Advertisment

Mukesh Sahu

ଶାହାରୁଖଙ୍କ ପୁଅ ଆରୟନ ଖାନଙ୍କ ଜାମିନ ଆବେଦନର ଆଜି ଆସିବ ରାୟ । ଉଭୟ ଏନସିବି ଓ ଆରୟନଙ୍କ ଓକିଲ ରଖିସାରିଛନ୍ତି ନିଜ ନିଜ ପକ୍ଷ ।

ରାଉରକେଲାରେ ପୁଲିସର ଏନକାଉଣ୍ଟର । ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ, ଚଢ଼ାଉ ବେଳେ ପୁଲିସ ଉପରକୁ ଚଳାଇଥିଲେ ଗୁଳି ।

ମର୍ଣ୍ଣିଂୱାକ୍ ବେଳେ ଚଢ଼ିଗଲା ଅଜଣା ଗାଡ଼ି । ନୟାଗଡ଼ରେ ଦୁର୍ଘଟଣାରେ ୨ ମହିଳାଙ୍କ ମୃତ୍ୟୁ, ଜଣେ ଗୁରୁତର ।

ହ୍ୱାଟ୍ସଆପ୍ ବ୍ୟବହାର କଲେ ବୋଲି ମହିଳାଙ୍କୁ ରଖାଯାଉଛି ଅଟକ । ଅପରାଧୀ ଭାବେ କରାଯାଉଛି ଅଭିହିତ ।

ଚୀନରେ ଅଚାନକ ଆସିଲା ବନ୍ୟା । ୨୦ ମୃତ, ଗୋଟିଏ ସପ୍ତାହରେ ହେଲା ୩ ମାସର ବର୍ଷା ।

ଆଜି ମହାମାୟାଙ୍କ ନବମୀ ପୂଜା । ମଣ୍ଡପରେ ଚାଲିଛି ପୂଜାର୍ଚ୍ଚନା, କଡା କଟକଣା ଭିତରେ ଓଡ଼ିଶାରେ ଫିକା ପଡିଲା ଦୁର୍ଗା ପୂଜା ।

ଏଥର ଦଶହରାରେ ଶୁଖିଲା ରହିବ ପାଗ । ଉପକୂଳ ଓଡ଼ିଶାର କେତେକ ସ୍ଥାନରେ କାଁ ଭାଁ ହୋଇପାରେ ବର୍ଷା ।

ମା ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ପଡିଲା ଶହ ଶହ ପଶୁପକ୍ଷୀଙ୍କ ବଳି । ପ୍ରଶାସନର ବାରଣ ସତ୍ୱେ ରକ୍ତରେ ଭିଜିଲା ରାଜ ରାସ୍ତା ।

କୋଟିଆରେ ପୁଣି ମୁହାଁମୁହିଁ ହେଲେ ଆନ୍ଧ୍ର ଅଧିକାରୀ ଓ ପଟ୍ଟାଙ୍ଗୀ ବିଧାୟକ ।

ପ୍ରାଇମ ଟାଇମ ବୁଲେଟିନ : ୧୩/୧୦/୨୦୨୧

ପ୍ରାଇମ ଟାଇମ ବୁଲେଟିନ : ୧୩/୧୦/୨୦୨୧

Advertisment
ସବସ୍କ୍ରାଇବ କରନ୍ତୁ