Advertisment

Sarbeswar Mohapatra

କରୋନା ରିପୋର୍ଟରେ ସାଙ୍ଘାତିକ ତ୍ରୁଟି । ଦିନରେ ନେଗେଟିଭ ରାତିରେ ଆସିଲା ପଜିଟିଭ ରିପୋର୍ଟ

ପୁଣି ଖବରକୁ ଫେରିଲା ଚୀନର ଉହାନ । କରୋନା ଭୂତାଣୁ ସହ ମେଳ ଖାଉଥିବା ଆଉ ଏକ ଭୂତାଣୁରେ ସଂକ୍ରମଣ ହେବାର ଆସିଲା ଖବର : ସହରର ୧କୋଟି ୧୦ ଲକ୍ଷ ଲୋକଙ୍କ କରୋନା ପରୀକ୍ଷଣ ପାଇଁ ଚୀନର ନିଷ୍ପତି

ଘୂର୍ଣ୍ଣିବଳୟ ଆଣିଲା ଅନୁକୂଳ ପରିସ୍ଥିତି : ଆଣ୍ଡାମାନକୁ ଶୀଘ୍ର ଛୁଇଁବ ମୌସୁମୀ

ଘୂର୍ଣ୍ଣିବଳୟ ଆଣିଲା ଅନୁକୂଳ ପରିସ୍ଥିତି : ଆଣ୍ଡାମାନକୁ ଶୀଘ୍ର ଛୁଇଁବ ମୌସୁମୀ

ମଳାସପଦର ଛକ ନିକଟରେ ମହିଳାଙ୍କୁ ନିର୍ମମ ହତ୍ୟା । ଦୁର୍ବୃତ୍ତ ଘରେ ପଶି ଛାତ ଉପରେ ମହିଳାଙ୍କୁ ମାରଣାସ୍ତ୍ରରେ ହାଣି ହତ୍ୟା

ପାରିବାରିକ କେନ୍ଦ୍ରର କରୁଣ ପରିଣତି । ମାଆକୁ ହତ୍ୟା କଲା ପୁଅ

ଗ୍ରୀନ ଜୋନରେ ଗଡିବ ବସ୍ ! ଅଧା ସିଟରେ ଲୋକ ଯାଉଥିବାରୁ ଦ୍ୱିଗୁଣା ବଢାଯିବ ଭଡା: ସେପଟେ ସରକାରୀ ଚାକିରିଆଙ୍କ ପାଇଁ କାଲିଠୁ ଗଡିବ ସ୍ୱତନ୍ତ୍ର ବସ, ୩୦ ଟଙ୍କା ନିଆଯିବ ଭଡା

ଆଜିଠାରୁ କଟକ ଭୁବନେଶ୍ୱରରେ ଗଡିବ ବସ । ଅଫିସ ସମୟରେ ଚଳାଚଳ କରିବ ଏହି ସ୍ୱତନ୍ତ୍ର ବସ

ରଥ ନିର୍ମାଣରେ ଲାଗିଥିବା ସେବାୟତଙ୍କ ଆଜି ହେବ ସ୍ୱାସ୍ଥ୍ୟ ପରୀକ୍ଷା । ପ୍ରଶାସନିକ ବିଧି ବ୍ୟବସ୍ଥା ଅନୁସାରେ ସଂଗରୋଧରେ ରହିଛନ୍ତି ସେବାୟତ : ୩ଟି ଭକ୍ତ ନିବାସରେ ଅଛନ୍ତି ୨୦୫ ସେବାୟତ

ରଥ ନିର୍ମାଣରେ ଲାଗିଥିବା ସେବାୟତଙ୍କ ଆଜି ହେବ ସ୍ୱାସ୍ଥ୍ୟ ପରୀକ୍ଷା । ପ୍ରଶାସନିକ ବିଧି ବ୍ୟବସ୍ଥା ଅନୁସାରେ ସଂଗରୋଧରେ ରହିଛନ୍ତି ସେବାୟତ : ୩ଟି ଭକ୍ତ ନିବାସରେ ଅଛନ୍ତି ୨୦୫ ସେବାୟତ

କରୋନା ପାଇଁ ଅଟକିଯିବନି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା : କଟକଣା ଯୁକ୍ତ ରଥଯାତ୍ରା ହେବା ନେଇ ସଂକେତ ଦେଲେ ବରିଷ୍ଠ ସେବାୟତ, ରାଜ୍ୟ ସରକାରଙ୍କ ସମସ୍ତ ନିୟମ ଭିତରେ ପାଳନ ହେବ ରଥଯାତ୍ରା, ସ୍ନାନଯାତ୍ର ଓ ଚନ୍ଦନ ଯାତ୍ରା

