Browsing Category
ନ୍ୟୁଜ୍
ସମ୍ବଲପୁର ଭୀମସାରରେ ଦେଖାଗଲା ବିରଳ ଘଟଣା। କୌଣସି ରକ୍ତ ଗ୍ରୁପ ସହ ମ୍ୟାଚ କରୁନି ରୋଗୀଙ୍କ ରକ୍ତ ନମୁନା ।
କନକ ବ୍ୟୁରୋ: ଭୀମସାରରେ ଘଟିଛି ବିରଳ ଘଟଣା । ମହିଳାଙ୍କ ଶରୀରରେ ଦେଖାଦେଇଥିବା ରକ୍ତ କୌଣସି ଗ୍ରୁପର ନୁହେଁ । ପୂର୍ବରୁ ମହିଳାଙ୍କ ଶରୀରର ରକ୍ତ ଗ୍ରୁପ ବି ପଜିଟିଭି ଥିବାବେଳେ ବର୍ତ୍ତମାନ ତାହା କୌଣସି ଗ୍ରୁପ ସହ ମେଳ ଖାଉନଥିବା ଭୀମସାର ଆସିଷ୍ଟାଣ୍ଡ ପ୍ରଫେସର ଡାକ୍ତର ରାମଚନ୍ଦାନୀ…
Read More...
Read More...
ଉମରକୋଟ ବ୍ଲକ ରାଜପୁର ହାଇସ୍କୁଲରେ ମିଳୁନି ମଧ୍ୟାହ୍ନ ଭୋଜନ। ଜଙ୍ଗଲ ରାସ୍ତାରେ ୨ କିମି ଦୂର ଅନ୍ୟ ସ୍କୁଲ ଗଲେ ମିିଳୁଛି…
କନକ ବ୍ୟୁରୋ: ସ୍କୁଲରେ ମିଳୁନି ମଧ୍ୟାହ୍ନ ଭୋଜନ । ଖରାରେ ୨ କିଲୋମିଟର ବାଟଚାଲୁଛନ୍ତି ଛାତ୍ରଛାତ୍ରୀ । ଫାଇଭ ଟି ଯୋଜନାରେ ତିଆରି ହୋଇଥିବା ହାଇସ୍କୁଲରେ ମିଳୁନି ମଧ୍ୟାହ୍ନ ଭୋଜନ । ଜଙ୍ଗଲ ରାସ୍ତାରେ ୨ କିଲୋମିଟର ବାଟ ଚାଲି ଚାଲି ଅନ୍ୟ ସ୍କୁଲକୁ ଯାଉଛନ୍ତି ଛାତ୍ରଛାତ୍ରୀ । ସେଠାରେ ମିଳୁଛି…
Read More...
Read More...
ମାଲକାନଗିରିରୁ ଆସିଲା ଅଭାବନୀୟ ଘଟଣା। ଆମ୍ବୁଲାନ୍ସରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଗଲେ ଅଜଣା ରୋଗରେ ପୀଡ଼ିତ ଯୁବତୀ।
କନକ ବ୍ୟୁରୋ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ଲାଗିଲା ଆମ୍ବୁଲାନ୍ସ । ଦାବି ନେଇ ଆମ୍ବୁଲାନ୍ସରେ ଆସିଲେ ପୀଡ଼ିତା । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ପୀଡ଼ିତା ଜଣଙ୍କ ମେଡିକାଲରୁ ସିଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ଆବାସ ଘର, ପାଇଖାନା ପାଇଁ ରୋଗରେ ପୀଡିତ ଥିବା ଜଣେ…
Read More...
Read More...
ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ନକଲି ଡାକ୍ତର। ବେକରେ ଷ୍ଟେଥୋ ସ୍କୋପ୍ ପକାଇ ବୁଲୁଥିଲେ ୱାର୍ଡ।
କନକ ବ୍ୟୁରୋ: ଦିନ ବୁଧବାର, ସମୟ ଅପରାହ୍ନ ୧ଟା । ଯେଉଁ ସମୟରେ ସାଧାରଣତଃ ମେଡିକାଲ ଏତେ ଗହଳି ନଥାଏ, ଡାକ୍ତରମାନେ ଖାଇବାକୁ କିଛି ସମୟ ପାଇଁ ଚିକିତ୍ସାରୁ ବିରତି ନିଅନ୍ତି ।ଏହି ସମୟରେ ଡାକ୍ତରଖାନାରେ ଚିକିତ୍ସା ପାଇଁ ରୋଗୀ ଡାକ୍ତରଙ୍କ ଅପେକ୍ଷା କରିଥାନ୍ତି । ଯାହାର ଫାଇଦା ନେଇ…
Read More...
Read More...
ହସ୍ପିଟାଲରେ ଶୁଭ ବିବାହ । ପ୍ରେମିକା ମଥାରେ ସିନ୍ଦୂର ଦେଲା ପ୍ରେମିକ । ଦୁର୍ଘଟଣା ପରେ ହେଲେ ଜୀବନସାଥୀ
କନକ ବ୍ୟୁରୋ: ଡାକ୍ତରଖାନାରେ ବାହାଘର, ପ୍ରେମିକା ମଥାରେ ସିନ୍ଦୂର ଦେଲା ପ୍ରେମିକ । ନା ବାଜା ଥିଲା, ନା ଡିଜେ ବାଜୁଥିଲା । ନା ବ୍ରାହ୍ମଣ ଥିଲେ, ନା ପୂଜାରୀ ଥିଲେ । ବାସ୍...ହସ୍ପିଟାଲର ଡାକ୍ତର ଆଉ ନର୍ସଙ୍କ ଆଗରେ ସାତ ଜନମର ସାଥୀ ହୋଇଥିଲେ ଏହି ଦୁଇ ପ୍ରେମ ପକ୍ଷୀ । ବିହାର ଅରବଲରୁ…
Read More...
