Advertisment

Rasmita Nayak

ପ୍ରଶ୍ନ ଉଠାଇଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ । ମୋଦୀଙ୍କ ସରକାରଙ୍କଠୁ ମାଗିଲେ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ । ସେନାର ମନୋବଳ ହ୍ରାସ କରୁଥିବା ବିଜେପିର ଅଭିଯୋଗ । post image

ପ୍ରଶ୍ନ ଉଠାଇଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ । ମୋଦୀଙ୍କ ସରକାରଙ୍କଠୁ ମାଗିଲେ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ । ସେନାର ମନୋବଳ ହ୍ରାସ କରୁଥିବା ବିଜେପିର ଅଭିଯୋଗ ।

୪ ଦଶନ୍ଧି ପରେ ହାଇଦ୍ରାବାଦ ଦେଖିବ ରୋଚକ ନିର୍ବାଚନୀ ଲଢ଼େଇ । ୧୩ରେ ହେବ ମାଧବୀଲତା ବନାମ ଅସଦୁଦ୍ଦିନ ଅୱେସୀ ଟକ୍କର । post image

୪ ଦଶନ୍ଧି ପରେ ହାଇଦ୍ରାବାଦ ଦେଖିବ ରୋଚକ ନିର୍ବାଚନୀ ଲଢ଼େଇ । ୧୩ରେ ହେବ ମାଧବୀଲତା ବନାମ ଅସଦୁଦ୍ଦିନ ଅୱେସୀ ଟକ୍କର ।

କେଜ୍ରିୱାଲଙ୍କ ଭବିଷ୍ୟବାଣୀ । ଆସନ୍ତାବର୍ଷ ମୋଦୀ ନେବେ ଅବସର, ଶାହା ହେବେ ପ୍ରଧାନମନ୍ତ୍ରୀ, ବିଦା ହେବେ ଯୋଗୀ । ଗୃହମନ୍ତ୍ରୀଙ୍କ ପାଲଟା ଜବାବ । post image

କେଜ୍ରିୱାଲଙ୍କ ଭବିଷ୍ୟବାଣୀ । ଆସନ୍ତାବର୍ଷ ମୋଦୀ ନେବେ ଅବସର, ଶାହା ହେବେ ପ୍ରଧାନମନ୍ତ୍ରୀ, ବିଦା ହେବେ ଯୋଗୀ । ଗୃହମନ୍ତ୍ରୀଙ୍କ ପାଲଟା ଜବାବ ।

ଆକ୍ସନମୋଡରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ପୂଜା ପାଠ, ପ୍ରେସମିଟ,ରୋଡ ଶୋରୁ କେଜ୍ରିୱାଲଙ୍କ ଶକ୍ତି ପ୍ରଦର୍ଶନ । ଦିଲ୍ଲୀ, ପଂଜାବରେ ମାରାଥନ ପ୍ରଚାର ଆରମ୍ଭ । post image

ଆକ୍ସନମୋଡରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ପୂଜା ପାଠ, ପ୍ରେସମିଟ,ରୋଡ ଶୋରୁ କେଜ୍ରିୱାଲଙ୍କ ଶକ୍ତି ପ୍ରଦର୍ଶନ । ଦିଲ୍ଲୀ, ପଂଜାବରେ ମାରାଥନ ପ୍ରଚାର ଆରମ୍ଭ ।

୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପଡିବ ଭୋଟ । କେମିତି ରହିବ ପାଣିପାଗ, ତା’ ଉପରେ ରହିଛି ନଜର । ଗ୍ରୀଷ୍ମପ୍ରବାହର ଆଶଙ୍କା ନାହିଁ post image

୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପଡିବ ଭୋଟ । କେମିତି ରହିବ ପାଣିପାଗ, ତା’ ଉପରେ ରହିଛି ନଜର । ଗ୍ରୀଷ୍ମପ୍ରବାହର ଆଶଙ୍କା ନାହିଁ

