ରାଜ୍ୟ କ୍ୟାବିିନେଟରେ ୧୮ଟି ପ୍ରସ୍ତାବକୁ ଅନୁମୋଦନ : ଗରିବ ଲୋକଙ୍କୁ ଘର ଯୋଗାଇଦେବାକୁ ‘ମୋ ଘର’ ଯୋଜନାକୁ ସ୍ୱୀକୃତି, ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଓ ପ୍ରଗତିଶିଳ ଡାକ୍ତରୀ ଶିକ୍ଷା ପାଇଁ ପ୍ରତିଷ୍ଠା ହେବ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ; ଭିସୁଟ୍ ନବକଳେବର ପାଇଁ ୨ହଜାର କୋଟି ମଂଜୁରୀ

5