Advertisment

smruti sangita giri

ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର ପରେ ଉଠୁଛି ପଡୁଛି ଦେଶ। ତଥାପି କମୁନି ମହିଳା ଓ ଶିଶୁଙ୍କୁ ଦୁଷ୍କର୍ମ। ଗତ ୨୪ ଘଂଟାରେ ଯୌନ ପିଶାଚଙ୍କ ପଞ୍ଝାରେ ୫ ନାବାଳିକା

ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ସ୍ୱରାଷ୍ଟ୍ର ମନ୍ତ୍ରାଳୟର ଚିଠି । ଦୁଷ୍କର୍ମ ଅଭିଯୋଗ ନେଇ କଠୋର ହେବାକୁ ପରାମର୍ଶ । ଯେକୌଣସି ଥାନାରେ ଅଭିଯୋଗ ଦାଖଲ କରିବାକୁ ନିର୍ଦ୍ଦେଶ

ରାଜାଙ୍କୁ ପିଆଜ ଡର ! ଯୋଗାଣ ମନ୍ତ୍ରୀ ରାଜା ସ୍ୱାଇଁଙ୍କ ବାସଭବନ ଆଗରେ ପୁଲିସର ପହରା...ପିଆଜ ଦର ବୃଦ୍ଧି ନେଇ ଲୋକଙ୍କ ଅସନ୍ତୋଷକୁ ଆଖି ଆଗରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି

ନା ଅଛି ପରିବାର ନା ହିଁ ସଂପର୍କୀୟ, ଅସହାୟ ସୁରଥୀଙ୍କ ଆଖିରୁ ଶୁଖୁନି ଲୁହ...ପର ହାତଟେକାରେ ବିତୁଛି ଜୀବନ...ସାହା ହେବାକୁ ସରକାରଙ୍କୁ ଆକୁଳ ନିବେଦନ

ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟରେ ଅଭାବନୀୟ ଘଟଣା । ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ବିନା କାରଣରେ ଶିକ୍ଷୟିତ୍ରୀଙ୍କ ମାଡ ଅଭିଯୋଗ

ଟ୍ରାଫିକ୍ ପୁଲିସର ଅଜବ ଚାଲାଣ...ସିଟ୍ ବେଲ୍ଟ ନପିନ୍ଧି ଗାଡି ଚଳାଇବା ଅଭିଯୋଗରେ ଲୁନା ଚାଳକଙ୍କ ଉପରେ ଲଗାଇଲା ହଜାରେ ଟଙ୍କାର ଜରିମାନା

ପାଠପଢା ଛାଡି ବଣଭୋଜିରେ ମାତିଲେ ଶିକ୍ଷକ । ସାମ୍ନାକୁ ଆସିଲା ପୁରୀ ଜିଲ୍ଲା ଗୋପ ବ୍ଲକର ୭୦ରୁ ଅଧିକ ଶିକ୍ଷକ ଓ ଶିକ୍ଷାଅଧିକାରୀ ମୌଜ ମସ୍ତିର ଚିତ୍ର

ହୁ ହୁ ହୋଇ ବଢୁଛି ପିଆଜ ଦର । ଏବେ ୫୦ ଟପିଲାଣି, ଅକ୍ଟୋବରରେ ୧୦୦ ଟପିବ !

ଚିନ୍ତା ବଢାଉଛି ପିଆଜ: ୧୬୦ ଛୁଇଁଲାଣି ଦର, ଜାନୁଆରୀ ୨୦ ଯାଏଁ ମିଳିବନି ତ୍ରାହୀ; ଆମଦାନୀ ପିଆଜ ପହଂଚିବା ବିଳମ୍ବ ନେଇ କେନ୍ଦ୍ର ସରକାରଙ୍କ ସୂଚନା

ଜୟପୁର, ଉତକେଲା ଓ ରାଉରକେଲାରେ ହେବ ବିମାନବନ୍ଦର । ୩ଟି ବିମାନବନ୍ଦର ଭିତ୍ତିଭୂମି ନିର୍ମାଣ କରିବେ ରାଜ୍ୟ ସରକାର । ମୁଖ୍ୟ ଶାସନ ସଚିବ-କେନ୍ଦ୍ର ବେସାମରିକ ବିମାନ ଚଳାଚଳ ସଚିବ ଆଲୋଚନା

ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ବଡ ଉଚ୍ଛେଦ । ଭଙ୍ଗା ଯିବ ମନ୍ଦିର ଚାରିପାଖରେ ଥିବା ଦୋକାନ ଆଉ ଘର ।

ପୁରୀ ଢାଞ୍ଚାରେ ହେବ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ । ଐତିହ୍ୟ ସହରରେ ପରିଣତ ହେବ ଏକାମ୍ର କ୍ଷେତ୍ର । ଶ୍ରୀମନ୍ଦିର ଭଳି ଲାଙ୍ଗରାଜ ମନ୍ଦିର ଚାରିପଟୁ ହଟିବ ଜବର ଦଖଲ

ଆହୁରି ୨୪ଘଣ୍ଟା ଥରିବ ଓଡିଶା । ଆସନ୍ତାକାଲିଠୁ ବଢିବ ରାତି ତାପମାତ୍ରା, କମିବ ଶୀତ

ଆଜିଠୁ ରାଜ୍ୟରେ ବଢିବ ଶୀତ ! ୧୫ ଡିଗ୍ରୀ ତଳେ ୧୮ ସହରର ତାପମାତ୍ରା । ଗୋଟିଏ ଦିନରେ ୪ ଡିଗ୍ରୀକୁ ଖସିଲା ଭୁବନେଶ୍ବରର ପାରଦ

ସବସ୍କ୍ରାଇବ କରନ୍ତୁ