Read More...
ବ୍ୟାଙ୍କ କର୍ମଚାରୀଙ୍କ ଗଛ ଲଗାଇବା ନିଶା। ୯ ବର୍ଷରେଲଗାଇସାରିଲେଣି ୯୫ହଜାର ଗଛ।
କନକ ବ୍ୟୁରୋ: ବଦଳୁଛି ପାଣିପାଗ, ବୃଦ୍ଧି ହେବାରେ ଲାଗିଛି ତାପମାତ୍ରା । ଦିନକୁ ଦିନ ଜଳବାୟୁରେ ପରିବର୍ତ୍ତନ ଯୋଗୁ ବଢିବାରେ ଲାଗିଛି ବିଶ୍ୱର ତାପମାତ୍ରା । ଶୀତ ନସରଣୁ ରାଜ୍ୟରେ ଏବେ ଠାରୁ ଉତ୍ତାପ ଅନୁଭବ ହେଲାଣି । ଏଭଳି ହେବାର ମୁଖ୍ୟ କାରଣ ହେଉଛି ଗଛ ସଂଖ୍ୟା ହ୍ରାସ । ଦିନକୁ ଦିନ ଗଛ…
Read More...
Read More...
‘ଓଡିଶା ଅଗ୍ନିଶମ ସେବା’ର ନାମ ପରିବର୍ତ୍ତନ। ଜାଣନ୍ତୁ ନୂଆ ବିଭାଗର କଣ ରହିଲା ନାଁ।
କନକ ବ୍ୟୁରୋ: ବଦଳିଲା ‘ଓଡିଶା ଅଗ୍ନିଶମ ସେବା’ର ନାମ । ‘ଓଡିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା’ ନାଁରେ ନାମିତ ହେଲା ଅଗ୍ନିଶମ ବିଭାଗ । ଏନେଇ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି ।
Read More...
Read More...
ନୀତିଶଙ୍କ ପରେ ଲାଲୁଙ୍କୁ ଟାର୍ଗେଟ କଲେ ଉପେନ୍ଦ୍ର କୁଶୱାହା । କହିଲେ, ୩୫ ବର୍ଷ ଶାସନରେ ପଛୁଆ ବର୍ଗଙ୍କ ହକକୁ…
କନକ ବ୍ୟୁରୋ: ବିହାରରେ ଉପେନ୍ଦ୍ର କୁଶୱାହା ଏବଂ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଭିତରେ ଲାଗିଥିବା କଳି ଥମିବାର ନାଁ ନେଉନି । ଏବେ ଉପେନ୍ଦ୍ର କୁଶୱାହା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ଉପନ୍ଦ୍ର…
Read More...
Read More...
ଓଡିଶାରେ ବଢିଲା ବିଶ୍ୱବିଦ୍ୟାଳୟ ସଂଖ୍ୟା । ଜୟପୁରର ବିକ୍ରମଦେବ କଲେଜ ପାଇଲା ବିଶ୍ୱବିଦ୍ୟାଳୟ ମାନ୍ୟତା ।
କନକ ବ୍ୟୁରୋ: ଓଡିଶାରେ ବଢିଲା ବିଶ୍ୱବିଦ୍ୟାଳୟ ସଂଖ୍ୟା । ଜୟପୁରର ପ୍ରସିଦ୍ଧ ଉଚ୍ଚ ଶିକ୍ଷାନୁଷ୍ଠାନ ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଇଛନ୍ତି ରାଜ୍ୟ ସରକାର । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ତେବେ…
Read More...
Read More...
ବିଏସକେୱାଇରେ କେଉଁ ରୋଗୀ କେତେ ଟଙ୍କାର ଚିକିତ୍ସା ପାଇଛନ୍ତି, ସାର୍ବଜନୀନ କରନ୍ତୁ ମୁଖ୍ୟମନ୍ତ୍ରୀ । ବିଜେଡିକୁ…
କନକ ବ୍ୟୁରୋ : ଆୟୁଷ୍ମାନ ଭାରତ ଯୋଜନା ନେଇ ବିଜେଡିର ଟାର୍ଗେଟ ପରେ ପ୍ରତିକ୍ରିୟା ରଖିଲା ବିଜେପି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, ନିର୍ବାଚନ ବର୍ଷ ଥିବାରୁ ମୁଖ୍ୟମନ୍ତ୍ରୀ ଗତକାଲି ବାଧ୍ୟ ବାଧକତାରେ କିଛି ବିଷୟକୁ ସାମ୍ନାକୁ ଆଣିଛନ୍ତି । ବିଜୁ ସ୍ୱାସ୍ଥ୍ୟ କାର୍ଡ଼କୁ…
Read More...
Read More...