Browsing Category

ଜନାଦେଶ

ଉପ-ନିର୍ବାଚନରେ ପୁଣି ଉଡିଲା ବିଜେଡିର ବିଜୟ ଧ୍ୱଜା । ୨୦୧୯ ପରେ ଉପ-ନିର୍ବାଚନରେ ଅପରାଜେୟ ବିଜେଡି ।

କନକ ବ୍ୟୁରୋ : ବ୍ରଜରାଜନଗରରେ ବାଜି ମାରିଲା ବିଜେଡି । ଏହାସହ ୨୦୧୯ ପରଠାରୁ ଉପ-ନିର୍ବାଚନରେ ବିଜେଡିର ବିଜୟ ଧାରା ଅବ୍ୟାହତ ରହିଛି । ୬୬ ହଜାରରୁ ଅଧିକ ଭୋଟରେ ବିରୋଧୀଙ୍କୁ ମାତ୍ ଦେଇ ପୁଣିଥରେ ବିଜୟ ଧ୍ୱଜା ଉଡାଇଛି ବିଜେଡି । ସବୁଠୁ ବଡ କଥା ହେଲା, ଲଗାତାର ଉପ-ନିର୍ବାଚନରେ ବିଜେଡି କେବଳ…
Read More...

ବିଜେଡି ଜିତିଲା ବ୍ରଜରାଜନଗର ବାଜି । ୬୫ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜେଡି ବିଜୟୀ

କନକ ବ୍ୟୁରୋ : ବ୍ରଜରାଜନଗରରେ ବାଜି ମାରିଲା ବିଜେଡି । ୬୫ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ୨୦୧୪ ପରେ ପ୍ରଥମଥର ପାଇଁ ୨ୟ ସ୍ଥାନରେ ରହିଲା କଂଗ୍ରେସ । ବିଜେପିର ରାଧାରାଣୀଙ୍କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ରହିଲେ କଂଗ୍ରେସ ପ୍ରାର୍ଥୀ…
Read More...

ବ୍ରଜରାଜନଗର ବାଜି, ଆସିଲା ୧୭ ରାଉଣ୍ଡର ଟ୍ରେଣ୍ଡ । ଜାଣନ୍ତୁ କିଏ ଆଗରେ କିଏ ପଛରେ …

କନକ ବ୍ୟୁରୋ : ବ୍ରଜରାଜନଗର ବାଜି । ଭୋଟ୍ ଗଣତି ଜାରି ରହିଛି । ୧୭ରାଉଣ୍ଡ ସୁଦ୍ଧା ବହୁ ଆଗରେ ବିଜେଡି ପ୍ରାର୍ଥୀ ରହିଛନ୍ତି । ୫୬ହଜାର ୩୦୬ ଭୋଟରେ ଅଳକା ମହାନ୍ତି ଆଗୁଆ ରହିଛନ୍ତି । ବିଜେଡି ପ୍ରାର୍ଥୀଙ୍କୁ ୧୭ରାଉଣ୍ଡ ସୁଦ୍ଧା ୭୯,୩୪୯ ଭୋଟ୍ ମିଳିଛି । ତେବେ ଟ୍ରେଣ୍ଡରେ ବିଜେପିକୁ…
Read More...

ବ୍ରଜରାଜନଗର ଉପନିର୍ବାଚନ: ୧୮ ହଜାରରୁ ଅଧିକ ଭୋଟରେ ଆଗୁଆ ବିଜେଡି, ଦ୍ୱିତୀୟକୁ ଉଠିଲା କଂଗ୍ରେସ 

କନକ ବ୍ୟୁରୋ: ଚାଲିଛି ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ୧୩ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି । ୧୩ ରାଉଣ୍ଡରେ ବିଜେଡି ୪, ୯୯୭ ଭୋଟ ପାଇଥିବା ବେଳେ କଂଗ୍ରେସ ୧୯୫୭ ଭୋଟ ପାଇଛି ଓ ବିଜେପି ୮୯୬ ଭୋଟ ପାଇଛି । ଏହାସହ କଂଗ୍ରେସ ଏବେ ବିଜେପିକୁ ଟପି ଦ୍ୱିତୀୟ…
Read More...

