ଅଧାରେ ରହିଗଲା ଇକୋ-ରିଟ୍ରିଟ୍ । ଗଞ୍ଜାମ ଓ କୋରାପୁଟରେ ଉଦଘାଟନର ୧୭ ଦିନ ପରେ ବି ସରିପାରିଲାନି କାମ । ନିରାଶ ହୋଇ…

କନକ ବ୍ୟୁରୋ: ଅଧାରୁ ଆଣ୍ଠେଇଲା ଇକୋ ରିଟ୍ରିଟ । କୋରାପୁଟ ଓ ଗଞ୍ଜାମରେ ଉଦଘାଟନର ୧୭ ଦିନ ପରେ ବି ଖୋଲିପାରିଲାନି ତାଲା । ଅଧାରୁ ଫେରୁଛନ୍ତି ପର୍ଯ୍ୟଟକ । କୋରାପୁଟ ଭଳି ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ସେମିଳିଗୁଡାର ପୁଟସିଲରେ ଖୋଲାଯାଇଥିଲା ଇକୋରିଟ୍ରିଟ । ଭିତିଭୂମି ସଜାଡିବାକୁ…

କଟକର ‘ମ୍ୟାଥମେଟିକ୍ସ କ୍ୟାଫେ’ । ଏଠି ଚା କି କଫି ନୁହେଁ ପିଲା ପଢୁଛନ୍ତି ମାଗଣା ପାଠ, କଷୁଛନ୍ତି ଅଛିଣ୍ଡା ଅଙ୍କ ।

କନକ ବ୍ୟୁରୋ: କାଫେ ନା ଶୁଣିଲେ ମନକୁ ଆସେ ଚା- କଫିର କଥା । କାଫେରେ ବି ଖଟି ଜମେ, ସାହିତ୍ୟର ଆସର ବି ବସେ । ହେଲେ କାଫେରେ ଯେ ପାଠପଢା ହୁଏ, ଗଣିତ ଶିକ୍ଷା ଦିଆଯାଏ ତାହା ଟିକେ ନୂଆନୂଆ ଲାଗୁଛି । କିନ୍ତୁ କଟକରେ ଅଛି ‘ମ୍ୟାଥମେଟିକ୍ସ କାଫେ’ । ଯେଉଁଠି ମାଗଣାରେ ମିଳୁଛି ଗଣିତ ଶିକ୍ଷା ।…

ଆସିଲା ୨୩ ନୂଆ ଓମିକ୍ରନ ଆକ୍ରାନ୍ତଙ୍କ ତଥ୍ୟ । ୧୯ ଜଣ ପୁରୁଷ, ୪ ଜଣ ମହିଳା । ସର୍ବାଧିକ କେନ୍ଦୁଝରରୁ ଚିହ୍ନଟ । 

କନକ ବ୍ୟୁରୋ: ଆସିଲା ୨୩ ନୂଆ ଓମିକ୍ରନ ଆକ୍ରାନ୍ତଙ୍କ ତଥ୍ୟ । ସମସ୍ତ ତଥ୍ୟ ଦେଲେ ରାଜ୍ୟ ସରକାର । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣ ପୁରୁଷ, ୪ ଜଣ ମହିଳା । ସମସ୍ତଙ୍କ ବୟସ ୮ରୁ ୮୩ ବର୍ଷ ହୋଇଥିବା ବେଳେ ସର୍ବାଧିକ ୭ ଜଣ କେଉଁଝରରୁ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୪ , ବୌଦ୍ଧରୁ…

ନୂଆବର୍ଷରେ ନୂଆ ଶପଥ । ପ୍ରକୃତିକୁ ସୁରକ୍ଷା ଦେବା, ବିଶ୍ୱକୁ ବିପଦ ମୁହଁରୁ ବଞ୍ଚାଇବା…

କନକ ବ୍ୟୁରୋ: କୁହାଯାଏ ଯେତେବେଳେ ପ୍ରକୃତି ନିଜର ଭୟଙ୍କର ରୂପ ଧାରଣା ସେତେବେଳେ ଧନୀ, ଗରିବ କିଛି ଦେଖେନା । ପ୍ରାକୃତିକ ବିପର୍ଯ୍ୟୟ ଆଗରେ ହାର ମାନେ ବିଜ୍ଞାନ, ମୁଣ୍ଡପାତି ସବୁ ସହିଯାଏ ମଣିଷ । ବିଗତ ଦିନର ଘଟଣାବଳୀକୁ ଯଦି ରୋମନ୍ଥନ କରାଯାଏ ତେବେ ଅନେକ ଘଟଣା ଘଟିଛି ଯେଉଁଠି ପ୍ରକୃତିର…

ତମ ଆଗମନୀ ନଆଣୁ ଆତଙ୍କ, ତମ ଆସିବା ନହେଉ ଅଭିଶାପ । ପ୍ରତିଜ୍ଞା କର ନୂଆବର୍ଷ କରିବନି ପ୍ରତାରଣା…

ତମେ ଆସିଛ ଯଦି ନୂଆବର୍ଷ ତୁମକୁ କରୁଛୁ ସ୍ୱାଗତ... ତମ ଆଗମନୀ ନଆଣୁ ଆତଙ୍କ ତମ ଆସିବା ନହେଉ ଅଭିଶାପ କଥାଦିଅ, କଥାଦିଅ... ୨୦୨୨ ତମେ ବି ନହୁଅ ୨୦, ୨୧ ପରି ଅଭିଶପ୍ତ... କୋଡିଏ କବର ନେବା ପରେ କ୍ୟାଲେଣ୍ଡର ଓଲଟି ଯେବେ ୨୦୨୧ ଆରମ୍ଭ ହୋଇଥିଲା । ସେବେ ପ୍ରଥମ ବର୍ଷର ପହିଲି ସକାଳରେ…

ଆସିଲା ନୂଆ ୫ ଓମିକ୍ରନ ଆକ୍ରାନ୍ତଙ୍କ ତଥ୍ୟ । ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ପୁରୁଷ, ଜଣେ ମହିଳା ।

କନକ ବ୍ୟୁରୋ: ଆସିଲା ନୂଆ ୫ ଓମିକ୍ରନ ଆକ୍ରାନ୍ତଙ୍କ ତଥ୍ୟ । ଆକ୍ରାନ୍ତଙ୍କ ବିଷୟରେ ପୂରା ତଥ୍ୟ ଦେଲେ ରାଜ୍ୟ ସରକାର । ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ପୁରୁଷ ଏବଂ ଜଣେ ମହିଳା । ୨୨ରୁ ୪୪ ବର୍ଷ ବୟସ ମଧ୍ୟରେ ସମସ୍ତଙ୍କ ବୟସ । ତେବେ ୪ ଜଣ କତାର, କଙ୍ଗୋ, ୟୁଏଇରୁ ଫେରିଥିବା ସୂଚନା…