Advertisment

smruti sangita giri

ପାରାଦୀପରୁ ଆସିଲା ଅଭାବନୀୟ ଖବର । ନାବାଳିକାକୁ  ୭୫ ବର୍ଷୀୟ ବୃଦ୍ଧଙ୍କ ଦୁଷ୍କର୍ମ ଅଭିଯୋଗ । ଦୋକାନ ଘରକୁ ଟାଣିନେଇ ଦୁଷ୍କର୍ମ କଲେ ବୃଦ୍ଧ, ପୋଲିସ କଲା ଗିରଫ ।

୪ ଦୁଷ୍କର୍ମ ଅଭିଯୁକ୍ତଙ୍କ ମୃତଦେହକୁ ସୁରକ୍ଷିତ ରଖିବା ପାଇଁ ତେଲେଙ୍ଗାନା ହାଇକୋର୍ଟଙ୍କ ନିର୍ଦ୍ଦେଶ । ଡିସେମ୍ବର ୯ ତାରିଖ ଯାଏଁ ସଂରକ୍ଷିତ ରହିବ ଶବ

ଆଜି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି । ପାଇକ ବିଦ୍ରୋହ ସ୍ମାରକର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ରାମନାଥ କୋବିନ୍ଦ

ଜୀବନ ସଂଘର୍ଷରେ ହାରିଗଲେ ଉନ୍ନାଓ ଦୁଷ୍କର୍ମ ପୀଡିତା । ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର । ମୃତ୍ୟୁ ପୂର୍ବରୁ ଭାଇକୁ କହିଥିଲେ, ମୁଁ ବଂଚିବାକୁ ଚାହେଁ, ଦୋଷୀଙ୍କୁ କଠୋର ଦଣ୍ଡ ମିଳୁ

ପିଆଜ ଉପରେ ଚୋରଙ୍କ ନଜର । କଟକ ସାଲେପୁରରେ ଦୋକାନ ଭାଙ୍ଗି ଚୋର ନେଇଗଲା ପିଆଜ । ସାରା ଓଡ଼ିଶାରେ ଗ୍ରାହକ ହନ୍ତସନ୍ତ

ଏନକାଉଂଟର ମାଷ୍ଟର ସାଇବରାବାଦ ପୋଲିସ କମିସନର ଭିସି ସଜ୍ଜନାର । ଯାହାଙ୍କ ନାଁ ଶୁଣିଲେ ଥରିଯାଏ ଅପରାଧୀଙ୍କ ଛାତି । ଅପରାଧୀଙ୍କୁ ଗୁଳି ମାରି ଉଡାଇ ଦେବା, ଏହି ଆଇପିଏସ ଅଧିକାରୀଙ୍କ ପୁରୁଣା ଷ୍ଟାଇଲ୍

ହାଇଦ୍ରାବାଦ ପୋଲିସର କାର୍ଯ୍ୟକୁ ସାଲ୍ୟୁଟ୍ କଲେ ମହିଳା । ପୋଲିସ ଉପରେ ଫୁଲ ବର୍ଷା କଲେ ଜନତା ।

ମୋ ସ୍ୱାମୀଙ୍କୁ ଯେଉଁଠି ଗୁଳି କଲ, ମତେ ବି ସେଇଠି ଗୁଳି କର... ହାଇଦ୍ରାବାଦ ସୈତାନ ସଫା ହେବା ପରେ ପୋଲିସକୁ ହାତଯୋଡି ନିବେଦନ କଲେ ମୃତ ଚିନ୍ନାରର ପତ୍ନୀ

ଯେଉଁଠି ଘଟାଇଥିଲେ ଜଘନ୍ୟ ଅପରାଧ, ସେଇଠି ହେଲା ଅନ୍ତ । ହାଇଦ୍ରାବାଦରେ ୪ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ପୋଲିସର ଏନକାଉଣ୍ଟର । ଅପରାଧର ଡେମୋ ଦେଖାଉଥିବା ବେଳେ ଖସି ପଳାଇବାକୁ କରୁଥିଲେ ଉଦ୍ୟମ

ଅଜିତ ପାୱାରଙ୍କୁ କ୍ଲିନଚିଟ । ମହାରାଷ୍ଟ୍ର ବହୁ ଚର୍ଚ୍ଚିତ ଜଳସେଚନ ବିଭାଗ ଦୁର୍ନୀତିରେ ଏନସିପି ନେତା ମୁକ୍ତ

ହାଇଦ୍ରାବାଦରେ ଗଣଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର ଘଟଣା । ମୃତ ଅଭିଯୁକ୍ତଙ୍କ ଶବ ନେବାକୁ ମନା କରିଦଲେ ପରିବାର ଲୋକେ । ଏବେ ପୁଲିସ କରିବ ଅନ୍ତିମ ସଂସ୍କାର

ସବସ୍କ୍ରାଇବ କରନ୍ତୁ