Advertisment

Mukesh Sahu

୭ ବର୍ଷର କୁନି ପୁଅ ହୋଇଛି ବାପା ପାଦର ବଳ । ଭଙ୍ଗା ସାଇକେଲରେ ଦିବ୍ୟାଙ୍ଗ ବାପାଙ୍କୁ ବସାଇ ଠେଲି ଠେଲି ନେଉଛି ପୁଅ ।

ଜଗତସିଂହପୁର ମୁଗୁରାନାଳ ନଦୀ ପୁନଃଉଦ୍ଧାର ନାଁରେ ସରକାରୀ ଅର୍ଥ ହରିଲୁଟ୍ ଅଭିଯୋଗ । ନଦୀ ଖୋଳି ନଦୀ ପୋତୁଛି ଠିକାଦାର ।

କେଗାଁ ଥାନା ଆଇଆଇସି ନିଲମ୍ବିତ । ମମିତାଙ୍କ ନିଖୋଜ ପରେ ରଖିନଥିଲେ ପରିବାରର ଅଭିଯୋଗ ।

ମମିତା ମେହେର ହତ୍ୟା ମାମଲାରେ ପୋଲିସର ଛାନଭିନ୍ । ଗାର୍ଲସ ହଷ୍ଟେଲରେ ପହଞ୍ଚିଲେ ଡିଆଇଜି ଓ ଏସପି ।

ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ନେଇ ବଢୁଛି ବିବାଦ । ଇସ୍ତଫା ଦାବି କରୁଛନ୍ତି ବିରୋଧୀ । ଆପଣଙ୍କ ମତ କ’ଣ, ଇସ୍ତଫା ଦେବା ଉଚିତ୍ କି ?

ଉତ୍ତରପ୍ରଦେଶରେ ତୃତୀୟ ଅନ୍ତର୍ଜାତୀୟ ବିମାନବନ୍ଦରର ଲୋକାର୍ପଣ । କୁଶିନଗର ଏୟାରପୋର୍ଟକୁ ଉଦଘାଟନ କଲେ ମୋଦି ।

ମମିତାଙ୍କ ତଣ୍ଟି ଚିପିଥିଲେ ନିଜେ ଗୋବିନ୍ଦ...କାର ଭିତରେ ଛଟପଟ ହୋଇଥିଲେ ମମିତା; ଲଢେଇ କରି କରି ଚାଲିଗଲା ଜୀବନ

ପ୍ରାଇମ ଟାଇମ ବୁଲେଟିନ : ୨୦/୧୦/୨୦୨୧

ଜାମ୍ମୁକାଶ୍ମୀରରେ ସେନାକୁ ବଡ ସଫଳତା । ୧୫ ଦିନରେ ୧୫ ଆତଙ୍କୀ ସଫା, ଏବେ ବି ଜାରି ରହିଛି ସର୍ଚ୍ଚ ଅପରେସନ୍ ।

ଆରୟନ ଖାନଙ୍କୁ ମିଳିଲାନି ଜାମିନ୍ । ବେଲ୍ ଆବେଦନ ଖାରଜ କଲେ କୋର୍ଟ ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜୋର ଧରିଲା ଦଳଡିଆଁ ରାଜନୀତି । ପୁରୁଣା ଦଳ ଛାଡି ନୂଆ ଦଳରେ ସାମିଲ ହେଉଛନ୍ତି ନେତା ଓ କର୍ମୀ ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜୋର ଧରିଲା ଦଳଡିଆଁ ରାଜନୀତି । ପୁରୁଣା ଦଳ ଛାଡି ନୂଆ ଦଳରେ ସାମିଲ ହେଉଛନ୍ତି ନେତା ଓ କର୍ମୀ ।

Advertisment
ସବସ୍କ୍ରାଇବ କରନ୍ତୁ