୨୧୯ ରନରେ ଭାରତ ଅଲଆଉଟ: ନ୍ୟୁଜିଲାଣ୍ଡ ଆଗରେ ୨୨୦ ରନର ବିଜୟ ଲକ୍ଷ୍ୟ

518

କନକ ବ୍ୟୁରୋ: ଆଜି ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ ମ୍ୟାଚ । ଏହି ମ୍ୟାଚରେ ଭାରତ ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ଭାରତ ଏହି ମ୍ୟାଚରେ ମାତ୍ର ୨୧୯ ରନ କରିବାରେ ସଫଳ ହୋଇଛି । ଭାରତ ପକ୍ଷରୁ ୱାସିଂଟନ ସୁନ୍ଦର ଅର୍ଦ୍ଧଶତକ ହାସଲ କରିଥିଲେ । ଏବେ ନ୍ୟୁଜିଲାଣ୍ଡ ଆଗରେ ୨୨୦ ରନର ବିଜୟ ଲକ୍ଷ୍ୟ ରହିଛି । ନ୍ୟୁଜିଲାଣ୍ଡକୁ ଏହି ମ୍ୟାଚ ଜିତିବାକୁ ହେଲେ ଭାରତୀୟ ବୋଲରଙ୍କୁ ସାମ୍ନା କରିବାକୁ ହେବ ।