Advertisment

Rasmita Nayak

କଳାହାଣ୍ଡିରେ ଭୋଟ ପାଇଁ ଘରେ ପହଂଚିଛି ଭୋଟର ତାଲିକା, ହେଲେ ନାହାନ୍ତି ଭୋଟର । ସଂପର୍କୀୟ କହିଲେ, ଭିଟା ମାଟି ଛାଡି ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି ଶ୍ରମିକ । post image

କଳାହାଣ୍ଡିରେ ଭୋଟ ପାଇଁ ଘରେ ପହଂଚିଛି ଭୋଟର ତାଲିକା, ହେଲେ ନାହାନ୍ତି ଭୋଟର । ସଂପର୍କୀୟ କହିଲେ, ଭିଟା ମାଟି ଛାଡି ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି ଶ୍ରମିକ ।

ଅନୁଗୁଳର ଦୁଃଖ ୫୫ ନମ୍ବର ଜାତୀୟ ରାଜପଥ । ଏଯାଏଁ ସରିନି ୨୦୧୮ରୁ ଆରମ୍ଭ ହୋଇଥିବା ପ୍ରଶସ୍ତିକରଣ କାମ । ଏବର୍ଷ ଶେଷ ସୁଦ୍ଧା ସରିବା ନେଇ ଆଶଙ୍କା । post image

ଅନୁଗୁଳର ଦୁଃଖ ୫୫ ନମ୍ବର ଜାତୀୟ ରାଜପଥ । ଏଯାଏଁ ସରିନି ୨୦୧୮ରୁ ଆରମ୍ଭ ହୋଇଥିବା ପ୍ରଶସ୍ତିକରଣ କାମ । ଏବର୍ଷ ଶେଷ ସୁଦ୍ଧା ସରିବା ନେଇ ଆଶଙ୍କା ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ପ୍ରାର୍ଥୀଙ୍କ ପାଇଁ ମୈଦାନକୁ ଓହ୍ଲାଇଥିଲେ ନବୀନ, ମୋଦୀ । ୧୩ରେ ବଡ଼ ବଡ଼ ନେତାଙ୍କ ଭାଗ୍ୟ ପରୀକ୍ଷା । post image

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ପ୍ରାର୍ଥୀଙ୍କ ପାଇଁ ମୈଦାନକୁ ଓହ୍ଲାଇଥିଲେ ନବୀନ, ମୋଦୀ । ୧୩ରେ ବଡ଼ ବଡ଼ ନେତାଙ୍କ ଭାଗ୍ୟ ପରୀକ୍ଷା ।

ନେତାଜୀ ସୁବାଷ ବୋଷଙ୍କୁ ଅସମ୍ମାନ । ରାଜଧାନୀ ରାସ୍ତା କଡ଼ରେ ଭଙ୍ଗାରୁଜା ଅବସ୍ଥାରେ ପଡ଼ିରହିଛି ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତୀ । post image

ନେତାଜୀ ସୁବାଷ ବୋଷଙ୍କୁ ଅସମ୍ମାନ । ରାଜଧାନୀ ରାସ୍ତା କଡ଼ରେ ଭଙ୍ଗାରୁଜା ଅବସ୍ଥାରେ ପଡ଼ିରହିଛି ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତୀ ।

ଭୁବନେଶ୍ୱରରେ ବିଲଡର ସଂସ୍ଥା ଉପରେ ଆୟକର ଚଢ଼ାଉ । ଟିକସ ଫାଙ୍କି ଥିବା ଅଭିଯୋଗରେ ଷ୍ଟଲୱାର୍ଟ ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ ଉପରେ ଚଢ଼ାଉ । post image

ଭୁବନେଶ୍ୱରରେ ବିଲଡର ସଂସ୍ଥା ଉପରେ ଆୟକର ଚଢ଼ାଉ । ଟିକସ ଫାଙ୍କି ଥିବା ଅଭିଯୋଗରେ ଷ୍ଟଲୱାର୍ଟ ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ ଉପରେ ଚଢ଼ାଉ ।

