କନକ ବ୍ୟୁରୋ : ରାଜନୀତିକୁ ଆଉଜଣେ ସୁପରଷ୍ଟାର ଅଭିନେତାଙ୍କ ଏଣ୍ଟ୍ରି । ତାମିଲନାଡୁ ରାଜନୀତିରେ ଆଉଜଣେ ବଡ଼ କଳାକାର ଏଣ୍ଟ୍ରି ମାରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ତାମିଲ ସୁପରଷ୍ଟାର ବିଜୟ । ଏକାକୀ ଲଢ଼ିବ ବିଜୟଙ୍କ ଦଳ TVK । ପୂର୍ବରୁ ଅନେକ ସାଉଥ ସୁପରଷ୍ଟାର ରାଜନୀତିକୁ ଏଣ୍ଟ୍ରି ମାରିସାରିଛନ୍ତି । ପୱନ କଲ୍ୟାଣ ଆନ୍ଧ୍ରର ଡେପୁଟି ସିଏମ୍ ଭାବେ ଦାୟିତ୍ୱ ତୁଲାଉଛନ୍ତି ।
ତାମିଲନାଡୁ ରାଜନୀତିରେ ହଇଚଇ; ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ତାମିଲ ସୁପରଷ୍ଟାର ଥାଲାପତି ବିଜୟ
ତାମିଲନାଡୁ ରାଜନୀତିରେ ଆଉଜଣେ ବଡ଼ କଳାକାର ଏଣ୍ଟ୍ରି ମାରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ତାମିଲ ସୁପରଷ୍ଟାର ବିଜୟ । ଏକାକୀ ଲଢ଼ିବ ବିଜୟଙ୍କ ଦଳ TVK ।
/kanak/media/media_files/2025/07/04/vijay-named-as-cm-candidate-2025-07-04-15-01-49.jpeg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)