Browsing Category

ମନୋରଞ୍ଜନ

ମୃତ୍ୟୁକୁ ମାତ ଦେଇଥିବା ଅଭିନେତା ! କିଏ ସୁଟିଂ ସେଟରେ ଛୁରାମାଡ ଖାଇଥିଲେ ତ କିଏ ହୋଇଥିଲେ ବଡ ଦୁର୍ଘଟଣାର ଶିକାର

କନକ ବ୍ୟୁରୋ : ମୃତ୍ୟୁ କାହାକୁ କେମିତି ବି ଆସିପାରେ । ହେଲେ ଭାଗ୍ୟ ଭଲ ଥିଲେ, କିଏ ବର୍ତ୍ତି ଯାଉଛି ତ ଆଉ କିଏ ଜୀବନ ହାରୁଛି । ହେଲେ ବଲିଉଡର ଏମିିତି କିଛି ସେଲିବ୍ରିଟି ଅଛନ୍ତି ଯିଏକି ଅଳ୍ପକେ ମୃତ୍ୟୁ ମୁଖରୁ ବଂଚିଛନ୍ତି । କହିବାକୁ ଗଲେ ମୃତ୍ୟୁକୁ ମାତ୍ ଦେଇଛନ୍ତି । ଏଇ ଯେମିତି…
Read More...

ବିଶ୍ୱ ବକ୍ସ ଅଫିସରେ ସ୍ପାଇଡର୍-ମ୍ୟାନ୍‌ର ରେକର୍ଡ : ୨୦୧୯ ପରେ ପ୍ରଥମ ଥର ୧୦୦ କୋଟି ଡଲାର୍ ଆୟ !

କନକ ବ୍ୟୁରୋ : ମାତ୍ର ୧୧ ଦିନ ତଳେ ସାରା ବିଶ୍ୱରେ ବଡ଼ପରଦାରେ ମୁକ୍ତିଲାଭ କରିଥିବା ‘ସ୍ପାଇଡର୍-ମ୍ୟାନ୍: ନୋ ୱେ ହୋମ୍’ ୨୦୨୧ ମସିହାର ସର୍ବାଧିକ ଆୟକାରୀ ଚଳଚ୍ଚିତ୍ରର ମାନ୍ୟତା ହାସଲ କରିଛି । ଶେଷ ଥର ୨୦୧୯ରେ ମୁକ୍ତିଲାଭ କରିଥିବା ‘ଷ୍ଟାର୍ ଵାର୍‌ସ: ଦି ରାଇଜ୍ ଅଫ୍ ସ୍କାଇଓ୍ୱାକର୍’ ୧୦୦…
Read More...

ଜନ୍ମଦିନରେ ସଲମାନ କହିଲେ କେମିତି କାମୁଡିଥିଲା ସାପ ? ଫାର୍ମ ହାଉସରେ ସାପଟି ମାରିଥିଲା ୩ଟି ଚୋଟ

କନକ ବ୍ୟୁରୋ : ଗୋଟାଏ ସାପ ମୋ ଫାର୍ମହାଉସ୍‌ରେ ପଶିଲା । ଖଣ୍ଡେ ବାଡ଼ିରେ ସାପକୁ ମୁଁ ବାହାରେ ଛାଡିବାକୁ ନେଉଥିଲି । ଆଉ ସେତିକିବେଳେ ସେ ମୋ ହାତ ପର୍ଯ୍ୟନ୍ତ ଚାଲି ଆସିଲା । ବାହାରେ ଛାଡ଼ିବାକୁ ତାକୁ ନେବା ବେଳେ ସେ ମୋତେ ୩ ଚୋଟ ମାରିଲା । ସେଇଟା ଗୋଟାଏ ଧରଣର ବିଷଧର ସାପ । ତେଣୁ,…
Read More...

ହାପି ବାର୍ଥ ଡେ’ ଭାଇଜାନ୍ : ୫୬ ବର୍ଷରେ ପାଦ ଦେଲେ ସଲମାନ୍

କନକ ବ୍ୟୁରୋ : ୫୬ ବର୍ଷରେ ପାଦ ଦେଲେ ବଲିଉଡ ସୁପରଷ୍ଟାର ସଲମାନ୍ ଖାନ୍ । ୧୯୬୫ ମସିହା ଆଜିର ଦିନରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମହୋଇଥିଲେ ସଲମାନ୍ । ବଲିଉଡରେ ସେ ଦବଙ୍ଗ, ସୁଲତାନ୍, ଭାଇଜାନ୍ ଭଳି ବିଭିନ୍ନ ନାଁରେ ବେଶ୍ ଲୋକପ୍ରିୟତା ସାଉଁଟିଛନ୍ତି । ୧୯୮୮ ମସିହା ଫିଲ୍ମ ‘ବିବି ହୋ…
Read More...

ବିବାଦ ପରେ ବଦଳିବ ଅଭିନେତ୍ରୀ ସନ୍ନି ଲିଓନିଙ୍କ ‘ମଧୁବନ’ ଗୀତ : ଗୀତ ହଟାଇବା ନେଇ ସାରେଗାମାପା ପକ୍ଷରୁ ବିବୃତି ଜାରି…

କନକ ବ୍ୟୁରୋ : ବଦଳିବ ବିବାଦରେ ଥିବା ଅଭିନେତ୍ରୀ ସନ୍ନି ଲିଓନିଙ୍କ ‘ମଧୁବନ’ ଗୀତ । ଲିରିକ୍ସ ପରିବର୍ତନ କରାଯିବ ବୋଲି କହିଛି ମ୍ୟୁଜିକ୍ ଲେବଲ ସାରେଗାମାପା । ଏକ ବିବୃତି ଜାରି କରି ଗୀତକୁ ହଟାଇ ଦିଆଯିବ ବୋଲି ସାରେଗାମାପା ପକ୍ଷରୁ କୁହାଯାଇଛି । ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତମ ମିଶ୍ର…
Read More...

