Browsing Category

ସ୍ପେଶାଲ୍ ରିପୋର୍ଟ

କିଛି ନକହି କିଛି ନଲେଖି ଭାବନାରେ କରିହେଉଛି ଟ୍ୱିଟ୍ । ପ୍ରଯୁକ୍ତି ବିଜ୍ଞାନରେ ବିଚିତ୍ର ସଫଳତା ।

କନକ ବ୍ୟୁରୋ: ନା କିଛି କହିଲେ ନା କିଛି ଟାଇପ କଲେ ହେଲେ ଆପେ ଆପେ ପୋଷ୍ଟ ହୋଇଗଲା ଟ୍ୱିଟ୍ । ଶୁଣିବାକୁ ଅଡୁଆ ଲାଗୁଥିଲେ ବି କଥାଟା କିନ୍ତୁ ଏକଦମ ସତ । ଏପରି ଘଟଣା ଘଟିଛି ଅଷ୍ଟ୍ରେଲିଆରେ । ଭାବନାରେ ହିଁ ପୋଷ୍ଟ ହୋଇଗଲା ବ୍ୟକ୍ତିଙ୍କ ଟ୍ୱିଟ୍ । ଅଷ୍ଟ୍ରେଲିଆରେ ଜଣେ ବ୍ୟକ୍ତି…
Read More...

ଅନଲାଇନରେ ମଗାଇଥିଲେ ଆଇଫୋନ୍ । ଘରକୁ ଆସିଲା…

ଅନଲାଇନ ଚାହିଦା ଦିନକୁ ଦିନ ବୃଦ୍ଧି ପାଇବା‌ରେ ଲାଗିଛି। ଲୋକେ ଘର ବସି ସେମାନଙ୍କ ମନ ପସନ୍ଦର ସାମଗ୍ରୀ ମଗାଇ ପାରୁଛନ୍ତି। କିନ୍ତୁ ସମୟ ସମୟ‌ରେ ଗ୍ରାହକ ଅନଲାଇନ ଠକେଇର ବି ଶିକାର ହୋଇଥାଆନ୍ତି। ନିକଟରେ ଜଣେ ବ୍ୟକ୍ତି ଅନଲାଇନରେ ଗିଜର ମଗାଇଥିବା ବେଳେ ଗୋଟେ ପେଟି ମ୍ୟାଗି ଆସି ଘରେ…
Read More...

କାହିଁକି ବାହା ହୋଇନାହାନ୍ତି ରତନ ଟାଟା? ଏହି ପ୍ରଶ୍ନ ପଛରେ ଲୁଚି ରହିଛି ପ୍ରେମ କାହାଣୀ ଆଉ ବାପା ମାଆଙ୍କ ପ୍ରତାରଣା

କନକ ବ୍ୟୁରୋ : କଥାରେ ଅଛି ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ କିଛି ନା କିଛି ଅକୁହା କଥା ରହିଥାଏ । ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ରତନ ଟାଟା । ଇଏ ଏମିତି ଜଣେ ବ୍ୟକ୍ତିତ୍ୱ ଯାହାଙ୍କୁ ସମସ୍ତେ ନିଶ୍ଚୟ ଜାଣିଥିବେ । ସଫଳତାର ଉଦାହରଣ ଦେବାକୁ ହେଲେ ପ୍ରଥମେ ରତନ ଟାଟାଙ୍କ ନାଁ ଆସେ ।…
Read More...

ବିସ୍କୁଟ ଖାଇବ, କେକ୍ ଖାଇବ…  । ରେଭେନ୍ସାରେ ଏବେି ବି ଶୁଭୁଛି ଉଦିଆ ମଉସାର ଡାକ । 

କନକ ବ୍ୟୁରୋ :  ରେଭେନ୍ସା..ସାକ୍ଷୀ ଅଛି ଅନେକ କୃତିତ୍ୱର ।  ଜନ୍ମ କରିଛି ଅନେକ କୃତି ଛାତ୍ରଛାତ୍ରୀ ।  ରାଜ୍ୟ ତଥା ଦେଶବିଦେଶରେ ବଡ ବଡ ପଦବୀରେ ବସିଥିବା ଅନେକ ପୁରାତନ ଛାତ୍ରଙ୍କ ସର୍ଜ୍ଜନା କରିଛି ରେଭେନ୍ସା ।  ଆଉ ଏହି ସୃଷ୍ଟି ପଛରେ ରେଭେନ୍ସା ୱେଷ୍ଟ ହଷ୍ଟେଲ ବି ଦେଇଛି ବଡ ଯୋଗଦାନ ।…
Read More...

ମହଙ୍ଗା ହେବ ଓଲା ଉବର ଭଡା ! କ୍ୟାବ୍ ଯାତ୍ରା ପାଇଁ ଯାତ୍ରୀ ଗଣିବେ ଅଧିକ ଟଙ୍କା !

କନକ ବ୍ୟୁରୋ: ଆପଣ ଯଦି ଓଲା, ଉବର ଭଳି ଆପରେ କ୍ୟାବ୍ ବୁକ୍ କରୁଛନ୍ତି । ଆଉ ସେଥିରେ ଯାତ୍ରା କରୁଛନ୍ତି । ତେବେ ଆପଣଙ୍କ ପାଇଁ ଆସିଛି ବଡ ଖବର । କାହିଁକି ନାଁ, ନୂଆବର୍ଷରୁ ସାରା ଦେଶରେ ମହଙ୍ଗା ହେବାକୁ ଯାଉଛି ଅନଲାଇନ୍ କ୍ୟାବ୍ ସେବା । ତେବେ ଆପଣ ପୂର୍ବରୁ ଅନଲାଇନରେ କ୍ୟାବ୍ ବୁକ୍ କରି,…
Read More...