କଟକଣା ଭିତରେ ରଥଯାତ୍ରା ଅନୁଷ୍ଠିତ କରିବାକୁ ପ୍ରସ୍ତାବ ଦେଲେ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ । କହିଲେ, ସୀମିତ ସେବାୟତରେ ହେଉ ନୀତି, ରଥଯାତ୍ରା ନହେଲେ ଇତିହାସରେ ଯୋଡା ହେବ କଳଙ୍କିତ ପୃଷ୍ଠା

ଆଜିଠାରୁ ଭୁବନେଶ୍ୱରରୁ ଦିଲ୍ଲୀକୁ ଗଡିବ ଟ୍ରେନ । ୧୪ ତାରିଖରେ ନୂଆଦିଲ୍ଲୀରୁ ପ୍ରଥମ ଟ୍ରେନ ଆସିବ ଭୁବନେଶ୍ୱର, ଯାତ୍ରା ସମୟରେ ସାମାଜିକ ଦୂରତା ମାନିବାକୁ ବାଧ୍ୟ ଯାତ୍ରୀ

ଆଜିଠାରୁ ଭୁବନେଶ୍ୱରରୁ ଦିଲ୍ଲୀକୁ ଗଡିବ ଟ୍ରେନ । ୧୪ ତାରିଖରେ ନୂଆଦିଲ୍ଲୀରୁ ପ୍ରଥମ ଟ୍ରେନ ଆସିବ ଭୁବନେଶ୍ୱର, ଯାତ୍ରା ସମୟରେ ସାମାଜିକ ଦୂରତା ମାନିବାକୁ ବାଧ୍ୟ ଯାତ୍ରୀ

ଟେନସନ ଦେଉଛି କରୋନା : ଅଧିକାଂଶ ସରକାରୀ କାର୍ଯ୍ୟାଳୟକୁ ଛାଇଗଲାଣି ମହାମାରୀ

ଓଡିଶାରେ ୪୩୭ରେ ପହଁଚିଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତକାଲି ଗୋଟିଏ ଦିନରେ ୨୩ ପଜିଟିଭ୍ ଚିହ୍ନଟ ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା । ସେପଟେ ଯାଜପୁରର ୩୧ ଜଣ ସୁସ୍ଥ ହୋଇଥିବା ଜଣାଇଲେ ସରକାର

କରୋନା ମୁକାବିଲା ପାଇଁ ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ୍ ଘୋଷଣା । ଆତ୍ମନିର୍ଭର ଭାରତ ଅଭିଯାନ ନାମରେ ପ୍ୟାକେଜ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ । କହିଲେ, ଲାଭବାନ ହେବେ ଦେଶର ଶ୍ରମିକ, କୃଷକ, ମଧ୍ୟମ ବର୍ଗ ଓ ଉଦ୍ୟୋଗ ଜଗତ : କଣ ରହିଛି ପ୍ୟାକେଜରେ, ଖୁବଶୀଘ୍ର କହିବେ ଅର୍ଥମନ୍ତ୍ରୀ

କରୋନା ମୁକାବିଲା ପାଇଁ ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ୍ ଘୋଷଣା । ଆତ୍ମନିର୍ଭର ଭାରତ ଅଭିଯାନ ନାମରେ ପ୍ୟାକେଜ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ । କହିଲେ, ଲାଭବାନ ହେବେ ଦେଶର ଶ୍ରମିକ, କୃଷକ, ମଧ୍ୟମ ବର୍ଗ ଓ ଉଦ୍ୟୋଗ ଜଗତ : କଣ ରହିଛି ପ୍ୟାକେଜରେ, ଖୁବଶୀଘ୍ର କହିବେ ଅର୍ଥମନ୍ତ୍ରୀ

ଆଜିଠାରୁ ଭୁବନେଶ୍ୱରରୁ ଦିଲ୍ଲୀକୁ ଗଡିବ ଟ୍ରେନ । ୧୪ ତାରିଖରେ ନୂଆଦିଲ୍ଲୀରୁ ପ୍ରଥମ ଟ୍ରେନ ଆସିବ ଭୁବନେଶ୍ୱର, ଯାତ୍ରା ସମୟରେ ସାମାଜିକ ଦୂରତା ମାନିବାକୁ ବାଧ୍ୟ ଯାତ୍ରୀ

ପ୍ରାଇମ ଟାଇମ ବୁଲେଟିନ : ୧୧/୦୫/୨୦୨୦

Advertisment
ସବସ୍କ୍ରାଇବ କରନ୍ତୁ