Advertisment
ପ୍ରଧାନମନ୍ତ୍ରୀଙ୍କ ପରେ ଜନସଭାରୁ ଅମିତ ଶାହାଙ୍କ ରଣହୁଙ୍କାର: ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ ଓ ନୟାଗଡରେ ନବୀନ ଓ ପାଣ୍ଡିଆନଙ୍କୁ ଜୋରଦାର ଟାର୍ଗେଟ

ନୟାଗଡ଼ରେ ବି ବର୍ଷିଲେ ଶାହା । ରତ୍ନଭଣ୍ଡାର କଥା ଉଠାଇଲେ, ବିଜେପିକୁ ଭୋଟ୍ ଦେବାକୁ କହିଲେ ।

ବିଜେଡି ସରକାରକୁ ଉପାଡି ଫିଙ୍ଗ, ଓଡ଼ିଆ ପୁଅକୁ ମୁଖ୍ୟମନ୍ତ୍ରୀ କରିବ ବିଜେପି । ପରଜଙ୍ଗ ସଭାରୁ ବିଜେଡିକୁ ଅମିତ ଶାହାଙ୍କ ଟାର୍ଗେଟ ।

ପାଟଣାରେ ପାଣ୍ଡିଆନଙ୍କ ପ୍ରଚାର: କହିଲେ, ଆମ ମୁଖ୍ୟମନ୍ତ୍ରୀ ଆଦିବାସୀ ଭାଇ, ଭଉଣୀଙ୍କୁ ବହୁତ ଭଲ ପାଆନ୍ତି

ପିଓକେ ଆମର ଥିଲା,  ଆଗକୁ ମଧ୍ୟ ରହିବ । ପିଓକେକୁ ଆମେ ନିଶ୍ଚୟ ଆଣିବୁ । କେନ୍ଦୁଝରରେ ଶାହାଙ୍କ ବଡ ବୟାନ । 

ଚମ୍ପୁଆରୁ ବିରୋଧୀଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ । କହିଲେ, ନବୀନ ବାବୁ ଭଲ କାମ କଲେ, ବିରୋଧୀଙ୍କର ନିଦ ହଜି ଯାଉଛି ।

ସମ୍ବଲପୁରରେ ଶାହାଙ୍କ ହିସାବ କିତାବ । ଏବେ ସୁଦ୍ଧା ବିଜେପି ୩୦୦ ଟପିଲାଣି, ଆଗକୁ ୪୦୦ ଟପିବ ।

ପ୍ରଚାର ପାଇଁ ଟ୍ରେନରେ ବାଲେଶ୍ୱର ଗଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ । କହିଲେ, ବାଲେଶ୍ୱରରେ ୩ ଦିନ ରହି ଲୋକଙ୍କୁ ଭେଟିବି ।

ମନ୍ମଥ ରାଉତରାୟଙ୍କ ପାଇଁ ଭୋଟ୍ ମାଗିଲେ ମୁଖ୍ୟମନ୍ତ୍ରୀ । କହିଲେ ରାଜଧାନୀବାସୀଙ୍କ ସେବା ପାଇଁ ଛାଡିଛନ୍ତି ପାଇଲଟ ଚାକିରି ।

ବାକି ଦୁଇଟି ପର୍ଯ୍ୟାୟ ପାଇଁ ରାଜ୍ୟରେ ଜମୁଛି ପ୍ରଚାର । ଜଳେଶ୍ୱରରେ ବିଜେଡି ଓ କଂଗ୍ରେସ ନେତାଙ୍କ କର୍ମୀ ସମ୍ମିଳନୀ । କୁଚିଣ୍ଡାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ ସିଦ୍ଧାନ୍ତ ମହାପାତ୍ର ।

ସବସ୍କ୍ରାଇବ କରନ୍ତୁ