କନକ ବ୍ୟୁରୋ : ସୁନାବେଶ ପାଇଁ ପୁରୀରେ ବଢ଼ୁଛି ଭକ୍ତଙ୍କ ଭିଡ଼। ସତର୍କ କଲା ଓଡ଼ିଶା ପୁଲିସ । ଅପରାହ୍ଣ ୫ଟାରେ ସୁନାବେଶ ହେବାକୁ ଥିବା ବେଳେ ଏଥିପାଇଁ ପୁରୀରେ ପ୍ରବଳ ଭକ୍ତଙ୍କ ଭିଡ଼ ଜମିଲାଣି । ପୁରୀରେ ଅଧିକ ଭକ୍ତଙ୍କ ସମାଗମ ହୋଇଥିବାରୁ ସତର୍କ କରାଇଛି ପୁଲିସ । ସହରରେ ଥିବା ପାର୍କିଂ ସ୍ଥାନ ଗୁଡ଼ିକ ପ୍ରାୟ ଭର୍ତ୍ତି ହୋଇସାରିଛି। ଏପରିକି ଭେଇକିଲ ପାସ୍ ବି ରଦ୍ଦ କରାଯାଇଛି । ବାଟଗାଁ ଓ ମାଳତିପାଟପୁରରେ ଘଣ୍ଟାଏ ଼ପର୍ଯ୍ୟନ୍ତ କରିବାକୁ ପଡ଼ିପାରେ ଅପେକ୍ଷା । ଭିଡ଼କୁ ନଜରରେ ରଖି ଯୋଜନା କରିବାକୁ ପରାମର୍ଶ ଦେଇଛି ଓଡ଼ିଶା ପୁଲିସ ।
ସୁନାବେଶ ଦେଖିବାକୁ ପୁରୀରେ ପ୍ରବଳ ଭିଡ଼, ସହରର ସବୁ ପାର୍କିଂ ଫୁଲ, ଭେହିକିଲ ପାସ୍ ରଦ୍ଦ
ଅପରାହ୍ଣ ୫ଟାରେ ସୁନାବେଶ ହେବାକୁ ଥିବା ବେଳେ ଏଥିପାଇଁ ପୁରୀରେ ପ୍ରବଳ ଭକ୍ତଙ୍କ ଭିଡ଼ ଜମିଲାଣି । ପୁରୀରେ ଅଧିକ ଭକ୍ତଙ୍କ ସମାଗମ ହୋଇଥିବାରୁ ସତର୍କ କରାଇଛି ପୁଲିସ । ସହରରେ ଥିବା ପାର୍କିଂ ସ୍ଥାନ ଗୁଡ଼ିକ ପ୍ରାୟ ଭର୍ତ୍ତି ହୋଇସାରିଛି। ଏପରିକି ଭେଇକିଲ ପାସ୍ ବି ରଦ୍ଦ କରାଯାଇଛି ।
/kanak/media/media_files/2025/07/06/safdfasdfsaldk-2025-07-06-11-23-30.jpg)