନ୍ତି । ନୂଆପଡା ଉପନିର୍ବାଚନ ଫଳାଫଳ ରାଜନୈତିକ ଦୃଷ୍ଟିକୋଣରୁ ସବୁ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ରାଜନୀତି ତେଜିଛି ।
ସେହିପରି ଆଜି ବିହାର ବିଧାନସଭା ନିର୍ବାଚନ ଫଳାଫଳ ବି ଆସିବ । କିଏ ଆସନ୍ତା ୫ ବର୍ଷ ପାଇଁ ବିହାରରେ ସରକାର କରିବ ତାହା ସ୍ପଷ୍ଟ ହୋଇଯିବ । ପ୍ରାୟ ସବୁ ଏଗଜିଟ୍ ପୋଲ ରିପୋର୍ଟ ମୁତାବକ ଏନଡିଏ ପୁଣି ଥରେ ବିହାରର ସରକାର ଗଠନ କରିବ, ନାଁ ବୁଥ୍ ବାହୁଡ଼ା ମତ ଭୁଲ ପ୍ରମାଣିତ ହେବ, ତାହା ଉପରେ ପୁରା ଦେଶର ନଜର ରହିଛି ।
- Nov 14, 2025 08:46 IST
ନୂଆପଡ଼ାରେ କିଏ ଜିତିବ: କହିଦେଲେ ଜୟଦେବ
- Nov 14, 2025 08:45 IST
ଖାକି ଛାଡ଼ି ଖଦି ପିନ୍ଧିଥିଲେ ; ଜମାଲପୁର ଜନତା ଭରସା ରଖିବେ ତ?
- Nov 14, 2025 08:12 IST
ବିହାରରେ ଆଜି ସେଲିବ୍ରିଟିଙ୍କ ଭାଗ୍ୟ ପରୀକ୍ଷା; କରିଥିଲେ ଜୋରଦାର ପ୍ରଚାର
- Nov 14, 2025 08:01 IST
ବିହାର ମତଦାନ: କେଉଁ ବର୍ଷ କେତେ ହୋଇଥିଲା ମତଦାନ?
- Nov 14, 2025 07:38 IST
ଭୋଟ୍ ଗଣତି ପାଇଁ ଚାଲିଛି ପ୍ରସ୍ତୁତି । କଡ଼ାକଡ଼ି ହୋଇଛି ସୁରକ୍ଷା ବ୍ୟବସ୍ଥା, ଦେଖନ୍ତୁ କେମିତି ରହିଛି ସ୍ଥିତି
- Nov 14, 2025 07:23 IST
ଖୋଲିବ ଇଭିଏମ୍, ଆସିବ ନିର୍ବାଚନ ଫଳାଫଳ । ନୂଆପଡ଼ା ଉପନିର୍ବାଚନ ଓ ବିହାର ନିର୍ବାଚନର ଆଜି ଭୋଟ୍ ଗଣତି
- Nov 14, 2025 06:36 IST
ଆଜି ଭୋଟ୍ ଗଣତି: ନୂଆ ବିଧାୟକ ପାଇବେ ନୂଆପଡ଼ାବାସୀ
ଆଜି ନୂଆପଡା ଉପନିର୍ବାଚନ ଫଳ । ସକାଳୁ ଷ୍ଟ୍ରଙ୍ଗରୁମରେ ଖୋଲାଯିବ ଇଭିଏମ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଗଣତିକୁ ସମ୍ପୂର୍ଣ୍ଣ ସ୍ବଛ ଓ ପାରଦର୍ଶିତାର ସହ ଶେଷ କରିବା ପାଇଁ ସାମିଲ ହେବାକୁ ଥିବା ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ସକାଳ ୮ଟାରୁ ହେବ ଭୋଟ୍ ଗଣତି । ମୋଟ ୧୪ଟି ଟେବୁଲ୍ରେ ୨୬ ରାଉଣ୍ଡ ଗଣତି ହେବ ।
ପ୍ରଥମେ ପୋଷ୍ଟାଲ୍ ବାଲାଟ୍, ପରେ ଇଭିଏମ୍ ଗଣତି ହେବ । ପ୍ରତି ରାଉଣ୍ଡରେ ରେଜଲ୍ଟ ଘୋଷଣା କରାଯିବ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଭୋଟ୍ ଗଣତି ହେବ । ଗଣତି ପୂର୍ବରୁ ଆଜି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ବରିଷ୍ଠ ଅଧିକାରୀ । ଷ୍ଟ୍ରଙ୍ଗରୁମରେ ଥିବା ଇଭିଏମ ଓ ଭିଭିପାଟ୍ ମେସିନର ନିରୀକ୍ଷଣ କରାଯାଇଛି । ପ୍ରତ୍ୟେକ ଟେବୁଲରେ ଜଣେ ଗଣତି ସହକାରୀ ଅଧିକାରୀ, ଗଣତି ସୂପରଭାଇଜର ଏବଂ ମାଇକ୍ରୋ ଅବଜର୍ଭର୍ ନିୟୋଜିତ ରହିବେ । ନୂଆପଡା ଉପନିର୍ବାଚନ ଫଳାଫଳ ରାଜନୈତିକ ଦୃଷ୍ଟିକୋଣରୁ ସବୁ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ତେଜିଛି ରାଜନୀତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/11/13/election-result-live-update-2025-11-13-15-29-25.jpg)
/fit-in/580x348/filters:format(webp)/kanak/media/media_files/2025/11/14/bijoy-mohapatra-2025-11-14-16-15-29.jpg)
/fit-in/580x348/filters:format(webp)/kanak/media/media_files/2025/11/14/bjp-won-2025-11-14-16-26-01.jpg)
/fit-in/580x348/filters:format(webp)/kanak/media/media_files/2025/11/14/nuapada-2025-11-14-15-29-02.jpg)
/fit-in/580x348/filters:format(webp)/kanak/media/media_files/2025/11/14/jaya-dholokia-reaction-2025-11-14-12-31-34.jpg)
/fit-in/580x348/filters:format(webp)/kanak/media/media_files/2025/11/14/naveen-2025-11-14-11-33-54.jpg)
/fit-in/580x348/filters:format(webp)/kanak/media/media_files/2025/11/14/by-election-nuapada-2025-11-14-10-58-12.jpg)
/fit-in/580x348/filters:format(webp)/kanak/media/media_files/2025/11/14/sweet-2025-11-14-10-43-16.jpg)
/fit-in/580x348/filters:format(webp)/kanak/media/media_files/2025/11/11/nuapada-election-2025-11-11-06-20-21.jpg)