Advertisment

Rasmita Nayak

ଲୋକସଭା ନିର୍ବାଚନ ପାଇଁ ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ । ୯ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳର ୯୬ଟି ଆସନରେ ଭୋଟ । post image

ଲୋକସଭା ନିର୍ବାଚନ ପାଇଁ ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ । ୯ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳର ୯୬ଟି ଆସନରେ ଭୋଟ ।

ଚିକିଟି କଳାହାଡ ପଞ୍ଚାୟତ ମହିଷାଣପୁର ଗାଁରେ ନିର୍ବାଚନୀ ହିଂସା  । ଗୋଟିଏ ଗୋଷ୍ଠୀକୁ ଭୋଟ ଦେବାକୁ ଛାଡୁ ନାହାଁନ୍ତି ଅନ୍ୟଏକ ଗୋଷ୍ଠୀ  । post image

ଚିକିଟି କଳାହାଡ ପଞ୍ଚାୟତ ମହିଷାଣପୁର ଗାଁରେ ନିର୍ବାଚନୀ ହିଂସା । ଗୋଟିଏ ଗୋଷ୍ଠୀକୁ ଭୋଟ ଦେବାକୁ ଛାଡୁ ନାହାଁନ୍ତି ଅନ୍ୟଏକ ଗୋଷ୍ଠୀ ।

ରାତି ପାହିଲେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ମତଦାନ କେନ୍ଦ୍ରରେ ପହଞ୍ଚିଲେ ନିର୍ବାଚନ କର୍ମଚାରୀ । ସମସ୍ତ ବୁଥରେ ହୋଇଛି ସୁରକ୍ଷିତ ମତଦାନ ବ୍ୟବସ୍ଥା । post image

ରାତି ପାହିଲେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ମତଦାନ କେନ୍ଦ୍ରରେ ପହଞ୍ଚିଲେ ନିର୍ବାଚନ କର୍ମଚାରୀ । ସମସ୍ତ ବୁଥରେ ହୋଇଛି ସୁରକ୍ଷିତ ମତଦାନ ବ୍ୟବସ୍ଥା ।

ରାତି ପାହିଲେ ଭୋଟ । ପ୍ରେସମିଟରେ ଡିଜିପିଙ୍କ ସୂଚନା । ଶାନ୍ତିଶୃଙ୍ଖଳାରେ ନିର୍ବାଚନ ପାଇଁ ସୁରକ୍ଷା କଡ଼ାକଡ଼ି । ବୁଥ ଉପରେ ନଜର ରଖିବ ସିସିଟିଭି post image

ରାତି ପାହିଲେ ଭୋଟ । ପ୍ରେସମିଟରେ ଡିଜିପିଙ୍କ ସୂଚନା । ଶାନ୍ତିଶୃଙ୍ଖଳାରେ ନିର୍ବାଚନ ପାଇଁ ସୁରକ୍ଷା କଡ଼ାକଡ଼ି । ବୁଥ ଉପରେ ନଜର ରଖିବ ସିସିଟିଭି

କାଳବୈଶାଖୀ ବର୍ଷାରେ ବେହାଲ ସିଲଭର ସିଟି । ବିଭିନ୍ନ ଗଳିରେ ଜଳବନ୍ଦୀ । ପାଣି ନିଷ୍କାସନ ହେଉ ନଥିବାରୁ ସୃଷ୍ଟି ହୋଇଛି କୁତ୍ରିମ ବନ୍ୟା ପରିସ୍ଥିତି । post image

କାଳବୈଶାଖୀ ବର୍ଷାରେ ବେହାଲ ସିଲଭର ସିଟି । ବିଭିନ୍ନ ଗଳିରେ ଜଳବନ୍ଦୀ । ପାଣି ନିଷ୍କାସନ ହେଉ ନଥିବାରୁ ସୃଷ୍ଟି ହୋଇଛି କୁତ୍ରିମ ବନ୍ୟା ପରିସ୍ଥିତି ।

ରାସ୍ତାରେ ଗୋଡାଇ ଗୋଡ଼ାଇ ଆକ୍ରମଣ କଲା ବାଘୁଆ ମହୁମାଛି । ଗଜପତି ମୋହନାରେ ୬ ଆହତ, ୩ ଗୁରୁତର ମେଡିକାଲରେ ଭର୍ତ୍ତି । post image

ରାସ୍ତାରେ ଗୋଡାଇ ଗୋଡ଼ାଇ ଆକ୍ରମଣ କଲା ବାଘୁଆ ମହୁମାଛି । ଗଜପତି ମୋହନାରେ ୬ ଆହତ, ୩ ଗୁରୁତର ମେଡିକାଲରେ ଭର୍ତ୍ତି ।

ରାତି ପାହିଲେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଭୋଟରଙ୍କ ହାତରେ ବହୁ ହେଭିୱେଟଙ୍କର ହେବ ଭାଗ୍ୟ ପରୀକ୍ଷା । post image

ରାତି ପାହିଲେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଭୋଟରଙ୍କ ହାତରେ ବହୁ ହେଭିୱେଟଙ୍କର ହେବ ଭାଗ୍ୟ ପରୀକ୍ଷା ।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ କାଉଣ୍ଟଡାଉନ ଆରମ୍ଭ । ପ୍ରଥମ ଥର ପାଇଁ ଚିତ୍ରକୋଣ୍ଡାର ସମସ୍ତ ବୁଥରେ ହୋଇଛି ମତଦାନ ବ୍ୟବସ୍ଥା । post image

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ କାଉଣ୍ଟଡାଉନ ଆରମ୍ଭ । ପ୍ରଥମ ଥର ପାଇଁ ଚିତ୍ରକୋଣ୍ଡାର ସମସ୍ତ ବୁଥରେ ହୋଇଛି ମତଦାନ ବ୍ୟବସ୍ଥା ।

ବିବାଦରେ ପଡ଼ିଲେ ଅଭିନେତ୍ରୀ । କରୀନା କପୁରଙ୍କ ଲିଖିତ ପୁସ୍ତକ ଶୀର୍ଷକରେ ବାଇବେଲ ଶଦ୍ଧ ବ୍ୟବହାରକୁ ବିରୋଧ । କୋର୍ଟ ପଠାଇଲେ ନୋଟିସ । post image

ବିବାଦରେ ପଡ଼ିଲେ ଅଭିନେତ୍ରୀ । କରୀନା କପୁରଙ୍କ ଲିଖିତ ପୁସ୍ତକ ଶୀର୍ଷକରେ ବାଇବେଲ ଶଦ୍ଧ ବ୍ୟବହାରକୁ ବିରୋଧ । କୋର୍ଟ ପଠାଇଲେ ନୋଟିସ ।

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା । ୩୦ ଲକ୍ଷ ଟଙ୍କା ଜରିମାନା ସହ ଗୋଟିଏ ମ୍ୟାଚ ପାଇଁ ଅଧିନାୟକ ଋଷଭ ପନ୍ତ ନିଲମ୍ବିତ । post image

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା । ୩୦ ଲକ୍ଷ ଟଙ୍କା ଜରିମାନା ସହ ଗୋଟିଏ ମ୍ୟାଚ ପାଇଁ ଅଧିନାୟକ ଋଷଭ ପନ୍ତ ନିଲମ୍ବିତ ।

ସବସ୍କ୍ରାଇବ କରନ୍ତୁ