ଟାଇଗର ଆହତ । ସୁଟିଂ ସମୟରେ ଅଘଟଣ ।

କନକ ବ୍ୟୁରୋ: ସୁଟିଂ ସେଟରେ ଆହତ ହୋଇଛନ୍ତି ଆକ୍ସନ ବୟ ଟାଇଗର ସ୍ରଫ୍ । ଚଳଚ୍ଚିତ୍ର ‘ଗଣପଥ୍ ପାର୍ଟ-୧’ର ସୁଟିଂ ସମୟରେ ତାଙ୍କ ଆଖିରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ଏନେଇ ନିଜେ ଟାଇଗର ସ୍ରଫ୍ ଇନଷ୍ଟ୍ରାଗାମରେ ପୋଷ୍ଟ କରିଛନ୍ତି । ‘ଗଣପଥ୍ ପାର୍ଟ-୧’ ଚଳିଚ୍ଚିତ୍ରରେ ଟାଇଗରଙ୍କ ସହ…
Read More...

ସନି ଲିଓନିଙ୍କୁ ମଥୁରା ମନା । ଆପତ୍ତିଜନକ ନୃତ୍ୟକୁ ନେଇ ତାତିଲେ ପୁରୋହିତ ସମ୍ପ୍ରଦାୟ ।

କନକ ବ୍ୟୁରୋ: ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନ୍‌ଙ୍କ ସଦ୍ୟତମ ଭିଡିଓ ଆଲ୍‌ବମ୍‌କୁ ନିଷେଧକ କରିବା ଲାଗି ମଥୁରାର ପୁରୋହିତମାନେ ଦାବି କରିଛନ୍ତି। ଏହି ଭିଡିଓ ଆଲ୍‌ବମ୍‌ରେ ଥିବା ପ୍ରସିଦ୍ଧ ଗୀତ ‘ମଧୁବନ୍‌ ମୈଁ ରାଧିକା ନାଚେ’ ଗୀତରେ ଆପତ୍ତିଜନକ ନୃତ୍ୟ ପରିବେଶଣ କରି ସନ୍ନି ଧାର୍ମିକ…
Read More...

ଶକ୍ତିମାନର ଅଭିନେତ୍ରୀଙ୍କୁ ଅପମାନ । ପୁରସ୍କାର ନନେଇ ଷ୍ଟେଜରୁ ଫେରିଆସିଲେ ।

କନକ ବ୍ୟୁରୋ: ପୂର୍ବରୁ ନ୍ୟାସନାଲ ଚ୍ୟାନେଲରେ ପ୍ରସାରିତ ସିରିଏଲ ‘ଶକ୍ତିମାନ’ ର ଲୋକପ୍ରିୟ ଅଭିନେତ୍ରୀ ଗୀତା ବିଶ୍ୱାସଙ୍କୁ ନେଇ ଏବେ ଟେଲିଉଡରେ ଚର୍ଚ୍ଚା । କାରଣ ଏକ ପୁରସ୍କାର ଉତ୍ସବରେ ଅପମାନିତ ହେବା ପରେ ସୋସିଆଲ ମିଡିଆରେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଅଭିନେତ୍ରୀ ବୈଷ୍ଣବୀ…
Read More...

ବଡପରଦାରେ ‘ଏଇଟି ଥ୍ରୀ’ । ରିଲିଜ ହେଲା ୧୯୮୩ କିକ୍ରେଟ ବିଶ୍ୱକପରେ କପିଲ ଦେବଙ୍କ କାହାଣୀକୁ ନେଇ ତିଆରି…

କନକ ବ୍ୟୁରୋ : ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଲା ବହୁପ୍ରତୀକ୍ଷିତ ଫିଲ୍ମ ‘ଏଇଟି ଥ୍ରୀ’ । ସତ୍ୟଘଟଣା ଉପରେ ଆଧାରିତ ଥିବା ଫିଲ୍ମଟି ୧୯୮୩ ମସିହା କ୍ରିକେଟ୍ ୱାଲ୍ଡକପର କାହାଣୀ ଉପରେ ପର୍ଯ୍ୟବେସିତ ହୋଇଛି । ଫିଲ୍ମର କାହାଣୀ ମୁଖ୍ୟତଃ କପିଲ ଦେବଙ୍କ ଉପରେ ଗତିଶୀଳ ହୋଇଛି । ଫିଲ୍ମରେ…
Read More...

ଅଲଗା ହେଲେ ସୁସ୍ମିତା । ବିବାଦ ପରେ ହେଲା ବ୍ରେକଅପ୍ ।

କନକ ବ୍ୟୁରୋ: ବ୍ରହ୍ମାଣ୍ଡ ସୁନ୍ଦରୀ ତଥା ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍ ଓ ତାଙ୍କ ବୟ ଫ୍ରେଣ୍ଡ ରୋହମନ ଶଭଲଙ୍କ ମଧ୍ୟରେ ବ୍ରେକଅପ୍ ହୋଇଛି । କିଛି ଦିନ ହେବ ସେମାନଙ୍କ ମଧ୍ୟରେ ମନାନ୍ତର ସୃଷ୍ଟି ହୋଇଥିଲା,  ଯେଉଁଥିପାଇଁ ସୁସ୍ମିତା ଅଲଗା ରହୁଥିଲେ । ରୋହମାନଙ୍କ ସହ ଅତି ଘନିଷ୍ଠ ଥିଲେ…
Read More...