ରହସ୍ୟ ଘେରରେ ବାର୍ ଗାର୍ଲଙ୍କ ମୃତ୍ୟୁ । ଭୁବନେଶ୍ୱର ବଡଗଡ଼ ଥାନା ଅଂଚଳରେ ଭଡ଼ାଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ । ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ । post image

ରହସ୍ୟ ଘେରରେ ବାର୍ ଗାର୍ଲଙ୍କ ମୃତ୍ୟୁ । ଭୁବନେଶ୍ୱର ବଡଗଡ଼ ଥାନା ଅଂଚଳରେ ଭଡ଼ାଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ । ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ ।

ନବରଙ୍ଗପୁରରେ ପୋଲିଂ କର୍ମଚାରୀ ମୃତ୍ୟୁ । ସେପଟେ ଦିଗପହଣ୍ଡିରେ ବସ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ମିନି ବସ । post image

ନବରଙ୍ଗପୁରରେ ପୋଲିଂ କର୍ମଚାରୀ ମୃତ୍ୟୁ । ସେପଟେ ଦିଗପହଣ୍ଡିରେ ବସ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ମିନି ବସ ।

ନେତାଙ୍କ ଭାଗ୍ୟ ପରୀକ୍ଷା ପାଇଁ ବାହାରିଲା ଇଭିଏମ । କୋରାପୁଟ, ମାଲକାନଗିରି, ଗଜପତି ଓ ବ୍ରହ୍ମପୁରରେ ଦୂରରେ ଥିବା ମତଦାନ କେନ୍ଦ୍ରକୁ ଇଭିଏମ୍ ନେଇ ଗଲେ ପୋଲିଂ କର୍ମଚାରୀ । post image

ନେତାଙ୍କ ଭାଗ୍ୟ ପରୀକ୍ଷା ପାଇଁ ବାହାରିଲା ଇଭିଏମ । କୋରାପୁଟ, ମାଲକାନଗିରି, ଗଜପତି ଓ ବ୍ରହ୍ମପୁରରେ ଦୂରରେ ଥିବା ମତଦାନ କେନ୍ଦ୍ରକୁ ଇଭିଏମ୍ ନେଇ ଗଲେ ପୋଲିଂ କର୍ମଚାରୀ ।

ଗାଁକୁ ନାହିଁ ମୌଳିକ ସୁବିଧା । ମୌଳିକ ସୁବିଧା ନଥିବାରୁ ଭୋଟ ନଦେବାକୁ ଅର୍ଜୁନୀ ଗ୍ରାମବାସୀଙ୍କ ନିଷ୍ପତି । ନେତାଙ୍କୁ ଅଧାବାଟରୁ ଫେରାଇ ଦେବାକୁ ଚେତାବନୀ । post image

ଗାଁକୁ ନାହିଁ ମୌଳିକ ସୁବିଧା । ମୌଳିକ ସୁବିଧା ନଥିବାରୁ ଭୋଟ ନଦେବାକୁ ଅର୍ଜୁନୀ ଗ୍ରାମବାସୀଙ୍କ ନିଷ୍ପତି । ନେତାଙ୍କୁ ଅଧାବାଟରୁ ଫେରାଇ ଦେବାକୁ ଚେତାବନୀ ।

ସେ ନେତା ନୁହଁନ୍ତି, ସେ ଜଣେ ଦିନ ମଜୁରିଆ । ହାତରେ କରଣି ଧରି ପକ୍କା ଘର କରୁଥିବା ରାଜମିସ୍ତ୍ରୀ ଏବେ ହାତରେ ଧରିଛନ୍ତି ନିର୍ବାଚନ ପ୍ରଚାର ପତ୍ର । post image

ସେ ନେତା ନୁହଁନ୍ତି, ସେ ଜଣେ ଦିନ ମଜୁରିଆ । ହାତରେ କରଣି ଧରି ପକ୍କା ଘର କରୁଥିବା ରାଜମିସ୍ତ୍ରୀ ଏବେ ହାତରେ ଧରିଛନ୍ତି ନିର୍ବାଚନ ପ୍ରଚାର ପତ୍ର ।

ସବସ୍କ୍ରାଇବ କରନ୍ତୁ