Advertisment

smruti sangita giri

ନୂଆବର୍ଷରୁ ଗୋରେଖନାଥ ପୀଠରେ ମାନସିକ ପ୍ରସାଦ ବନ୍ଦ। ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ରୋଷଘରେ ତାଲା

ନାଗରିକତା ସଂଶୋଧନ ଆଇନ ସମର୍ଥନରେ ବିଜେପିର ସଚେତନତା ଅଭିଯାନ। କଟକର କଲେଜ ଛକରୁ ଖାନନଗର ପାର୍କ ଯାଏ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପଦଯାତ୍ରା

ବଲାଙ୍ଗୀରରେ ନାବାଳିକାଙ୍କୁ ବଳି! ଗାଁ ନିକଟସ୍ଥ ଜଙ୍ଗଲରୁ ନାବାଳିକାର ମୃତ ଦେହ ଉଦ୍ଧାର । ଗତ ୨୪ ତାରିଖରୁ ନିଖୋଜ ଥିଲା କୁନିଝିଅ

ଆସନ୍ତା ୮ରେ ଭାରତ ବନ୍ଦ। ୧୨ ଦଫା ଦାବି ନେଇ ଧର୍ମଘଟ ଡାକରା। କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ସ୍ୱାଧୀନ ଫେଡରେସନ୍ ମିଳିତ ମଞ୍ଚ ପକ୍ଷରୁ ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା

କେଉଁଠୁ ଆସିଲେ ମୁଖାପିନ୍ଧା ଦୁର୍ବୃତ୍ତ? ଜେଏନୟୁରେ ଆକ୍ରମଣ  ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ । ବିଶ୍ୱବିଦ୍ୟାଳୟ ବାହାରେ ନିଷୋଧାଜ୍ଞା,  କ୍ୟାମ୍ପସ ଛାଡୁଛନ୍ତି ଛାତ୍ର

ଅମଳ ବେଳାରେ ଛନକା କଲାଣି ଭାଉ। ନୂଆ-ପୁରୁଣା ଦାମ୍ ସବୁ ସମାନ, ଚିନ୍ତାରେ ଖାଉଟି। ପିଆଜ ଛାଡି ରହି ହେଉଥିଲା ହେଲେ ଆଳୁ ଛାଡିବା ମୁସ୍କିଲ

ଜେଏନୟୁରେ ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ ଘଟଣା । ଟୁଇଟ୍ କରି ଉଦବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ ଗଣତନ୍ତ୍ରରେ ନାହିଁ ହିଂସାର କୌଣସି ସ୍ଥାନ

ରାଜଭବନରେ ଆରମ୍ଭ ହେଲା ନୂତନବର୍ଷର ପୁଷ୍ପ ପ୍ରଦର୍ଶନୀ । ଦର୍ଶକଙ୍କୁ ଆକୃଷ୍ଟ କରୁଛି ସାଲଭିଆ, ସେବତି, ଗୋଲାପ, ଗେଣ୍ଡୁ । ୧୯ ଯାଏଁ ଖୋଲା ରହିବ ପ୍ରଦର୍ଶନୀ

ଜାଲ୍ କାଗଜପତ୍ରରେ ବଡ଼ ଧରଣର ଜାଲିଆତି। ଚାଷୀଙ୍କ ନାଁ ଜାଲିଆତି କରି କପା ବିକୁଛି ଅସାଧୁ ବ୍ୟବସାୟୀ। ଆରଏମସି କର୍ମଚାରୀଙ୍କୁ ହାତ କରି ହେଉଛନ୍ତି ମାଲାମାଲ। ହତାଶ ହେଉଛନ୍ତି କପା ଚାଷୀ।

କଂସ ମହାରାଜଙ୍କ ପିଆଜ ଚିନ୍ତା ! ପିଆଜର ଅହେତୁକ ଦର ବୃଦ୍ଧିକୁ ନେଇ ଜିଲ୍ଲା ପ୍ରଶାସନ ଉପରେ ବର୍ଷିଲେ ମଥୁରାନରେଶ । ତୁରନ୍ତ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଦେଲେ ନିର୍ଦ୍ଦେଶ

ସବସ୍କ୍ରାଇବ କରନ୍ତୁ