କୋରାପୁଟରେ ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଘର : ନନ୍ଦପୁର କୁଲାବୀର ପଂଚାୟତ ମହକୁମାରେ ଅଘଟଣ, ଦମକଳବାହିନୀ ଆସି ଲିଭାଇଲେ ନିଆଁ; ପରିବାର ଲୋକେ ସୁରକ୍ଷିତ, ଉଠିଲା ପ୍ରଶ୍ନ ଗୋଟିଏ ଘରେ କାହିଁକି ଥିଲା ୧୫ ସିଲିଣ୍ଡର

9