Browsing Category

ନ୍ୟୁଜ ମେକର

ସୁଟିଂ ସେଟକୁ ଫେରିଲେ ପପୁ ପମପମ । କିଛି ଦିନ ବ୍ୟବଧାନରେ ପୁଣି ସେଟକୁ ଫେରିଲେ ପପୁ

କନକ ବ୍ୟୁରୋ : ସୁଟିଂ ସେଟକୁ ଫେରିଲେ ଓଡିଶାର କମେଡି କିଙ୍ଗ ପପୁ ପମ୍ ପମ୍ । ଗତ କିଛି ମାସ ହେବ ଶରୀର ଅସୁସ୍ଥତାକୁ ନେଇ ଚର୍ଚ୍ଚାରେ ଥିବା ଓଲିଉଡ୍ କମେଡି କିଙ୍ଗ ପପୁ ପମ୍ ପମ୍ ସୁସ୍ଥ ହୋଇ ଫେରିଛନ୍ତି ଇଣ୍ଡିଷ୍ଟ୍ରୀକୁ । ୮ ମାସ ପରେ ସୁଟିଂ ସେଟରେ ପପୁ ପମପମଙ୍କୁ ଦେଖିବାକୁ ମିଳିଛି । ହେଲେ…
Read More...

ନବୀନଙ୍କୁ ଭାଷଣରେ ବାନ୍ଧି ଦେଲେ ମଫସଲ ଗାଁର ମହିଳା । ନିଜ ଭାଷଣରେ ମୁଖ୍ୟମନ୍ତ୍ରୀଙ୍କୁ ହସାଇଲେ ଜୟନ୍ତୀ ଏକ୍କା

କନକ ବ୍ୟୁରୋ : ଜୟନ୍ତୀ ଏକ୍କା । ଏବେ ଓଡିଶାର ଘରେ ଘରେ ପରିଚିତ ଏହି ନାଁ । ମେକ୍ ଇନ ଓଡିଶାର ମହିଳା ଉଦ୍ୟୋଗ କର୍ମଶାଳାରେ ସୁନ୍ଦରଗଡରୁ ଆସିଥିବା ଏହି ମହିଳା ଜଣକ ଆଜି ନିଜ ସଂଘର୍ଷପୂର୍ଣ୍ଣ କାହାଣୀ କହିଥିଲେ । ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଟରୁ ଛିଡା ହୋଇ ତାଳି ମାରିବାକୁ…
Read More...

ଯାଜପୁରରୁ ଜାକର୍ତ୍ତା ! ଭାରତକୁ ଦ୍ୱିତୀୟ ଚାନ୍ଦି ଦେଲେ ଦୂତି ଚାନ୍ଦ, ଜାଣନ୍ତୁ ସଂଘର୍ଷ ଓ ସଫଳତାର ପୂରା କାହାଣୀ

କନକ ବ୍ୟୁରୋ : ବିଦେଶରେ ଚମକିଲେ ଦୌଡରାଣୀ ଦୂତି ଚାନ୍ଦ । ପୂରଣ ହେଲା ଦୀର୍ଘ ଦିନର ସ୍ୱପ୍ନ । ଏସିଆନ ଗେମ୍ସରେ ଦମଦାର ପ୍ରଦର୍ଶନ ସହ ଭାରତକୁ ଡବଲ ରୌପ୍ୟ ଦେଇଛନ୍ତି ଓଡିଆ ଧାବିକା ଦୂତି । ଉଭୟ ୧୦୦ ଓ ୨୦୦ ମିଟର ଦୌଡ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତି ଦେଶ ତଥା ରାଜ୍ୟକୁ ଗର୍ବିତ କରିଛନ୍ତି…
Read More...

କେନ୍ଦୁଝରର ମାଉଣ୍ଟେନ୍ ମ୍ୟାନ୍ ଦୈତାରୀ ନାଏକ ! ପାହାଡ଼ କାଟି କେନାଲ ଖୋଳିଲେ

ପାହାଡ଼ କାଟି ନିଜ ଗାଁକୁ ରାସ୍ତା କରିଥିବା ବିହାରର ଦଶରଥ ମାଂଝୀ ଦେଶବ୍ୟାପୀ ଚର୍ଚ୍ଚିତ ହୋଇଥିଲେ । ‘ମାଉଣ୍ଟେନ ମ୍ୟାନ’ ଭାବେ ଖ୍ୟାତ ମାଂଝୀଙ୍କୁ ନେଇ ନିର୍ମାଣ ହୋଇଥିଲା ଚଳଚ୍ଚିତ୍ର । ଏବେ ପାହାଡ଼ କାଟି ଗାଁ ଜମିକୁ ଶସ୍ୟଶ୍ୟାମଳା କରାଇ ଚର୍ଚ୍ଚାକୁ ଆସିଛନ୍ତି ଆଉ ଜଣେ ମାଂଝୀ । କେନ୍ଦୁଝର…
Read More...

ଜଣେ ନିଆରା ବ୍ୟକ୍ତିତ୍ୱ ! ପେଶାରେ ଚା’ଦୋକାନୀ କିନ୍ତୁ ନିଶା ସମାଜସେବା

କନକ ବ୍ୟୁରୋ : ସମାଜରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ କିଛି ଭିିନ୍ନ କରିଦେଖେଇବା ପାଇଁ ଚିନ୍ତା କରିଥା’ନ୍ତି । ଆଉ ତାହା କରିଥା’ନ୍ତି ମଧ୍ୟ । ଦୁନିଆ ସେହି ମହାନ ବ୍ୟକ୍ତିକୁ ସଲାମ କରେ । ତାଙ୍କର ଭଲ କାମ ପାଇଁ ସେ ଚିରନମସ୍ୟ ପାଲଟି ଯାଆନ୍ତି । ଅନେକ ନଜିର ରହିଛିି ଆମ ସମାଜରେ ।…
Read More...