କୁନି ମୁଣ୍ଡରେ ବିଚକ୍ଷଣ ବୁଦ୍ଧି । ସ୍କୁଲ ମାଟି ମାଡିବା ପୂର୍ବରୁ ରଚିଲେ ରେକର୍ଡ

କନକ ବ୍ୟୁରୋ:  ଭଲ କରି ପାଟି ଫିଟିନି । କଥା କହିଲା ବେଳକୁ ପାଟି ଖନି ବାଜି ଯାଉଛି । ହାତରେ ଭଲରେ ଖାଇ ଶିଖି ନାହାଁନ୍ତି । ଏଯାଏଁ ସ୍କୁଲରେ ପାଦ ପଡିନି  ।ହେଲେ ମୁଣ୍ଡରେ ବୁଦ୍ଧି କିନ୍ତୁ ବିଚକ୍ଷଣ । ଯାହା ପଚାରିଲେ ପାଟିରୁ ବାହାରୁଛି ଚଟାପଟ ଉତ୍ତର । ଆମେ କହୁଛୁ  ମାତ୍ର ୩ ବର୍ଷ ବୟସରେ…
Read More...

ଗ୍ରାହକଙ୍କ ପାଇଁ ନୂଆ ବର୍ଷ ଭେଟି ଦେଉଛି ଜିଓ… ଏହି ପ୍ଲାନରେ ଅଧିକ ଦିନର ଭ୍ୟାଲିଡିଟି ସହ ମିଳୁଛି ଅନେକ ସୁବିଧା

କନକ ବ୍ୟୁରୋ : ଦେଶର ସବୁଠୁ ବଡ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ତା’ ଗ୍ରାହକଙ୍କ ପାଇଁ ଆଣିଛି ନୂଆବର୍ଷ ଭେଟି । ରିଲାଏନ୍ସ ନୂଆବର୍ଷ ପାଇଁ ଲଞ୍ଚ କରିବାକୁ ଯାଉଥିବା ପ୍ରିପେଡ୍ ପ୍ଲାନର ନାଁ ହେଉଛି ‘ହାପି ନିୟୁ ଇୟର’ । ଏହି ପ୍ଲାନରେ ଗ୍ରାହକଙ୍କୁ କମ୍ପାନୀ ୩୦୦ରୁ ଅଧିକ ଦିନର ଭ୍ୟାଲିଡିଟି…
Read More...

କେବେ ଦେଖିଛନ୍ତି ଶୂନ ଟଙ୍କିଆ ନୋଟ୍? ଜାଣନ୍ତୁ, ଶୂନ ଟଙ୍କିଆ ନୋଟ ଛପା ପଛର କାହାଣୀ

ଆପଣ ନିଶ୍ଚିତ ଭାବରେ ୧ଟଙ୍କାରୁ ୨ହଜାର ଟଙ୍କା ପର୍ଯ୍ୟନ୍ତ ନୋଟ୍ ଦେଖିଥିବେ। ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଆମେ ଭାରତରେ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ୱାରା ମୁଦ୍ରିତ ଏହି ନୋଟଗୁଡ଼ିକୁ ବ୍ୟବହାର କରୁ। କିନ୍ତୁ ଆପଣ ଜାଣନ୍ତି କି ଶୂନ ଟଙ୍କିଆ ନୋଟ୍ ମଧ୍ୟ ଦେଶରେ ଛପା ଯାଇଥିଲା? ଆସନ୍ତୁ…
Read More...

ବଡପରଦାରେ ‘ଏଇଟି ଥ୍ରୀ’ । ରିଲିଜ ହେଲା ୧୯୮୩ କିକ୍ରେଟ ବିଶ୍ୱକପରେ କପିଲ ଦେବଙ୍କ କାହାଣୀକୁ ନେଇ ତିଆରି…

କନକ ବ୍ୟୁରୋ : ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଲା ବହୁପ୍ରତୀକ୍ଷିତ ଫିଲ୍ମ ‘ଏଇଟି ଥ୍ରୀ’ । ସତ୍ୟଘଟଣା ଉପରେ ଆଧାରିତ ଥିବା ଫିଲ୍ମଟି ୧୯୮୩ ମସିହା କ୍ରିକେଟ୍ ୱାଲ୍ଡକପର କାହାଣୀ ଉପରେ ପର୍ଯ୍ୟବେସିତ ହୋଇଛି । ଫିଲ୍ମର କାହାଣୀ ମୁଖ୍ୟତଃ କପିଲ ଦେବଙ୍କ ଉପରେ ଗତିଶୀଳ ହୋଇଛି । ଫିଲ୍ମରେ…
Read More...

ଏମିତି ଜିପ୍ ଚାବିରେ ନୁହେଁ, କିକ୍ ମାରିଲେ ହେଉଛି ଷ୍ଟାଟ୍ । ଭିଡିଓ ଦେଖି ବ୍ୟକ୍ତିଙ୍କୁ ବଡ ଉପହାର ଦେଲେ ଆନନ୍ଦ…

ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ଖୁବ ସକ୍ରିୟ। ସେ ନିଜ ଟ୍ୱିଟର ଆକାଉଣ୍ଟରେ ପ୍ରତିଦିନ କିଛି ନା କିଛି ଭିଡିଓ ପୋଷ୍ଟ ସେୟାର କରିଥା’ନ୍ତି । ଏହା ପ୍ରେରଣାଦାୟକ ହେଉ ଅବା ମଜାଳିଆ ଗତ ମଙ୍ଗଳବାର ଦିନ ସେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଜଣେ ବ୍ୟକ୍ତି ଜିପକୁ…
Read More...