ବିଞ୍ଝାରପୁର ବିଧାନସଭା ଆସନରେ ହେବ ମହିଳା ଫାଇଟ । କିଏ ମାରିବ ବାଜି ତାକୁ ନେଇ ଚର୍ଚ୍ଚା । post image

ବିଞ୍ଝାରପୁର ବିଧାନସଭା ଆସନରେ ହେବ ମହିଳା ଫାଇଟ । କିଏ ମାରିବ ବାଜି ତାକୁ ନେଇ ଚର୍ଚ୍ଚା ।

ଭୁବନେଶ୍ୱର ବଡ଼ଗଡ଼ ଅଂଚଳରୁ ସନ୍ଦେହଜନକ ଭାବେ ଯୁବତୀଙ୍କ ମୃତଦେହ ଉଦ୍ଧାର । ଯୁବତୀ ଜଣଙ୍କ ବାରଗାର୍ଲ ଭାବେ କାମ କରୁଥିବା ସୂଚନା । ପୋଲିସର ଛାନଭିନ ଜାରି । post image

ଭୁବନେଶ୍ୱର ବଡ଼ଗଡ଼ ଅଂଚଳରୁ ସନ୍ଦେହଜନକ ଭାବେ ଯୁବତୀଙ୍କ ମୃତଦେହ ଉଦ୍ଧାର । ଯୁବତୀ ଜଣଙ୍କ ବାରଗାର୍ଲ ଭାବେ କାମ କରୁଥିବା ସୂଚନା । ପୋଲିସର ଛାନଭିନ ଜାରି ।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ । ୧୩ ମେ’ରେ ୪ଟି ସଂସଦୀୟ କ୍ଷେତ୍ରରେ ପଡ଼ିବ ଭୋଟ । ମତଦାନ କରିବେ ୬୨ ଲକ୍ଷରୁ ଅଧିକ ଭୋଟର । post image

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ । ୧୩ ମେ’ରେ ୪ଟି ସଂସଦୀୟ କ୍ଷେତ୍ରରେ ପଡ଼ିବ ଭୋଟ । ମତଦାନ କରିବେ ୬୨ ଲକ୍ଷରୁ ଅଧିକ ଭୋଟର ।

ଜେଲରୁ ବାହାରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ସାମ୍ବାଦିକ ସମ୍ମିଳନୀ । ଛୋଟିଆ ଦଳ ଆପକୁ ଭାଙ୍ଗିବାରେ ଲାଗିପଡ଼ିଛନ୍ତି ପ୍ରଧାନମନ୍ତ୍ରୀ । post image

ଜେଲରୁ ବାହାରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ସାମ୍ବାଦିକ ସମ୍ମିଳନୀ । ଛୋଟିଆ ଦଳ ଆପକୁ ଭାଙ୍ଗିବାରେ ଲାଗିପଡ଼ିଛନ୍ତି ପ୍ରଧାନମନ୍ତ୍ରୀ ।

ଜୟପୁର କଲେଜ ଅଫ ନର୍ସିଂ ପକ୍ଷରୁ ଆନ୍ତର୍ଜାତୀୟ ନର୍ସ ଦିବସ ପାଳିତ । ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବି ହରି ନାରାୟଣ ବେହେରାଙ୍କ ଯୋଗଦାନ । post image

ଜୟପୁର କଲେଜ ଅଫ ନର୍ସିଂ ପକ୍ଷରୁ ଆନ୍ତର୍ଜାତୀୟ ନର୍ସ ଦିବସ ପାଳିତ । ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବି ହରି ନାରାୟଣ ବେହେରାଙ୍କ ଯୋଗଦାନ ।

ସବସ୍କ୍ରାଇବ କରନ୍ତୁ