କନକ ବ୍ୟୁରୋ : ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ ଟିମ୍ । କଲେଜ ନିକଟ ତାରିଣୀ ପେଟ୍ରୋଲ ପମ୍ପରେ ଆଜି ଦ୍ୱିତୀୟ ଦିନରେ କ୍ରାଇମବ୍ରାଞ୍ଚ ଟିମ ଯାଞ୍ଚ କରିଛି । ଫକୀରମୋହନ ମହାବିଦ୍ୟାଳୟ ନିକଟରେ ତାରିଣୀ ପେଟ୍ରୋଲ ପମ୍ପ ରହିଛି । ତେଣୁ ଆତ୍ମହୂତି ଦେବାକୁ ପୀଡିତା କିମ୍ୱା ଅନ୍ୟ କେହି ତାରିଣୀ ତେଲ ଟାଙ୍କିରୁ ପେଟ୍ରୋଲ ନେଇଥିବା ସନ୍ଦେହ କରାଯାଉଛି । ଆଜି କ୍ରାଇମବ୍ରାଞ୍ଚ ଟିମ୍ ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ସିସିଟିଭି କ୍ୟାମେରାର ହାର୍ଡଡିସ୍କକୁ ଜବତ କରିଛି ।
ଫକୀରମୋହନ କଲେଜ ଘଟଣା । କଲେଜ ନିକଟ ପେଟ୍ରୋଲ ପମ୍ପରେ କ୍ରାଇମବ୍ରାଞ୍ଚର ଛାନଭିନ୍
ଫକୀରମୋହନ ମହାବିଦ୍ୟାଳୟ ନିକଟରେ ତାରିଣୀ ପେଟ୍ରୋଲ ପମ୍ପ ରହିଛି । ତେଣୁ ଆତ୍ମହୂତି ଦେବାକୁ ପୀଡିତା କିମ୍ୱା ଅନ୍ୟ କେହି ତାରିଣୀ ତେଲ ଟାଙ୍କିରୁ ପେଟ୍ରୋଲ ନେଇଥିବା ସନ୍ଦେହ କରାଯାଉଛି ।
/kanak/media/media_files/2025/07/18/61-2025-07-18-23-11-27.jpg)