ବଜେଟରେ ବରିଷ୍ଠ ନାଗରିକଙ୍କ ପାଇଁ ବଡ ଘୋଷଣା । ୭୫ ବର୍ଷରୁ ଅଧିକ ପେନସନଭୋଗୀଙ୍କୁ ଆୟକର ସଂପୂର୍ଣ୍ଣ ଛାଡ

କନକ ବ୍ୟୁରୋ: ସାଧାରଣ ବଜେଟରେ ଆୟକର ସୀମାରେ ହେଲା ନାହିଁ କୌଣସି ବି ପରିବର୍ତ୍ତନ । ବରିଷ୍ଠ ପେନସନ ଭୋଗୀଙ୍କୁ ଆୟକରରେ ମିଳିବ ରିହାତି । ତେବେ ୭୫ ବର୍ଷରୁ ଅଧିକ ବୟସ୍କ ପେନସନଭୋଗୀଙ୍କ ପାଇଁ ଆୟକର ସଂପୂର୍ଣ୍ଣ ଭାବେ ଛାଡ କରିବାକୁ ବଜେଟ-୨୧-୨୨ରେ ସଂସଦରେ ଘୋଷଣା କରାଯାଇଛି । ବଜେଟରେ…

କଟକ କନିକା ଛକ ସ୍ଥିତ ‘ସନ ହସ୍ପିଟାଲ’ରେ ଭୟଙ୍କର ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳୁଛି ମେଡିକାଲ…

କନକ ବ୍ୟୁରୋ: ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ । କଟକ କନିକା ଛକ ସ୍ଥିତ ସନ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ନିଆଁକୁ ଆୟତ୍ତ କରିବାକୁ ଦମକଳ ବାହିନୀର ପ୍ରୟାସ ଜାରି । ତେବେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିବା ବେଳେ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ…

ବଜେଟରେ ଶିକ୍ଷା କ୍ଷେତ୍ରକୁ ନେଇ ବଡ଼ ଘୋଷଣା । ଦେଶରେ ଖୋଲାଯିବ ୧୦୦ରୁ ଅଧିକ ସୈନିକ ସ୍କୁଲ

କନକ ବ୍ୟୁରୋ: ଦେଶରେ ଖୋଲାଯିବ ୧୦୦ରୁ ଅଧିକ ସୈନିକ ସ୍କୁଲ ଖୋଲିବ । ଆଦିବାସୀ ଅଞ୍ଚଳରେ ଖୋଲିବ ଏକଲବ୍ୟ ସ୍କୁଲ ।  ଏନେଇ ଆଜି ସଂସଦରେ ସାଧାରଣ ବଜେଟ ଉପସ୍ଥାପନ ବେଳେ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ ଆଦିବାସୀ ଅଂଚଳମାନଙ୍କରେ ୭୫୮ଟି ଏକଲବ୍ୟ ସ୍କୁଲ…

ରେଳ ବିଭାଗ ପାଇଁ ବଜେଟରେ କେତେ? ରେଳବାଇକୁ ୧,୧୦,୦୫୫ କୋଟିର ଆବଣ୍ଟନ

କନକ ବ୍ୟୁରୋ: ପ୍ରତିକ୍ଷାର ହେଲା ଅନ୍ତ । ସଂସଦରେ ଉପଲସ୍ଥାପିତ ହେଲା କରୋନା କାଳର ପ୍ରଥମ ବଜେଟ୍ । ତେବେ କରୋନା କାଳ ଭିତରେ ସଂସଦରେ ଆଗତ ହେଲା ସାଧାରଣ ବଜେଟ । ପୂର୍ବ ନିର୍ଦ୍ଧାରିତ ସମୟରେ ୨୦୨୧-୨୨ର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କେନ୍ଦ୍ର କ୍ୟାବିନେଟରେ…

ଆରମ୍ଭ ହେଲା ୨୦୨୧-୨୨ର ସାଧାରଣ ବଜେଟ । ସଂସଦରେ ତୃତୀୟ ଥର ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା…

କନକ ବ୍ୟୁରୋ: ଅପେକ୍ଷାର ହେଲା ଅନ୍ତ । ସଂସଦରେ ଉପସ୍ଥାପିତ ହେଲା କରୋନା କାଳର ପ୍ରଥମ ବଜେଟ୍ । ନିର୍ଦ୍ଧାରିତ ସମୟରେ ପବିତ୍ର ସଂସଦ ଭବନରେ ୨୦୨୧-୨୨ର ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ଏହା ତାଙ୍କର ତୃତୀୟ ବଜେଟ୍ ।…

ସାଧାରଣ ବଜେଟ ପୂର୍ବରୁ କ୍ୟାବିନେଟ ମିଟିଂ । ଆଉ କିଛି ସମୟ ପରେ ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ

କନକ ବ୍ୟୁରୋ: ଆଉ କେଇ ଘଂଟାର ଅପେକ୍ଷା । ସଂସଦରେ ଆଗତ ହେବ ସାଧାରଣ ବଜେଟ୍ । ଦିନ ୧୧ଟାରେ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହାପୂର୍ବରୁ ରାଷ୍ଟ୍ରପତି ଭବନରେ ପହଞ୍ଚିସାରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ସେପଟେ ସଂସଦରେ ସାଧାରଣ ବଜେଟ ଆଗତ ହେବା…