Advertisment
ବିଜେଡି ଉପରେ ବର୍ଷିଲେ ମୋଦୀ । କହିଲେ, ଜୁନ୍ ୧୦ରେ ଶପଥ ନେବ ଡବଲ ଇଞ୍ଜିନ ସରକାର, ଓଡ଼ିଆ ପୁଅ କିମ୍ବା ଝିଅ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ।

ଘସିପୁରା ଗୁଣ୍ଡାଗର୍ଦ୍ଦିକୁ ନେଇ ସିଇଓଙ୍କ ଚେତାବନୀ । କହିଲେ, ଘଟଣା ବାବଦରେ ପୋଲିସ ଡିଜିଙ୍କ ସହ କଥା ହୋଇଛି, କୌଣସି ପ୍ରକାର ହିଂସାକୁ କରାଯିବନି ବରଦାସ୍ତ ।

ପୁରୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପହଞ୍ଚିବା ପରେ ଶ୍ରୀମନ୍ଦିର ଗଲେ ମୋଦୀ ।

ଆଜି ପୁରୀରେ ମୋଦିଙ୍କ ରୋଡ ସୋ’ । ମହାପ୍ରଭୁଙ୍କ ଦର୍ଶନ ପରେ ବିଶାଳ ରୋଡ ସୋ’ କରିବେ ମୋଦି ।

ଆଜି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ୫ ଲୋକସଭା ଏବଂ ୩୫ ବିଧାନସଭା ଆସନ ପାଇଁ ପଡିବ ଭୋଟ୍, ଫୋକସରେ ରହିବ ମୁଖ୍ୟମନ୍ତ୍ରୀ ଲଢୁଥିବା ୨ ଆସନ ।

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ହିଂସା । ଭଞ୍ଜନଗର ବେତାର ଛକରେ ସରପଂଚଙ୍କ ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ, ପ୍ରତିବାଦରେ ବିଜେପି କର୍ମୀଙ୍କ ଧାରଣା

ରାତି ପାହିଲେ ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ୫ ଲୋକସଭା ଓ ୩୫ ବିଧାନସଭା କ୍ଷେତ୍ର ପାଇଁ ନେତା ବାଛିବେ ଜନତା

ଶଂଖ ଛାଡି ପଦ୍ମ ଶିବିରରେ ସମୀର । ବଦଳିଯିବ କି ନିମାପଡା ବିଜେଡିର ସମୀକରଣ, ବିଜେଡି କହିଲା ପଡିବନି ପ୍ରଭାବ

ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ପ୍ରଚାର କଲେ ପ୍ରତିରକ୍ଷା ମନ୍ତ୍ରୀ । ରେଢାଖୋଲରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ ରାଜନାଥ, ମେ ଶେଷ ସପ୍ତାହରେ କଂଗ୍ରେସ ପାଇଁ ପ୍ରଚାର କରିବେ ପ୍ରିୟଙ୍କା, ରାହୁଲ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନବୀନଙ୍କ ମାରାଥନ ପ୍ରଚାର । କେନ୍ଦୁଝର ଆନନ୍ଦପୁର, ଭଦ୍ରକ ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଅପିଲ୍

ସବସ୍କ୍ରାଇବ କରନ୍ତୁ