ରସୁଲପୁର ବ୍ଲକ ବନ୍ଧଡିହ ଅଞ୍ଚଳରେ ପଶିଲା ବନ୍ୟାପାଣି : ଘେରି ବନ୍ଧରେ ୧୫ ଫୁଟର ଘାଇ, ପାଣି ଘେରରେ ୪୦ ପରିବାର

87

କନକ ବ୍ୟୁରୋ : ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ବନ୍ଧଡିହ ଅଞ୍ଚଳରେ ପଶିଛି ବନ୍ୟା ପାଣି । ଘେରି ବନ୍ଧରେ ୧୫ ଫୁଟର ଘାଇ ହୋଇଛି । ପାଖାପାଖି ୪୦ଟିି ପରିବାର ପାଣି ଘେରରେ ରହିଛନ୍ତି । ତହସିଲଦାର ଓ ସ୍ଥାନୀୟ ପୋଲିସ ଭଗବତୀ ପଡ଼ିଆ ସ୍କୁଲରେ ପହଞ୍ଚି ବନ୍ୟା ବିପନ୍ନଙ୍କୁ ଭେଟିବା ସହ ସେମାନଙ୍କୁ ଆବଶ୍ୟକୀୟ ସୁବିଧା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।