ବାଜି ବ୍ରଜରାଜନଗର : ଷଷ୍ଠ ରାଉଣ୍ଡରେ ଆଗରେ ବିଜେଡି, ପଛରେ ବିରୋଧୀ

କନକ ବ୍ୟୁରୋ : ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଟ୍ରେଣ୍ଡ ପରେ ଟ୍ରେଣ୍ଡ ସାମ୍ନାକୁ ଆସିବାରେ ଲାଗିଛି । ଲଗାତାର ଷଷ୍ଠ ରାଣ୍ଡରେ ମଧ୍ୟ ବିଜେପି ପ୍ରାର୍ଥୀ ଅଳକା ମହାନ୍ତି ଆଗରେ ରହିଛନ୍ତି । ଷଷ୍ଠ ରାଉଣ୍ଡ ଟ୍ରେଣ୍ଡ ଅନୁସାରେ, ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ…
Read More...

ବ୍ରଜରାଜନଗର ଉପନିର୍ବାଚନ: ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗରେ, ବିରୋଧୀ ପଛରେ

କନକ ବ୍ୟୁରୋ: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଟ୍ରେଣ୍ଡ ପରେ ଟ୍ରେଣ୍ଡ ସାମ୍ନାକୁ ଆସିବାରେ ଲାଗିଛି । ଲଗାତାର ପଞ୍ଚମ ରାଣ୍ଡରେ ମଧ୍ୟ ବିଜେପି ପ୍ରାର୍ଥୀ ଅଳକା ମହାନ୍ତି ଆଗରେ ରହିଛନ୍ତି । ପଞ୍ଚମ ରାଉଣ୍ଡ ଟ୍ରେଣ୍ଡ ଅନୁସାରେ, ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ…
Read More...

ବ୍ରଜରାଜନଗର ଉପନିର୍ବାଚନ ଭୋଟ୍ ଗଣତି । ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ଆଗୁଆ

କନକ ବ୍ୟୁରୋ : ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଟ୍ରେଣ୍ଡ ପରେ ଟ୍ରେଣ୍ଡ ସାମ୍ନାକୁ ଆସିବାରେ ଲାଗିଛି । ଲଗାତାର ୪ର୍ଥ ରାଣ୍ଡରେ ମଧ୍ୟ ବିଜେପି ପ୍ରାର୍ଥୀ ଅଳକା ମହାନ୍ତି ଆଗରେ ରହିଛନ୍ତି । ଚତୁର୍ଥ ରାଉଣ୍ଡ ଟ୍ରେଣ୍ଡ ଅନୁସାରେ, ବିଜେଡି ପ୍ରାର୍ଥୀ ଅଳକା…
Read More...

ବାଜି ବ୍ରଜରାଜନଗର : ତୃତୀୟ ରାଉଣ୍ଡ ଟ୍ରେଣ୍ଡରେ ବି ବିଜେଡି ଆଗୁଆ

କନକ ବ୍ୟୁରୋ : ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଏହାରି ଭିତରେ ତୃତୀୟ ରାଉଣ୍ଡର ଟ୍ରେଣ୍ଡ ଆସିଛି । ତୃତୀୟ ରାଉଣ୍ଡ ଟ୍ରେଣ୍ଡରେ ବି ବିଜେଡି ଆଗୁଆ । ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ୫୭୮୫ ଖଣ୍ଡ ଭୋଟ ମିଳିଥିବା ବେଳେ, କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ…
Read More...

ବ୍ରଜରାଜନଗର ଉପ ନିର୍ବାଚନ: ଆସିଲା ଦ୍ୱିତୀୟ ଟ୍ରେଣ୍ଡ, ୭,୬୨୫ ଭୋଟରେ ବିଜେଡି ପ୍ରାର୍ଥୀ ଆଗୁଆ

କନକ ବ୍ୟୁରୋ: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ଅଳକା ମହାନ୍ତି ୭,୬୨୫ ଭୋଟରେ ଆଗୁଆ ଅଛନ୍ତି । ବିଜେଡି ପ୍ରାର୍ଥୀଙ୍କୁ ଦ୍ୱିତୀୟ ରାଉଣ୍ଡରେ ୫,୫୧୫ ଭୋଟ୍ ମିଳିଛି ।…
Read More...

ବ୍ରଜରାଜନଗର ବାଜି : ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ, ଜାଣନ୍ତୁ କିଏ ଆଗରେ କିଏ ପଛରେ ?

କନକ ବ୍ୟୁରୋ : ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଏହାରି ଭିତରେ ପ୍ରାଥମିକ ଟ୍ରେଣ୍ଡ ସାମ୍ନାକୁ ଆସିଛି । ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ଅଳକା ମହାନ୍ତି ୩,୫୮୯ ଭୋଟରେ ଆଗୁଆ ଅଛନ୍ତି । ବିଜେଡି ପ୍ରାର୍ଥୀଙ୍କୁ ପ୍ରଥମ ରାଉଣ୍ଡରେ ୪,୭୩୩ ଭୋଟ୍…
Read More...